Home Left

ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ

ମାଲକାନଗିରି,୧୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍‌ ମାରିବା ପରେ ସ୍ବାମୀଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ଜଙ୍ଗଲ ଅଭିମୁଖେ ସାଙ୍ଗରେ ଛୋଟ ପୁଅକୁ…

‘ଏକାକୀ ଜିତିପାରିବ କଂଗ୍ରେସ’

ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବାକୁ ମନା କରି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା।…

ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ

ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ ମଧ୍ୟରେ ଶତ୍ରୁତା ବଢ଼ାଇବା ସହ ଅପରାଧ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। ବିଶ୍ୱ ହିନ୍ଦୁ…

ପରିବାରର ୪ ଜଣଙ୍କୁ ଟାଙ୍ଗି ମାରିଲେ ମାଓବାଦୀ

ପାଟଣା,୧୪।୧୧: ବିହାରର ଗୟା ଜିଲାରେ ଶନିବାର ମାଓବାଦୀମାନେ କାଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗି ଦେଇଛନ୍ତି। କେବଳ ଏତିକି ନୁହେଁ ମୃତକଙ୍କ ଘରକୁ ଡାଇନାମାଇଟ୍‌ ଲଗାଇ ଉଡାଇ ଦିଆଯାଇଛି। ଦୁମାରିଆର ମୋନବାର ଗ୍ରାମରେ ସର୍ଜୁ ଭୋକ୍ତାଙ୍କ ଘରେ…

ଭାରତକୁ ମିଳିଲା ରୁଷିଆର ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ୍‌

ନୂଆଦିଲ୍ଲୀ,୧୪।୧୧: ରୁଷିଆ ଭାରତକୁ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଆରମ୍ଭ କରିଛି। ଯୋଜନା ଅନୁଯାୟୀ ଯୋଗାଣ ଆରମ୍ଭ ହୋଇଥିବା ରୁଷିଆର ସାମରିକ-ବୈଷୟିକ ସହଯୋଗ ସଂଘୀୟ ସେବାର ନିର୍ଦ୍ଦେଶକ ଡିମିଟ୍ରି ଶୁଗାଏଭ୍‌ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର…

ପ୍ରତ୍ୟେକ ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନର ଉତ୍ତର ଦେବାକୁ ପଡିବ

ନୂଆଦିଲ୍ଲୀ, ୧୪।୧୧: ଆସନ୍ତା ୧୬ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଏବଂ ୧୭ରୁ ଦଶମ ଶ୍ରେଣୀ ପ୍ରଥମ ଅବଧି (ଫାଷ୍ଟ ଟର୍ମ) ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ନୂଆ ଢାଞ୍ଚାରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଭାଗନେବେ।…

ଠକେଇ ଅଭିଯୋଗରେ ଫଶିଲେ ଶିଳ୍ପା

ମୁମ୍ବାଇ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଦେଢ଼ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏ ନେଇ ରବିବାର ଜଣେ ପୋଲିସ…

ଉଠାଇ ନେଲେ ଗହଣା ବାକ୍ସ

ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ସୁନା ଓ ରୁପା ଅଳଙ୍କାର ଥିବା ବାକ୍ସକୁ ଚୋରମାନେ…

ଭିଣୋଇଙ୍କ କାର୍‌ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି କରିବାର କାରଣ ଜାଣି ଯୋ କେହି ନିଜ ମୁଣ୍ଡରେ ହାତ ଦେବେ। ସମ୍ପୃକ୍ତ ଯୁବକ…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ; ଲଢ଼ିବା ପାଇଁ ନ୍ୟୁଜିଲାଣ୍ଡକୁ ଅତିକମ୍‌ରେ ୧୮୦ ରନ୍‌ ଦରକାର

ଦୁବାଇ,୧୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ। ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ଓ କାକର ସମ୍ଭାବନାକୁ ଦୃଷ୍ଟିରେ ରଖି ଫିଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି।…

ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍‌ରେ ବିଜେପୁର-ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ କାଠପଟା ବୋଝେଇ ଏକ ପିକଅପ୍‌ ଭ୍ୟାନ(ନଂ.ଓଆର୧୫ଜି…

ଓ୍ବାର୍ନରଙ୍କ ପାଖରେ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିବାର ସୁଯୋଗ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍‌ କରିଥିବା ଓପନର ଡେଭିଡ୍‌ ଓ୍ବାର୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। ବର୍ତ୍ତମାନ ୨୩୬ ରନ୍‌ ସହ ଓ୍ବାର୍ନର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?