ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ
ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍ଲର ସୁମିତ ମଲିକ। ସେ ଦଣ୍ଡର ଅବଧିକୁ ହ୍ରାସ କରିବା ଲାଗି ଚାହୁଛନ୍ତି, ଯାହାଫଳରେ ଆସନ୍ତା…
ବଦଳୁଛି ବସ୍ତିର ମାନଚିତ୍ର
ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍ଡ଼ି (ଓପନ୍ ସ୍ପେଶ୍ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି ଅଞ୍ଚଳର ପିଲାମାନଙ୍କ ଖେଳିବା ପାଇଁ ନିର୍ମାଣ ହେଉଛି ଛୋଟ ଛୋଟ ପାର୍କ। ଅଳ୍ପ…
ଡାଇବେଟିସ୍ ଓ ରୋଗ ପ୍ରତିରୋଧକ ଶକ୍ତି
ଡାଇବେଟିସ୍ ବା ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ଯେ ଭାରତକୁ ‘ଡାଇବେଟିସ୍ର ରାଜଧାନୀ’ ବୋଲି କୁହାଯାଏ। ଯଦି ଆପଣଙ୍କ ରକ୍ତରେ ସୁଗାର…
ନିଦରେ ଏହି କଥା ଭାବି ବାଉଳା-ଚାଉଳା ହୁଅନ୍ତି ଧୋନୀ
ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାର ସମୟ ଅଛି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏସ ଧୋନୀ ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ଧୋନୀଙ୍କ ବିଷୟରେ ତାଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ…
ଶତ୍ରୁକୁ ପରାସ୍ତ କରିବାର ସବୁଠୁ ବଡ଼ ଅସ୍ତ୍ର ଏହି ସାମାନ୍ୟ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ କହିଛନ୍ତି,…
ଭଲପାଇବା ଏମାନଙ୍କ ମଧ୍ୟରେ ବି ଥାଏ, ଜଣେ ନ ଉଠିବାରୁ ଆଉଜଣେ କରୁଛି ଏମିତି…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ ପକ୍ଷୀ ରାସ୍ତାରେ ଅଚେତ…
ରାତିରେ ଜବତ ହେଲା ଛତିଶଗଡ଼ରରୁ ଆସୁଥିବା ୪ ଧାନ ଗାଡ଼ି
ପଦ୍ମପୁର,୫।୭: ଛତିଶଗଡ଼ରୁ ବରଗଡ଼କୁ ଆସୁଥିବା ୪ଟି ଧାନ ବୋଝେଇ ଟ୍ରକ୍କୁ ପଦ୍ମପୁର ପୋଲିସ ସୋମବାର ରାତ୍ରିରେ ଜବତ କରିଛି। ସ୍ଥାନୀୟ ଯୋଗାଣ ନିରୀକ୍ଷକ ସୁନୀତା ନାହକଙ୍କ ଉପସ୍ଥିତିରେ ଟ୍ରକ୍ଗୁଡ଼ିକୁ ଏକ ରାଇସ୍ ମିଲରେ ଜିମା ଦିଆଯାଇଛି। ଛତିଶଗଡ଼ ପଟୁ ନଂ.ସିଜି୦୪ଜି ୫୯୦୩,…
ବ୍ୟାଙ୍କ ଲୁଟ୍ ଫସରଫାଟିଲା
କେନ୍ଦୁଝର,୫।୭(ସ୍ବ.ପ୍ର): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଶୁଆକାଟି ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଗତ ୨ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ବ୍ୟାଙ୍କ କାନ୍ଥ ଖୋଳି ଭିତରେ ପଶିଥିଲେ। ହେଲେ ଟଙ୍କା ନେବାରେ…
ଜାମିନ ଶୁଣାଣିର ୧ ଘଣ୍ଟା ପୂର୍ବରୁ ଆଖି ବୁଜିଲେ ଷ୍ଟାନ୍ ସ୍ବାମୀ
ମୁମ୍ବାଇ, ୫।୭: ଭୀମା କୋରେଗାଁଓ-ଏଲ୍ଗାର ପରିଷଦ ମାମଲାରେ ବିଚାରାଧୀନ କଏଦୀ ଥିବା ୮୪ ବର୍ଷୀୟ ଆଦିବାସୀ ଅଧିକାର କର୍ମୀ ଫାଦର ଷ୍ଟାନ୍ ସ୍ବାମୀଙ୍କ ସୋମବାର ପରଲୋକ ହୋଇଯାଇଛି। ଗୁରୁତର ଅସୁସ୍ଥ ଥିବା ସ୍ବାମୀଙ୍କୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ…
ମହିଳାଙ୍କୁ ହତ୍ୟା ପରେ ସ୍ବାମୀଙ୍କୁ କିଲରଙ୍କ ଭିଡ଼ିଓ କଲ୍
ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରବିବାର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ଜଣକ ମହିଳାଙ୍କ ବେକ କାଟି ହତ୍ୟା…
ପାହାଡ଼ରୁ ମିଳିଲା ନରକଙ୍କାଳ
ଲାଠୋର, ୫ା୭: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ପାଢ଼େଲ ଡୁଙ୍ଗୁରି(ପାହାଡ଼)ରୁ ସୋମବାର ପୋଲିସ ଏକ ନରକଙ୍କାଳ ଜବତ କରିଛି। ଏ ନେଇ ଏକ ମାମଲା(ନଂ.୬/୨୧) ରୁଜୁ କରି ପୋଲିସ ଜବତ କଙ୍କାଳର ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ…
ସମ୍ବଲପୁର, ବରଗଡ଼ରେ ୪ଦିନ ବିଦ୍ୟୁତ୍ କାଟ
ସମ୍ବଲପୁର,୫ା୭ (ବ୍ୟୁରୋ): ସମ୍ବଲପୁର ଚିପିଲିମା ପାୱାର ହାଉସ୍ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳକୁ ୪ଦିନ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ। ଓଏଚ୍ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍ଭିଏ କ୍ଷମତାବିଶିଷ୍ଟ ନୂଆ ପାୱାର…
Archives


