ସେହ୍ବାଗଙ୍କୁ ଥରେ ଚାପୁଡା ମାରିଥିଲେ କୋଚ୍: ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ୍କୁ ଆଗକୁ ବଢାଇବା ପାଇଁ ଜନ ରାଇଟ ଅବଦାନ ଅତୁଳନୀୟ। ନ୍ୟୁଜିଲାଣ୍ଡ ପାଇଁ ଜନ ରାଇଟ୍ ଜଣେ ସଫଳ କ୍ରିକେଟର ଥିଲେ। କିନ୍ତୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ଜଣେ କୋଚ୍ ଭାବରେ ମନେ ରଖିଛନ୍ତି। ୫ ଜୁଲାଇ ୧୯୫୪ରେ…
ପ୍ରତିଶ୍ରୁତିରେ ଅଟକିଛି ସିଏଚ୍ସି ମାନ୍ୟତା
ବେଗୁନିଆ,୫।୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ସଦର ମହକୁମାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ପାଇଁ ଦାବି ହେଉଛି। ଦୀର୍ଘବର୍ଷ ଧରି ଏହି ଦାବି ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ଅବହେଳା କରାଯାଉଛି। କେବଳ ପ୍ରତିଶ୍ରୁତିରେ ହିଁ…
ଜଗାକୁ ଘରୁ ଦର୍ଶନ କରିବାର ଅଧିକାର କେହି ଛଡ଼ାଇ ନେଇପାରିବେନି
‘ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ’ ପ୍ରଶାସନ କୌଣସି ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିପାରିବ। ମାତ୍ର ଘରେ ରହି ଦାଣ୍ଡକୁ ଚାହିଁବାର ଅଧିକାର କିଭଳି ଛଡ଼ାଇ ନିଆଯିବ। ନିଜ ଘରେ ଚଳପ୍ରଚଳ କରିବା ଓ ଦେଖିବାର ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ।…
ସିନେମାରେ ବର୍ଣ୍ଣବୈଷମ୍ୟ
କୋଲକାତା/ମୁମ୍ବାଇ,୫।୭: ୨୦୨୧ ଜାନୁୟାରୀ ୪ରୁ ଚାଲିଥିବା ବଙ୍ଗଳା ୱେବ୍ ସିରିଜ୍ ‘ଦେଶେର ମାଟି’ର ୧୫୫ ଏପିସୋଡ୍ ଦେଖାଯାଇ ସାରିଲାଣି। ଏହି ଶୋ’ରେ ନୋଆ ବୋଷ ମୁଖାଜର୍ର୍ୀ ଚରିତ୍ରରେ ନଜର ଆସୁଛନ୍ତି ଟଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଶ୍ରୁତି ଦାସ। ଏଥିରେ ସେ…
୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୫।୭(ବ୍ୟୁରୋ): ମୌସୁମୀ ଦୁର୍ବଳ ରହିଥିବାବେଳେ ରାଜ୍ୟରେ ବର୍ଷା ଜାରି ରହିଛି। ଏବେ ଉତ୍ତର-ଦକ୍ଷିଣ ନିମ୍ନଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ଉତ୍ତର-ପୂର୍ବ ବିହାରରୁ ଉତ୍ତର-ପୂର୍ବ ଝାଡ଼ଖଣ୍ଡ, ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏ…
ବ୍ରାହ୍ମଣୀରେ ଲୁଚକାଳି ଖେଳ
ପଟ୍ଟାମୁଣ୍ଡାଇ,୫।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାୟାଡ଼ିଆ ଗ୍ରାମର ଲୋକେ ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀରେ ଦେଖିବାକୁ ପାଇଥିଲେ ରୋଚକ ଦୃଶ୍ୟ, ଯେଉଁଥିରେ ଏକ ମୂର୍ତ୍ତି ଚୋରି ଘଟଣାର ଅଭିଯୁକ୍ତ ପାଣିରେ ବୁଡ଼ି ବୁଡ଼ି ପୋଲିସକୁ ଚକମା ଦେଖାଉଥିଲେ। ଦେଢ଼ଘଣ୍ଟାର…
ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିବେ ଚାଷୀ
ନୂଆଦିଲ୍ଲୀ, ୫।୭ (ପି.ଟି.): ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା…
ଜାତୀୟ ସୁରକ୍ଷା କେବଳ ସ୍ଲୋଗାନରେ
ନୂଆଦିଲ୍ଲୀ, ୫।୭(ପି.ଟି.): ରାଫାଲ ଯୁଦ୍ଧବିମାନ କିଣା ଚୁକ୍ତିନାମାରେ ହୋଇଥିବା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଅଭିଯୋଗର ତଦନ୍ତ ପାଇଁ ଫ୍ରାନ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଯୁଦ୍ଧ ବିମାନ କ୍ରୟ ନେଇ…
ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ : ଆଜି ୫୨ ଜଣଙ୍କ ଜୀବନ ନେଲା
ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୫୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…
ସାଆନ୍ତଙ୍କ ସେବାରେ ସମର୍ପିତ
ଢେଙ୍କାନାଳ ଅଫିସ, ୫।୭: ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଛି ବଡ଼ଦିଅଁଙ୍କ ଅଣସରନୀତି। ଜ୍ୱରରେ ଥରୁଥିବା କାଳିଆ ଠାକୁରଙ୍କ ଉପଶମ ପାଇଁ ମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତସେବା। ଢେଙ୍କାନାଳସ୍ଥିତ ଶ୍ରୀବଳରାମ ମନ୍ଦିରରେ ଅଣସର ଘରେ ଶ୍ରୀଜୀଉଙ୍କ ଏହି ନୀତିରେ ନିୟୋଜିତ ଅଛନ୍ତି ଓଡ଼ାପଡ଼ା ବ୍ଲକ…
ଆଜି ରାଜ୍ୟରୁ ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୫।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୨୮୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫୯୭ ଜଣ ଚିହ୍ନଟ…
ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ
ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି। ଉକ୍ତ ଡ୍ୟାମ୍ ଉପରେ ବହୁ ଗ୍ରାମର ଚାଷୀ ନିର୍ଭର କରୁଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ…
Archives


