Posted inଫୁରସତ

ଫୁଟନ୍ତା ତେଲ କଡ଼େଇରେ ହାତ ପୂରାଇ ଚିକେନ୍‌ ପକୋଡ଼ା କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆ ବିଚିତ୍ରରେ ପରିପୂର୍ଣ୍ଣ।  ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବେଳେବେଳେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ସେମିତି ଜଣେ ବ୍ୟକ୍ତି ଏକ ଅଦ୍ଭୁତ କାମ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।

ସାଧାରଣତଃ ରୋଷେଇ କରିବା ସମୟରେ ଆମ ଦେହରେ ଟିକେ ଗରମ ତେଲ ପଡ଼ିଗଲେ ଆମେ କଷ୍ଟ ପାଉ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଫୁଟନ୍ତା ତେଲ କଡ଼େଇରେ ହାତ ପୂରାଇ ଚିକେନ ଫ୍ରାଏ କରୁଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଦେଖିବେ ଜଣେ ବ୍ୟକ୍ତି ତେଲ କଡ଼େଇ ବସାଇଛନ୍ତି। ତେଲ ଫୁଟୁଥିବା ସମୟରେ ସେ ହାତ ପୂରାଇ ଚିକେନ୍‌ ଫ୍ରାଏ କରୁଛନ୍ତି। ‘ନନ୍‌ଭେଜ ଫୁଡି’ ନାମକ ଏକ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, କ’ଣ ୟାଙ୍କ ହାତ ଜଳୁନାହିଁ। ଫୁଟୁଥିବା ତେଲରେ କେମିତି ହାତ ପୂରାଇ ଚିକେନ ଫ୍ରାଏ କରୁଛନ୍ତି ଦେଖନ୍ତୁ। ଭିଡିଓଟି ଭାଇରାଲ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନଭିନ୍ନ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କଲା କୁକୁର: ଆଉ ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକଙ୍କୁ ଏକ କୁକୁର ଘରେ ପଶି ଖଣ୍ଡାରେ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ...

ଅଜଗର ଆଁରେ କୁମ୍ଭୀର : ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହଡ ଉପରୁ ଲମ୍ଫ ମାରୁଛି ତ ଆଉ କେତେବେଳେ...

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ...

ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…

ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ।...

ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…

‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

ଯୁବତୀଙ୍କୁ ଆକୃଷ୍ଟ କରିବାକୁ ଖର୍ଚ୍ଚ କଲେ ଏତିକି ଲକ୍ଷ ଟଙ୍କା, ଏବେ ଲାଗୁଛି ଲମ୍ବା ଲାଇନ୍‌

ପ୍ରକୃତି ପ୍ରତ୍ୟେକ ମଣିଷକୁ ଅଲଗା ଅଲଗା କରି ଗଢ଼ିଛି। କିଏ ଲମ୍ବା ତ କିଏ ଛୋଟ। ଆଉ କିଏ ବହୁତ ସୁନ୍ଦର ତ ଆଉ କିଏ...

ଭୋକ୍ସଓ୍ବାଗନ୍‌ ଚେୟାର୍‌; ଘଣ୍ଟା ପ୍ରତି ୧୨ ମିଟର ଗତିରେ କାର୍‌ ପରି ଯାଇପାରିବ

ହାଇଟେକ୍‌ ଅଫିସ୍‌ ଚେୟାର୍‌ ଓ୍ବାଟରପ୍ରୁଫ ହେବାସହ ଷ୍ଟେନପ୍ରୁଫ୍‌ ଓ ଏହାର ଡିଜାଇନ୍‌ ବହୁତ ଆକର୍ଷକ ହୋଇଥାଏ। ହେଲେ ଜର୍ମାନୀର କାର୍‌ ନିର୍ମାଣକାରୀ ଭୋକ୍ସଓ୍ବାଗନ୍‌ କମ୍ପାନୀ ନିକଟରେ...

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ...

Advertisement
Archives

Model This Week