ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବଡ଼ ବଡ ସହରରେ ନିଃଶ୍ୱାସପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକେ ପାଇବା କଷ୍ଟକର ହୋଇ ପଡ଼ିଲାଣି। ହୁ ହୁ ହୋଇ ମାଡ଼ି ଚାଲିଥିବା ମୋଟରଯାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ହେବାରେ ଲାଗିଥିବାରୁ…
ଫୁଟନ୍ତା ତେଲ କଡ଼େଇରେ ହାତ ପୂରାଇ ଚିକେନ୍ ପକୋଡ଼ା କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…
ଦୁନିଆ ବିଚିତ୍ରରେ ପରିପୂର୍ଣ୍ଣ। ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବେଳେବେଳେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ସେମିତି ଜଣେ ବ୍ୟକ୍ତି ଏକ ଅଦ୍ଭୁତ କାମ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସାଧାରଣତଃ ରୋଷେଇ କରିବା ସମୟରେ…
ପାଣିରେ ଭାସୁଛି କଟାଧାନ
ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଶୁକ୍ର ଓ ଶନିବାର ୨ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ କଟା ଯାଇଥିବା ଧାନ ଜମିରେ ଜମା ହୋଇଥିବା ବର୍ଷା ପାଣିରେ ଭାସୁଛି । ପୁଣି ଜମିରେ ଥିବା…
ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ଇଟାଗଦାରେ ପିଟିହେଲା ପିକ୍ଅପ୍ ଭ୍ୟାନ୍; ଚାଲିଗଲା ୨ ଜୀବନ
ବରଗଡ଼ ଅଫିସ,୧୪।୧୧- ବରଗଡ଼ ଜିଲା ବିଜେପୁର -ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ ରବିବାର ଭୋରରେ ଏକ ସଡକ ଦୁର୍ଘଟଣା ଘଟିଛି। କାଠପଟା ବୋଝେଇ ଏକ ସବାରୀ ଗାଡ଼ି (ନଂ-୩୧୫୧) ରାସ୍ତାପାଶର୍ବରେ ରହିଥିବା ଏକ ଇଟାଗଦାରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ…
ଆଜି ରାଜ୍ୟରୁ ୨୬୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫୩ ଜଣ ଚିହ୍ନଟ ହୋଇଥିବା…
ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା ଗୋ-ମାଂସ ଭର୍ତ୍ତି ଟ୍ରକ୍; ୩ ଜଣ ଅଟକ
ନିରାକାରପୁର,୧୪।୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଉପରୁ ରବିବାର ସ୍ଥାନୀୟ ପୋଲିସ ଏକ ଟ୍ରକ ବୋଝଇ ଗୋ-ମାଂସ ଜବତ କରିଛି। ଏହି ମାମଲାରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି l…
ମାତୃଗର୍ଭରୁ ସ୍ଥିର ହୁଏ ଏସବୁ
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି,…
୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…
ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ। ସେ ସର୍ବଦା ନିଜ କାମ ପ୍ରତି ସମର୍ପିତ ଥାନ୍ତି। କ୍ୟାରିୟର ଆରମ୍ଭରୁ…
ଇମ୍ରାନ ବହୁତ ସୁନ୍ଦର ବ୍ୟକ୍ତି: ମଲ୍ଲିକା
ଇମ୍ରାନ ହାସ୍ମି ଯେତେବେଳେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ସେତେବେଳେ ସେ ବଲିଉଡରେ ଏକ ସିରିୟଲ କିସର୍ ଭାବରେ ଜଣାଶୁଣା ଥିଲେ। ସେହି ସମୟରେ ମଲ୍ଲିକା ଶେରାୱତଙ୍କ ନାମ ବୋଲ୍ଡ ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଦୁହେଁ ୨୦୦୪ ଚଳଚ୍ଚିତ୍ର ’ମର୍ଡର’…
ଜିନ୍ନା ମହାନ୍ ସ୍ବାଧୀନତା ସଂଗ୍ରାମୀ
ପାଟନା, ୧୪।୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛିଦିନ ପୂର୍ବରୁ ଦେଶ ବିଭାଜନକାରୀ ମହମ୍ମଦ ଅଲି ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜବାହରଲାଲ୍ ନେହେରୁଙ୍କ ଭଳି ନେତାଙ୍କ ସହ ତୁଳନା କରି ସମାଲୋଚିତ ହୋଇଥିଲେ। ଏବେ…
ଛୁଆକୁ ଏମିତି ଗେଲ କରୁଛି ସିମ୍ପାଞ୍ଜି, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

