୪ ଯୁବତୀଙ୍କୁ କରିଥିଲେ ବଳାତ୍କାର: କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସ୍ବୀକାର କଲେ ନିଜ ଦୋଷ, ଆଉ ତା’ ପରେ…

ନ୍ୟୁୟର୍କ,୨୫ା୧୧: ଜଣେ କି ଦୁଇ ଜଣ ନୁହେଁ, ୪ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନ୍ୟୁୟର୍କର ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ୨୦ ବର୍ଷୀୟ କ୍ରିଷ୍ଟୋଫର ଓ୍ବେଲଟର ନାମକ ଜଣେ ଯୁବକ ୨୦୧୭ ଏବଂ ୨୦୧୮ ମଧ୍ୟରେ ଲେମ୍ବିଷ୍ଟନରେ ପରିବାର ସହ ରହୁଥିବା ୪ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି କଥା ଜଣାପଡ଼ିଥିଲା କୋର୍ଟରେ। ଜାଣନ୍ତୁ କେମିତି…

ନିଏଗ୍ରା କାଉଣ୍ଟି କୋର୍ଟର ଜଜ୍‌ ମେଥ୍ୟୁ ମର୍ଫି ଏକ ବଳାତ୍କାର କେସ୍‌ର ବିଚାର କରି ରାୟ ଶୁଣାଇଛନ୍ତି। କୋର୍ଟରେ ବିଚାର ଚାଲିଥିବା ବେଳେ କିଛି ବଳାତ୍କାର ପୀଡ଼ିତା ଉପସ୍ଥିତ ଥିଲେ। ଅଭିଯୁକ୍ତମାନେ ମଧ୍ୟ ଉପସ୍ଥିତ ଥିଲେ। ଜଜ୍‌ କହିଥିଲେ ଯିଏ ପ୍ରକୃତ ଦୋଷୀ ସେ ନିଜେ ଠିଆ ହୋଇ ନିଜର ଦୋଷ ସ୍ବୀକାର କରନ୍ତୁ। ଏହି ସମୟରେ କ୍ରିଷ୍ଟୋଫର ଠିଆ ହୋଇ ଜଜ୍‌ଙ୍କ ଆଗରେ ସବୁ କହିଥିଲେ। ସେ ୪ ଯୁବତୀଙ୍କୁ ବଳତ୍କାର କରିଥିବା ସ୍ବୀକାର କରିଥିଲେ। ଏହା ପରେ ଜଜ୍‌ ତାଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟରେ ବି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କମୁନି: ରାଜଧାନୀର ୨ ଘରୁ ଲୁଟିନେଲେ ଟଙ୍କା, ଅଳଙ୍କାର

କଲେଜରୋଡ୍‌,୧୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଯେଭଳି ନ ବ୍ୟାପେ ସେନେଇ କମିଶନରେଟ୍‌ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚେକିଂ ଜାରିରଖିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦୁର୍ବୃତ୍ତଙ୍କ...

ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା...

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ...

ମାଡ଼ି ଆସୁଛି ବିପଦ: ପୁରୁଣା ନଦୀବନ୍ଧ ଯୋଜନା ସୃଷ୍ଟି କରିବ ଆତଙ୍କ

ଜେନେଭା, ୨୪।୧: ପୃଥିବୀ ଉପରେ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ଦିନେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ନଦୀ ବନ୍ଧ ଯୋଜନା ଯୋଗୁ...

କୂଅକୁ ଠେଲି ଦାଦାଙ୍କୁ ହତ୍ୟା ଅଭିଯୋଗ, ପୁତୁରା ଅଟକ

ବଲାଙ୍ଗୀର ଅଫିସ, ୨୧।୧- ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସମ୍ପର୍କୀୟ କାକାଙ୍କୁ କୂଅ ଭିତରକୁ ଠେଲି ପୁତୁରା...

କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଶିଶୁକନ୍ୟାକୁ ଜନ୍ମଦେଲେ

ନୂଆଦିଲ୍ଲୀ,୨୦।୧୨: ଆମେରିକାରେ ଜଣେ ମହିଳା ଟେସଲା ଇଲେକ୍ଟ୍ରିକ୍‌ କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଆଗ ସିଟ୍‌ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ସେପ୍ଟେମ୍ବର ୯...

ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ...

ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ...

Advertisement
Archives

Model This Week