ପ୍ରିୟଙ୍କା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ସମୟରେ ରାଗି ଯାଇଥିଲେ ଏହି ନିର୍ଦ୍ଦେଶକ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଡେଲିଂ ଦୁନିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ବଲିଉଡ୍‌ରୁ ଯାଇ ସେ ହଲିଉଡ୍‌ରେ ପହଞ୍ଚତ୍ ପାରିଛନ୍ତି। ଆଜିର ଦିନରେ ପ୍ରିୟଙ୍କା ବିଶ୍ୱସ୍ତରୀୟ ଏକ ଆଇକନ ପାଲଟିଛନ୍ତି। ତାଙ୍କର ପ୍ରଶଂସକମାନେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ସଫଳତା ହାସଲ କରିବା ପାଇଁ ପ୍ରିୟଙ୍କା କଠିନ ପରିଶ୍ରମ ସହିତ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଅନେକ ଘାତ ପ୍ରତିଘାତ ମଧ୍ୟରେ ପ୍ରିୟଙ୍କା ସଫଳତା ଛୁଇଁଛନ୍ତି। କିନ୍ତୁ ଏକ ସତ କଥା ହେଲା କିଛି ଲୋକ ପ୍ରିୟଙ୍କାଙ୍କ ସଫଳତାକୁ ଆଦୌ ସହି ପାରନ୍ତି ନାହିଁ।

୨୦୦୯ରେ ଆୟୋଜିତ ହୋଇଥିବା ‘ଫିଲ୍ମଫେୟାର’ ପୁରସ୍କାର ଶୋ’ରେ ଏକ ଅଜବ କଥା ଘଟିଥିଲା। ଯେଉଁଥିରେ ପ୍ରିୟଙ୍କା ଫିଲ୍ମ ‘ଫ୍ୟାଶନ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। କିନ୍ତୁ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକର ଏହି କଥାକୁ ଆଦୌ ପସନ୍ଦ କରି ନ ଥିଲେ, ଯେଉଁଥିପାଇଁ ସେ ପ୍ରିୟଙ୍କାଙ୍କ ଅପମାନିତ କରିଥିଲେ। ଯେତେବେଳେ ପ୍ରିୟଙ୍କା ପୁ୍‌ରସ୍କାର ପାଇଁ ଷ୍ଟେଜ୍‌କୁ ଯାଇଥିଲେ ସେହି ସମୟରେ ଆଶୁତୋଷ ମଧ୍ୟ ଯାଇଥିଲେ। ସେ ପ୍ରିୟଙ୍କାଙ୍କୁ ସେହି ମଞ୍ଚରେ କହିଥିଲେ ମୁଁ ତ ବୁଝି ପାରୁନାହିଁ ତୁମେ କେମିତି ପୁରସ୍କାର ପାଉଛ। କାରଣ ଐଶ୍ୱର୍ଯ୍ୟା ରାୟ ‘ଯୋଧ୍ୟା ଆକବର’ ପାଇଁ ପୁରସ୍କାର ପାଇବା କଥା। ମୁଁ ମାନୁଛି ତୁମେ କଠିନ ପରିଶ୍ରମ କର କିନ୍ତୁ ଐଶ୍ୱର୍ଯ୍ୟା ନ୍ୟାଚୁରାଲ କରନ୍ତି। ଏକଥା ଜୟା ବଚ୍ଚନ ମଧ୍ୟ କହୁଥିଲେ।

ଏହା ଶୁଣି ପ୍ରିୟଙ୍କା ଆଶୁତୋଷଙ୍କୁ କିଛି ପ୍ରତିକ୍ରିୟା ଦେଇ ନ ଥିଲେ ସତ। ମାତ୍ର ତାଙ୍କ ନିକଟତମ ଲୋକଙ୍କୁ ଆଶୁତୋଷ କରିଥିବା ଅପମାନ ସମ୍ପର୍କରେ କହିଥିଲେ। କହିଥିଲେ ମୋତେ ଏ କଥା ବହୁତ ଖରାପ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ଅଭିଯୋଗ ଶୁଣିଲେ ଜିଲାପାଳ ଆରକ୍ଷୀ ଅଧୀକ୍ଷକ: ସମସ୍ୟାର ମିଳିଲା ସମାଧାନ

ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ…

ଅସୁସ୍ଥ ମା’, ଗ୍ରୁପ୍ ଋଣ ଚିନ୍ତାରେ ଏମିତି କାଣ୍ଡ କରିଦେଲେ ପୁଅ

ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri