ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…
ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ ଲୋକମାନଙ୍କ ପାଇଁ ନିଜ ସିଟ୍ ଛାଡ଼ି ଦେଇଥାନ୍ତି। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ…
୨୦୨୨ ଜାନୁୟାରୀ ୧୯ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍…
ଟୁନିସ୍,୨୪।୭: ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁନିସିଆରେ ଜରୁରିକାଳୀନ ପରିସ୍ଥିତି(ଷ୍ଟେଟ୍ ଅଫ୍ ଏମ୍ରଜେନ୍ସି) ଘୋଷଣା କରାଯିବା ସହିତ ୨୦୨୨ ପର୍ଯ୍ୟନ୍ତ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ୨୦୨୧ ଜୁଲାଇ ୨୪ରୁ ୨୦୨୨ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଜାରି…
ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ
ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର ୧୦ ମାସ ପରେ ସ୍ତ୍ରୀ ତାଙ୍କ ସହିତ ରହିବା ପାଇଁ ପ୍ରସ୍ତୁତ ନ ଥିଲେ।…
ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!
ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ କମ୍ ଯୋଗୁ ରୋଗୀଙ୍କ ମୃତୁୃ ହୋଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର…
ସେବା ଓ ସ୍ବଚ୍ଛତାର ପଥେ ପଥେ
ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଲେଖିଛନ୍ତି କୋଷ ମୂଲୋ ଦଣ୍ଡଃ । ଅର୍ଥାତ ଶାସନ ତନ୍ତ୍ର ଚଳାଇବା ପାଇଁ ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହାର ସିଂହ ଭାଗ ଟିକସରୁ ଆସେ। ରାଜସ୍ବ ଆଦାୟ କ୍ଷେତ୍ରରେ ଦେଶ ପାଇଁ ଆୟକର ବିଭାଗର ଭୂମିକା…
ଆଜିଠୁ ମିଳିବ ନୀଳାଚଳ ଅବଢ଼ା
ପୁରୀ ଅଫିସ,୨୪।୭: ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି। ଶନିବାରଠାରୁ ପୁଣି ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ମହାପ୍ରସାଦ ପାଇବେ। କରୋନା କଟକଣା ଯୋଗୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ…
୨୪ଘଣ୍ଟା ପରେ ବି ମିଳିଲାନି ପରିଚୟ
ଭୁବନେଶ୍ୱର,୨୪।୭(ବ୍ୟୁରୋ): ହତ୍ୟା ଜଳଜଳ। ହେଲେ ଅଭିଯୋଗ ଓ ମୃତକଙ୍କ ପରିଚୟ ନ ଥିବାରୁ ପୂରା ଘଟଣା ରହସ୍ୟାବୃତ୍ତ ହୋଇଯାଉଛି। ଅନେକ ମାମଲାରେ ପୋଲିସ ମୃତକଙ୍କ ପରିଚୟ ନ ପାଇ ଫାଇଲ୍ ବନ୍ଦ କରିଦେଇଥିବା ମଧ୍ୟ ନଜିର ରହିଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ…
‘ସରକାରୀ ଚାକିରି ଲାଗି ସର୍ବାଧିକ ବୟସ ସୀମା ୪୨ ବର୍ଷ କରାଯାଉ’
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ୪୨ ବର୍ଷ ଧାର୍ଯ୍ୟ କରାଯାଉ। ରାଜ୍ୟରେ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହେବା ସହ ବେକାରି ସମସ୍ୟା ଦିନକୁ ଦିନ…
ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୦୦୦ କୋଟି ଛୁଇଁଲା
ଭୁବନେଶ୍ୱର,୨୪।୭(ବ୍ୟୁରୋ): ଲୁଣାପାଣି ମାଛଚାଷ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଉତ୍ପାଦନ ୭୪୭ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି।…
ସରକାରୀ ଚାକିରି ଦେବାରେ ଏସ୍ପି-ବିଏସ୍ପିର ରେକର୍ଡକୁ ପଛରେ ପକାଇଛି ଭାଜପା: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶନିବାର ଦାବି କରିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଭାରତୀୟ ଜନତା ପାର୍ଟି(ଭାଜପା) ୬.୬୫ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେଇଛନ୍ତି । କେବଳ ସେତିକି ନୁହେଁ ଭାଜପା ଆହୁରି ଦାବି…
ଗହୀରମଥାରେ ବିରଳ ପ୍ରଜାତିର ବଗ
ମହାକାଳପଡ଼ା,୨୪।୭(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ ଓଡ଼ିଶାରେ ଧଳା ଓ ଧୂସର ରଙ୍ଗର ବଗ ଦେଖିବାକୁ ମିଳିଥାନ୍ତି। କିଛିଦିନ ହେବ ଏହି…
ଜୁଆର ମାଡ଼ରେ ପୁଣି ୧୧ ଘର ଭାଙ୍ଗିଲା
ଗୋପାଳପୁର,୨୪।୭(ଡି.ଏନ.ଏ.): ସମୁଦ୍ର ଜୁଆର ମାଡ଼ରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମର ପୁଣି ୧୧ ଘର ଗୁରୁବାର ଓ ଶୁକ୍ରବାର ଭାଙ୍ଗିଯାଇଛି। ଦିନକୁ ଦିନ ଏଭଳି ଘର ଭାଙ୍ଗିଯାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ୫୦ ରୁ ୬୦ ଘର…
Archives


