Posted inଜାତୀୟ

ନାବାଳିକା ଝିଅକୁ ବଳାତ୍କାର କଲେ ସାବତ ବାପା

ନୂଆଦିଲ୍ଲୀ,୨୮।୧୧: ଚିରାଗ ଦିଲ୍ଲୀ ଅଞ୍ଚଳରେ ଝିଅଙ୍କୁ ସାବତ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଥାନାରେ ଅଭିଯୋଗ ହୋଇଥିବା ପୋଲିସ ଅଧିକାର କହିଛନ୍ତି।

ଅଭିଯୋଗ ଅନୁଯାୟୀ, ନାବାଳିକା ଉତ୍ତରାଖଣ୍ଡର ଡେରାଡୁନର ଏକ ଶିକ୍ଷା ଅନୁଷ୍ଠାନରେ ରୁହନ୍ତି। ସେ ଛୁଟିରେ ଘରକୁ ଆସିଥିଲେ। ତାଙ୍କ ମା’ ଓ ସାବତ ବାପା ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରୁହନ୍ତି। ସେ ଘରେ ରହିବା ବେଳେ ସାବତ ବାପା ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ବୋଲି ଦକ୍ଷିଣ ଦିଲ୍ଲୀର ଡିସିପି ବେନିତା ମାରି ଜେକର କହିଛନ୍ତି। ଅଭିଯୁକ୍ତ ସାବତ ବାପାଙ୍କୁ ଆଇପିସି ଧାରା ଓ ପୋକ୍‌ସୋ ଆଇନରେ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା(୨୬)ଙ୍କ ମର୍ସି ପିଟିଶନ ରଦ୍ଦ ହୋଇଯାଇଛି। ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରିବା ଲାଗି...

ଦୁଇ ଦିନିଆ ଗୁଜରାଟ ଗସ୍ତରେ ମୋଦି: ମେଟ୍ରୋ ସେବାର କରିବେ ଉଦ୍‌ଘାଟନ

ଅହମଦାବାଦ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେପ୍ଟେମ୍ବର ୨୯ ଏବଂ ୩୦ରେ ସେ ଗୁଜରାଟ ଗସ୍ତ କରିବେ। ଏହି ସମୟରେ...

ନିର୍ବାଚନରେ ଫାଇଦା ପାଇଁ ବିରୋଧୀ ଉସୁକାଉଛନ୍ତି ହିଂସା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ନିଆଁ ଜଳୁଛି। ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା...

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ...

ଉର୍ମିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ

ମୁମ୍ବାଇ,୧୭ ।୧୨: ବଲିଉଡ୍ ନାୟିକା ତଥା ରାଜନେତା ଉର୍ମିଳା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି...

କଂଗ୍ରେସକୁ ଝଟ୍‌କା: ଏଏପିରେ ସାମିଲ ହେଲେ ପ୍ରଦୀପ ଛାବ୍ରା

ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା...

ଗ୍ରାମରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଜୟପୁର,୧୫।୮: ରାଜସ୍ଥାନର ଜଲୋର ଜିଲା ସୁରାନା ଗ୍ରାମର ଏକ ଘରୋଇ ସ୍କୁଲର ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ପ୍ରାଣ ହରାଇବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ...

ବିମାନବନ୍ଦରରୁ ୫୨ ଲକ୍ଷ ଟଙ୍କାର ସୁନା ଜବତ

ଲୁଧିଆନା,୧୪।୧୧: ଚଣ୍ଡିଗଡ଼ର ଶହୀଦ ଭଗତ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୀମାଶୁଳ୍କ ଅଧିକାରୀମାନେ ଲକ୍ଷାଧିକ ଟଙ୍କାର ସୁନା ଜବତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଜଣେ...

Advertisement
Archives

Model This Week