Home Left

ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ। ମୂଳା: ମୂଳା ଶରୀରକୁ ଜଙ୍କ୍‌ଫୁଡ୍‌…

ଦୃଢ଼ ମନୋବଳ ଆଗରେ ହାର୍‌ମାନେ ଦିବ୍ୟାଙ୍ଗତା

ଦିବ୍ୟାଙ୍ଗତା ସମସ୍ୟା ଯୋଗୁ ଜଣଙ୍କର ସଫଳତା ପ୍ରାପ୍ତିରେ କୌଣସି ବାଧା ସୃଷ୍ଟି ହୋଇ ନ ଥାଏ। ମନୋବଳ ଦୃଢ଼ ଥିଲେ ଜୀବନ ଯୁଦ୍ଧରେ ବି ବିଜୟ ମିିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର…

ଓମିକ୍ରନ୍ ସଙ୍କଟ: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୩ହଜାର ଯାତ୍ରୀଙ୍କ ମଧ୍ୟରୁ ୬ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: ସାରା ବିଶ୍ୱରେ ଏବେ ଚିନ୍ତା ଓମିକ୍ରନ ଭାରିଏଣ୍ଟକୁ ନେଇ । ଏହି ଭାରିଏଣ୍ଟ ଏବେ ପାଖାପାଖି ୩୦ଟି ଦେଶରେ ପହଞ୍ଚି ଯାଇଥିବା ବେଳେ ଏହା ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଗଲାଣି ।…

ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ବିଭୂତିଭୂଷଣ…

ଜଣେ ଓମିକ୍ରନ୍ ସଂକ୍ରମିତ ୧୮-୨୦ ଜଣଙ୍କୁ କରିପାରିବେ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଭାରତରେ ପହଞ୍ଚି ସାରିଲାଣି । କର୍ନାଟକରେ ଓମିକ୍ରନ୍ ସଂକ୍ରମିତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ ଓମିକ୍ରନ୍‌କୁ ନେଇ ଚିନ୍ତା ବଢି ଯାଇଛି ।…

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ମୁମ୍ବାଇ,୩।୧୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜିଠାରୁ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ…

ମିଡ୍‌ଲ ଅର୍ଡର ଚିନ୍ତାରେ କୋହଲି

ମୁମ୍ବାଇ,୩।୧୨: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ…

ଓୟୋର ପରାମର୍ଶଦାତା ପଦରେ ଏସ୍‌ବିଆଇର ପୂର୍ବତନ ଚେୟାରମ୍ୟାନ

ମୁମ୍ବାଇ,୩।୧୨: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପୂର୍ବତନ ଚେୟାରମ୍ୟାନ ରଜନିଶ କୁମାରଙ୍କୁ ଗୁରୁବାର ଷ୍ଟ୍ରାଟେଜିକ୍‌ ଗ୍ରୁପ ଆଡଭାଇଜର ଭାବେ ନିଯୁକ୍ତ କରିଛି ଟ୍ରାଭେଲ ଟେକନୋଲୋଜି ପ୍ଲାଟଫର୍ମ ଓୟୋ। ଫାଇନାନସିଆଲ କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି। ସେ ଓୟୋର…

ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା ଦେଇଥିଲେ। କୋର୍ଟରେ ରୁଜୁ ହୋଇଥିବା ପିଟିଶନ(ଏମ୍‌ସି ନଂ. ୩୪୪/୨୧)ର ଗୁରୁବାର ଶୁଣାଣି କରି ଏସ୍‌ଡିଜେଏମ୍‌…

ଦେଢ଼ଶୁରଙ୍କୁ ଆଜୀବନ କାରାଦଣ୍ଡ

ନିମାପଡ଼ା,୨।୧୨(ଡି.ଏନ୍‌.ଏ.): ନିମାପଡ଼ା ଅତିରିକ୍ତ ଜିଲା ଦୌରାଜଜ(ଏଡିଜେ)ଙ୍କ କୋର୍ଟରେ ଗୁୁରୁବାର ଏକ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଦୌରାଜଜ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଘଟଣା ଅନୁଯାୟୀ, ଗତ ୪।୩।୨୦୧୭ରେ କୋଣାର୍କ ଥାନା ଅନ୍ତର୍ଗତ ନଳକଣ ଗ୍ରାମରେ ଜାଗାବାଡ଼ିକୁ…

ନିଲମ୍ବିତ ହେଲେ ପରମବୀର ସିଂ

ମୁମ୍ବାଇ,୨।୧୨: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ମହାରାଷ୍ଟ୍ର ସରକାର ଗୁରୁବାର ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅନିୟମିତତା ଓ ତ୍ରୁଟି ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ନିଲମ୍ବନ…

ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ଦେଶରେ ପ୍ରଥମ ଥର ପାଇଁ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?