କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…

ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍‌ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି କ୍ଷୀର ଦେଉ ନ ଥିବା ଅଭିଯୋଗ କରି ନ୍ୟାୟ ଦେବାକୁ ମାଲି ପୋଲିସ ନିକଟରେ ଗୁହାରି କରିଛନ୍ତି। ବୋଲି ରବିବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୟାଗାଣ ଏହି ମଇଁଷି ମାଲିକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବାବୁଲାଲ ଜାଟଭ (୪୫) ନାମକ ଜଣେ ବ୍ୟକ୍ତି ଶନିବାର ନୟାଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ ଯେ, ଗତ କିଛି ଦିନ ହେବ ତାଙ୍କ ମଇଁଷି କ୍ଷୀର ଦେବା ବନ୍ଦ କରିଦେଇଛି। ଯାଦୁକର ପ୍ରଭାବରେ ସେ କ୍ଷୀର ଦେଉନାହିଁ। ଅଭିଯୋଗର ପ୍ରାୟ ଚାରି ଘଣ୍ଟା ପରେ ବାବୁଲାଲ ପୁଣିଥରେ ତାଙ୍କ ମଇଁଷି ସହିତ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ ଏବଂ ପରେ ପୋଲିସଠାରୁ ସାହାଯ୍ୟ ମାଗିଥିଲେ। ପୋଲିସ କିଛି ପ୍ରାଣୀ ଚିକିତ୍ସା ପରାମର୍ଶରେ ବାବୁଲାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଚିକିତ୍ସା ପରେ ବାବୁଲାଲଙ୍କ ମଇଁଷି କ୍ଷୀର ଦେବା ଆରମ୍ଭ କରିଥିଲା। ବାବୁଲାଲ ପୋଲିସ ଷ୍ଟେଶନକୁ ଆସି ପୋଲିସକୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନର ଶିଶୁକୁ ବିକି ଫ୍ରିଜ୍‌, ଟିଭି, ୱାଶିଂମେଶିନ କିଣିଲେ ମା’

ଭୋପାଳ,୮।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ମା’ ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛନ୍ତି। ବିକ୍ରି ଟଙ୍କାରେ...

ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡ: ପୋଲିସ ଏନ୍‌କାଉଣ୍ଟରରେ ଟଳିପଡିଲେ ୪ ଗ୍ୟାଙ୍ଗଷ୍ଟର

ଅମୃତସର,୨୦।୭: ପଞ୍ଜାବ ଅମୃତସରର ଚିଚା ଭକନା ଗ୍ରାମରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲା ହତ୍ୟା ମାମଲା ସହ...

ପରଫେକ୍ଟ ଯୋଡି…

ପରଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ l କେହି କୁହନ୍ତି ଆଜିର ସମାଜ ପିଲାଙ୍କ...

ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କ କଷା। ଆମ ଆଦମୀ ପାର୍ଟି(ଏଏପି) ଏଥର ବହୁମତରେ ଆସି ପୁଣିଥରେ ଦିଲ୍ଲୀରେ...

ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ

କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର...

୩ ଅଯୋଗ୍ୟ ଘୋଷିତ ବିଧାୟକ ଯିବେ ସୁପ୍ରିମ୍‌କୋର୍ଟ: ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ-ଜେଡିଏସ୍‌ କଲେ ସ୍ବାଗତ

ବେଙ୍ଗାଲୁର୍‌,୨୮।୭: କର୍ନାଟକରେ କ୍ଷମତା କନ୍ଦଳ ଡ୍ରାମା ଶେଷ ହେବାର ନାଁ ଧରୁନି। ବାଚସ୍ପତି ଆର୍‌ ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ।...

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା...

ହିରୋ ଷ୍ଟାଇଲ୍‌ରେ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ଯେତେବେଳେ ଆମେ ମଣିଷର କୌଣସି ଭୁଲ୍‌ ଦେଖୁ ସେତେବେଳେ କହୁ କାହିଁକି ପଶୁଙ୍କ ପରି ହେଉଛ। ମାତ୍ର ଏବେ ଏକ ପଶୁକୁ ଦେଖିଲେ ଏହି ଭ୍ରମ...

Advertisement
Archives

Model This Week