କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଇତିମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖି ଏହାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଏହାକୁ ନ ମାନିବେ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବାର ନିର୍ଦ୍ଦେଶକ ଜି. ଶ୍ରୀରାମୁଲୁ ଶନିବାର ରାତିରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଆଉ ଏହା ତତ୍କାଳ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୁହ ଉଚ୍ଛେଦ ଅଭିଯାନରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଗୁରୁଗଗ୍ରାମ/ଚଣ୍ଡିଗଡ଼,୭ା୮(ପି.ଟି.): ହରିୟାଣାର ନୁହ ଜିଲାରେ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରୋକ ଲଗାଇଛନ୍ତି।...

ପରସ୍ପରର ନିକଟତର ହେଉଛନ୍ତି ଚିରାଗ-ତେଜସ୍ୱୀ!

ପାଟନା,୨୦ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହେବାପରେ ଲୋଜ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏବେ ମହାମମଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜେତସ୍ୱୀ ଯାଦବଙ୍କ ନିକଟତର ହେଉଥିବା କୁଯାହାଉଛି...

ରନ୍ ୱେକୁ ଯାଇ ପୁଣି ବେ କୁ ଫେରିଆସିଲା ଏୟାର ଏସିଆ ବିମାନ

ପୁଣେ,୭ ।୧୧: ଦେଶରେ ଏବେ ବିମାନ କମ୍ପାନୀର କିଛି ବିମାନରେ କିଛି ନା କିଛି ତ୍ରୁଟି ଦେଖିବାକୁ ମିଳୁଛି । ରବିବାର ସନ୍ଧ୍ୟାରେ ଏୟାର ଏସିଆର...

୩୭ ହଜାର ଫୁଟ ଉଚ୍ଚରେ ଫାଟିଲା ସ୍ପାଇସ ଜେଟ ବିମାନର ୱିଣ୍ଡସିଲ

ମୁମ୍ବାଇ,୨୯ ।୫: ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ବିମାନ ଝରକାର କାଚ ଫାଟିବା ଘଟଣା ଶୁଣିବା ପରେ ଯେ କୌଣସି ବ୍ୟକ୍ତିଙ୍କ ଲୋମ...

ସିସିଟିଭି ସଂଯୋଗ ନେଇ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨ା୪ : କୋର୍ଟ ପରିସରରେ ସିସିଟିଭି ଲଗାଇବା କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରାଙ୍କ ନିକଟରେ ଦାଖଲ କରିବା ଲାଗି...

ଭାଜପାର ଜନ ଆଶୀର୍ବାଦ ଯାତ୍ରା ପାଇଁ ୭ ରଥ ପ୍ରସ୍ତୁତ, ୨୨ ଦିନରେ ଅତିକ୍ରମ କରିବ ୧୦ ହଜାର କିଲୋମିଟର

ଭୋପାଳ,୨୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଜନ ଆଶୀର୍ବାଦ ଯାତ୍ରା ୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଆଶୀର୍ବାଦ ଯାତ୍ରା ପାଇଁ ଭାଜପା ୭ ରଥ ପ୍ରସ୍ତୁତ...

ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ

ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ...

୫୦% କର୍ମଚାରୀରେ ଚାଲିବ ରାଜ୍ୟର ସମସ୍ତ ସରକାରୀ ଅଫିସ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି। ଏହି କ୍ରମରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦% କର୍ମଚାରୀରେ କାମ କରିବେ ବୋଲି...

Advertisement
Archives

Model This Week