Posted inଜାତୀୟ

ଜାଣନ୍ତୁ କେଉଁମାନେ ନେଇପାରିବେ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୨ା୧୨: ଦେଶରେ କରୋନାର ନୂଆ ଭାଇରସ୍‌ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତ ଡ୍ରଗ୍ସ କଣ୍ଟ୍ରୋଲରକୁ କୋଭିଶିଲ୍ଡର ବୁଷ୍ଟର ଡୋଜ୍‌ ମଞ୍ଜୁରୀ ପାଇଁ ଆବେଦନ କରିଛି।

ତେବେ ଜାଣନ୍ତୁ କେଉଁମାନେ ଏହି ବୁଷ୍ଟରର ମାତ୍ରା ନେଇପାରିବେ:

ବୁଷ୍ଟର ଡୋଜ୍‌ ସେହିମାନଙ୍କୁ ଦିଆଯାଇପାରିବ ଯିଏ ପୂର୍ବରୁ ଟିକାକରଣର ଉଭୟ ଡୋଜ୍‌ ନେଇଥିବେ। ଏକ ନିର୍ଦ୍ଦିଷ୍ଟ ଭୂତାଣୁ ବିରୋଧରେ ଲଢ଼ିବାରେ ଏହି ବୁଷ୍ଟର୍‌ ଡୋଜ୍‌ ସହାୟକ ହେବ। ବୁଷ୍ଟର ଡୋଜ୍‌ରେ ମଧ୍ୟ କକଟେଲ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ ହେଉଛି କମ୍ପାନୀର ବୁଷ୍ଟର୍‌ ଡୋଜ୍‌ ଯାହାର ଡୋଜ୍‌ ପୂର୍ବରୁ ବ୍ୟବହୃତ ହୋଇସାରିଛି। ଭାଇରସ ବିରୋଧରେ ଲଢ଼ିବା ପାଇଁ ବୁଷ୍ଟର୍‌ ଡୋଜ୍‌ ଅଧିକ ଆଣ୍ଟିବଡି ଉତ୍ପାଦନ କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍‌ ଚିକିତ୍ସା କରିବାକୁ...

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଭାଜପା

ନୂଆଦିଲ୍ଲୀ,୮।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କର୍ନାଟକରେ ଦେଇଥିବା ମନ୍ତବ୍ୟକୁ ନେଇ...

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୪: ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ ପିଲାମାନଙ୍କ ଲାଗି ୩ଟି କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ଲାଗି ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବାୟୋଲୋଜିକାଲ-ଇ ପ୍ରସ୍ତୁତ...

୨୦୨୦ରେ ଏହି ରାଜ୍ୟରେ ବାଘ ନେଲାଣି ୩୧ ଜୀବନ

ମୁମ୍ବାଇ, ୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବାଘ ୩୧ ଜଣ ଲୋକଙ୍କ ଜୀବନ ନେଇସାରିଛି। ଯାହା ଗତ ଦଶନ୍ଧି ମଧ୍ୟରେ ଗୋଟିଏ ବର୍ଷରେ ସର୍ବାଧିକ। ୨୦୧୦...

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍‌ ଅଫିସର…

ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍‌ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ...

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

Advertisement
Archives

Model This Week