Posted inଖେଳ

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ମୁମ୍ବାଇ,୩।୧୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜିଠାରୁ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ ଟେଷ୍ଟ ସିରିଜ ଉପରେ ନଜର ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ ରହିବା ପରେ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ସିଜିଜ୍‌ ହାତେଇବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲି ଖେଳିବେ। ପ୍ରଥମ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ପ୍ରଥମ ଟେଷ୍ଟରେ ଅଜିଙ୍କେ ରାହାନେ ଅଧିନାୟକତ୍ୱ କରିଥିଲେ। ୩୩ ବର୍ଷ ପରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ସାମ୍ନାସାମ୍ନି ହେବେ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେବେ ଆରମ୍ଭ ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ ରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେଉଁଠାରେ ଖେଳାଯିବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟକୁ କେଉଁଠାରେ ଦେଖି ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳେ

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖି ହେବ?
ଡିଜ୍‌ନି + ହଟଷ୍ଟାରରେ ଆପଣ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ  ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଖେଳାଯାଇଥିବା...

କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା

ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି।...

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ...

ବଲ୍‌ବୟରୁ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍‌ ବୋଲର୍‌, ଏବେ ଫ୍ରାଞ୍ଚାଇଜ୍‌ କିଣିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅର୍ଜୁନ

ଚେନ୍ନାଇ,୧୯।୨: ଆଇପିଏଲ୍‌ର ମିନି ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଫ୍ରାଞ୍ଚାଇଜ୍‌ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲ୍‌ରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି। ତାଙ୍କର...

ଭାରତର ବିଜୟ ଧ୍ୱନି ପାକିସ୍ତାନରେ ବାଜିଲା, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି। ଟିମ ଇଣ୍ଡିଆ ବ୍ରିସବେନ ଟେଷ୍ଟରେ ଜିତି...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପଡିଲା ହାତଗଣ୍ଠି

ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...

ଶାହରୁଖ ଖାନଙ୍କ ଦଳରେ ସ୍ଥାନ ପାଇଲେ ଏହି ନ୍ୟୁଜିଲାଣ୍ଡ ଖେଳାଳି

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳରେ ସ୍ଥାନ ପାଇଥିବା ଆମେରିକୀୟ ଖେଳାଳି ଅଲି ଖାନ୍‌ କୌଣସି ମ୍ୟାଚ୍‌ ଖେଳିବା...

ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ କରାଯାଉଥିବାବେଳେ ହକି ପରି ଜାତୀୟ ଦଳର...

Advertisement
Archives

Model This Week