Posted inଜାତୀୟ

ଶାହରୁଖଙ୍କୁ ଫସାଇ ଦେଇଛି ଭାଜପା: ମମତା

ମୁମ୍ବାଇ,୧।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁଣି ଭାଜପାକୁ ଟାର୍ଗେଟ କରିଚନ୍ତି। ଏଥର ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ସମର୍ଥନରେ କରି ଭାଜପା ଉପରେ ବର୍ଷିଛନ୍ତି। ଡ୍ରଗ୍ସ କେସ୍‌ରେ ଶାହରୁଖଙ୍କ ପୁଅକୁ ଭାଜପା ଫସାଇ ଦେଇଛି। ଅଯଥା ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ବୋଲି ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ମୁମ୍ବାଇ ଗସ୍ତରେ ଆସିଥିବା ମମତା ମୁମ୍ବାଇରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, ‘ଆମେ ଏକ ନିଷ୍ଠୁର ଅଗଣତାନ୍ତ୍ରିକ ଦଳର ସମ୍ମୁଖୀନ ହୋଇଛୁ। ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମେଗାଷ୍ଟାର ଶାହରୁଖ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ଏପ୍ରକାର ସ୍ଥିତିକୁ ଯଦି ଆମକୁ ଜିତିବାକୁ ପଡିବ, ତେବେ ଆମକୁ ସ୍ବର ଉଠାଇବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ମାନ: ମାଗିଲେ ୫୦ ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୨୪।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟଙ୍କ ପ୍ରଥମ...

ଗୁଜରାଟ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଆରମ୍ଭ ହୋଇଗଲା ଷଡଯନ୍ତ୍ର: ମୋଦି

କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍‌ଘାଟନ କରିଛନ୍ତି । ୨୦୦୧ରେ...

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦...

ଟେକା ମାଡ଼ରେ ଭାଜପା ପ୍ରାର୍ଥୀ ଗୁରୁତର

ଚଣ୍ଡିଗଡ଼,୧୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପଞ୍ଜାବ ଗିଲ୍‌ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଚାରାମ ଲାଧାରଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ...

ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୪: ଦେଶରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କ୍ୟାବିନେଟର...

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ...

ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ...

Advertisement
Archives

Model This Week