Home Left

ଏ ବର୍ଷ ବି ହେବନି ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନି । କଟକ ବାଲିଯାତ୍ରା ନ ହେବାନେଇ ବିଜ୍ଞପ୍ତି ଜାରି ହେବା ପରେ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କୋଭିଡ…

ରଣବୀର-ଆଲିଆଙ୍କ ନିର୍ବନ୍ଧ ଡେଟ୍‌ ଫାଇନାଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କୁ ବିବାହ ଆଜି ଅନୁଷ୍ଠିତ ହେଉଥିବାବେଳେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଇଣ୍ଡଣ୍ଟ୍ରିର ଲଭ୍‌ବାର୍ଡ କୁହାଯାଉଥିବା…

ରାସ୍ତା କଡରେ ଚାଇନିଜ ଫୁଡ ଖାଉଥିବା ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ମୁଭି ‘ଧମାକା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ବିଗବସ୍ ୧୫ରେ ୱିକଏଣ୍ଡ ୱାରରେ ନିଜ ମୁଭିର ପ୍ରମୋଶନ ପାଇଁ ପହଞ୍ଚିଥିଲେ । ତେବେ କାମ ସରିବା ପରେ କାର୍ତ୍ତିକ…

ନିଜ ରୁମ୍‌କୁ ଡାକି ଖେଳାଳିଙ୍କୁ ଏମିତି କହିଲେ ଦ୍ରାଭିଡ

ଜୟପୁର,୧୪।୧୧: ଭାରତୀୟ କ୍ରିକେଟ ଦଳର ନବନିଯୁକ୍ତ କୋଚ ରାହୁଲ ଦ୍ରାଭିଡ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିୟମିତ କୋଚ ହେବା ପରେ ଦ୍ରାଭିଡ ନ୍ୟୁଜିଲାଣ୍ଡ ବିପକ୍ଷ ଖେଳାଯିବାକୁ ଥିବା ଆଗାମୀ ସିରିଜ୍‌ରୁ ନିଜ ଅଭିଯାନ ଆରମ୍ଭ କରିବେ। ଏବେ ସେ ଏହି…

କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ଅଭିଷେକ କହିଥିଲେ ଐଶ୍ୱର୍ଯ୍ୟାଙ୍କୁ ଦେବେ ଟକ୍କର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌର ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଅବନୀତ ଫିଲ୍ମ ‘ଟିକୁ ଓ୍ବେଡ୍‌୍‌ସ ଶେର୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅବନୀତ ତାଙ୍କର ଏହି ନୂଆ ଯାତ୍ରାକୁ ନେଇ ବହୁତ ଖୁସି…

ଦ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ!

ନୂଆଦିଲ୍ଲୀ,୧୪।୧୧: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ରବିବାର ନିଶ୍ଚିତ କରିଛନ୍ତି। ତାଙ୍କର ପୂର୍ବତନ ବ୍ୟାଟିଂ ସହକର୍ମୀ ରାହୁଲ ଦ୍ରାବିଡ ଏହି ପଦ…

ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ…

ନୂଆଦିଲ୍ଲୀ,୧୪।୧୧: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ କାର୍ଯ୍ୟକାଳ ଏଣିକି ୫ ବର୍ଷ ପର୍ଯ୍ୟନ୍ତ ବୃବଦ୍ଧି କରାଯାଇ ପାରିବ। ଏ ସମ୍ପର୍କିତ ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମୋଦନ କରାଯାଇଛି। ପୂର୍ବ ନିୟମ ଅନୁସାରେ ଏହି ଦୁଇ ପଦବୀରେ…

ପୂର୍ବତନ ସରପଞ୍ଚ ହତ୍ୟା ମାମଲା: ୫ ଗିରଫ

ବ୍ରହ୍ମପୁର ଅଫିସ,୧୪ା୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ବ୍ରହ୍ମପୁର ବଡ଼ବଜାର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ପୂର୍ବ ଶତ୍ରୁତାକୁ…

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ ଆଫଗାନିସ୍ତାନରେ ତାଲିବାନ ବୁଦ୍ଧଙ୍କ ପ୍ରତିମାକୁ ଗୁଳିକରି ଉଡାଇ ଦେଇଥିଲା । କାରଣ ତାଲିବାନ ଭାରତର…

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ଭିକ୍ଷୁକ କୁହାଯାଏ। ସେମାନେ ବହୁତ ନିଷ୍ଠାର ସହ ଜୀବନଯାପନ କରନ୍ତି।…

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଲହଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଋଷିକୂଲ୍ୟା ମୁହାଁଣଟି ପୁରୁଣାବନ୍ଧ ନିକଟସ୍ଥ ମା’ ଗଙ୍ଗାଦେବୀ…

ଏହି ମନ୍ଦିରକୁ ଥରେ ଦର୍ଶନ ପାଇଁ ଗଲେ ଭକ୍ତ ହୁଅନ୍ତି ଧନୀ

ଭାରତର ପ୍ରତ୍ୟେକ ଗାଁ ଗଣ୍ଡାରେ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମନ୍ଦିର ରହସ୍ୟରେ ପରିପୂର୍ଣ୍ଣ। କିଛି ମନ୍ଦିରର ନିଜର ସ୍ବତନ୍ତ୍ର ପରିଚୟ ରହିଛି। ଏପରି ଏକ ରହସ୍ୟମୟ ମନ୍ଦିର ମଧ୍ୟପ୍ରଦେଶରେ ଅବସ୍ଥିତ। ରତଲାମ ଜିଲାର ମାନକରେ ଅବସ୍ଥିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?