ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ।

ମୂଳା:
ମୂଳା ଶରୀରକୁ ଜଙ୍କ୍‌ଫୁଡ୍‌ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ। କାରଣ ଏଥିରେ ଅଧିକ ପରିମାଣର ଫାଇବର ଥାଏ, ଯାହା ଓଜନକୁ ନିୟନ୍ତ୍ରଣରେ ରଖେ। ଏହା ବ୍ୟତୀତ ଏଥିରେ ପର୍ଯ୍ୟାପ୍ତ ପରିମାଣର ଜଳ ମଧ୍ୟ ଅଛି। ଏହାକୁ ସାଲାଡ୍‌ କିମ୍ବା ପନିପରିବା ଭାବରେ ଖାଇପାରିବେ।

ଗାଜର:

ଗାଜର ସାଲାଡ୍‌ ଆକାରରେ ଖିଆଯାଏ। ଅନେକେ ଏହାର ଜୁସ୍‌କୁ ପସନ୍ଦ କରନ୍ତି। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି, ସେମାନେ ଏହାକୁ ଭାଜି କିମ୍ବା ସିଝାଇ ଖାଇବା ଉଚିତ୍‌। ଏହା ପୋଷକତତ୍ତ୍ୱରେ ଭରପୂର। ଯାହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ।

ବିଟ୍‌:

ବିଟ୍‌ରେ ଆଇରନ ଥାଏ। ଏହା ଶରୀରରେ ରକ୍ତ ଅଭାବକୁ ମଧ୍ୟ ଦୂର କରିଥାଏ। ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଏ। ଟମୋଟୋକୁ ସାଲାଡ୍‌ ଭାବରେ ଖାଇ ପାରିବେ। ଏଥିରେ ପୋଟାସିୟମ, ଫଲିକ୍‌ ଏସିଡ ଏବଂ ଫାଇବର ଅଧିକ ପରିମାଣରେ ଥାଏ।

କୋବି:
ଶୀତଦିନେ ସାଧାରଣତଃ ଖାଉଥିବା ପନିପରିବା ମଧ୍ୟରୁ କୋବି ହେଉଛି ଅନ୍ୟତମ। ଯଦି ଓଜନ ହ୍ରାସ କରିବାକୁ ଚାହାନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହାନ୍ତି, ତେବେ ଏହାକୁ ଖାଦ୍ୟର ସାମିଲ କରନ୍ତୁ। ଏଥିରେ ଭିଟାମିନ ସି ମଧ୍ୟ ଥାଏ।ଏହା ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ...

ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ...

ସଫଳ ଦାମ୍ପତ୍ୟ ଜୀବନ ପାଇଁ ଚାଣକ୍ୟ କହିଛନ୍ତି ଏପରି

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ...

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ।...

କରୋନା ସମୟରେ ଥଣ୍ଡା, କାଶ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମ ଦେଶର କେତେକ ରାଜ୍ୟରେ...

ଚେକ୍‌ ପ୍ରିଣ୍ଟ ଫ୍ୟାଶନ

ଚେକ୍‌ ପ୍ରିଣ୍ଟର ଟ୍ରେଣ୍ଡ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ଏହାର ଚାହିଦା ସବୁବେଳେ ରହିଥାଏ। ମୁଖ୍ୟ କଥା ହେଉଛି ଏହି ପ୍ରିଣ୍ଟର...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ...

Advertisement
Archives

Model This Week