Home Left

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ ଭିତରେ ଯିଏ ସାହିତ୍ୟ ସଂପ୍ରୀତି ସଞ୍ଚାର କରିଥିଲେ- ସେ ହେଉଛନ୍ତି ମୋ ପୂଜ୍ୟ ବାପା…

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ…

ବିତିଗଲାଣି ୨୨ ବର୍ଷ; ହେଲେବି ଯବାନଙ୍କ ମନରୁ ଲିଭିନି କାର୍‌ଗିଲର ସ୍ମୃତି…

୧୯୯୯ ମସିହା ମେ’ ମାସର କଥା । ପାକିସ୍ତାନୀ ସୈନ୍ୟ କାର୍‌ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଙ୍ଘନ କରିି ତାକୁ ଅକ୍ତିଆର କରିନେଇଥାଆନ୍ତି। ଆଉ ପାହାଡ଼ ଉପରେ ଥାଇ ଭାରତୀୟ ସେନାଙ୍କ ଉପରେ ଆରମ୍ଭ କରିଦେଇଥାଆନ୍ତି ଗୁଳି ବର୍ଷଣ। ସେମାନଙ୍କୁ…

ଉପକାରୀ ଡାଲଚିନି

ଡାଲଚିନିକୁ ସାଧାରଣତଃ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାର ସେବନ ଦ୍ୱାରା ଶରୀରକୁ କ’ଣ ସବୁ ଉପକାର ମିଳିଥାଏ ସେ ବିଷୟରେ ଅନେକେ ଅଜ୍ଞ ଥାଆନ୍ତି। କୁହାଯାଏ, ପେଟ ଦରଜ ଥିଲେ କିମ୍ବା ବଦହଜମି ଯୋଗୁ ଛାତି…

୩୦ବର୍ଷ ହେବ ଝୁମ୍ପୁଡ଼ି ଘରେ ୪ପରିବାର

ପିପିଲି,୨୫।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍‌ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ ନ ଥିବାରୁ ଅନେକେ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ପରିଲକ୍ଷିତ ହେଉଛି। ଏଭଳି ଏକ…

ହାଇଦର ଏନ୍‌କାଉଣ୍ଟର ଘଟଣା: ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା, ଦୁଇ ଗୁଳି ଜବତ

ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍‌କାଉଣ୍ଟର କରାଯାଇଥିଲା। ତେବେ ରବିବାର ପୂର୍ବାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ବାଲେଶ୍ବର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର…

ଚୂନରା ସେବାୟତଙ୍କ ଜୀବନ ବୀମା ନାହିଁ

ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍‌ ଉପରେ ଚାନ୍ଦୁଆ ବାନ୍ଧିବା କାର୍ଯ୍ୟଠାରୁ ଆରମ୍ଭ କରି ଗରୁଡ଼ସ୍ତମ୍ଭ ଓ ଅରୁଣସ୍ତମ୍ଭର ସ୍ନାନ ନୀତି…

ମହାକାଶକୁ ସେକ୍ସ ଟୟ ପଠାଇବ ଏହି ଦେଶ, ଦୁଇ କମ୍ପାନୀ ମଧ୍ୟରେ ହୋଇଛି ଚୁକ୍ତି

ଟୋକିଓ,୨୫ା୭: ମଣିଷ ମହାକାଶକୁ ଯାଉଥିବାର ଅନେକ ଖବର ଶୁଣିଥିବେ। ମାତ୍ର କେବେ ଶୁଣିଛନ୍ତି ମହାକାଶକୁ ସେକ୍ସ ଟୟ ଯିବାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଏକ ସଂସ୍ଥା ଏପରି କରିବାକୁ ନିଷ୍ପତ୍ତି ନେଇଛି। ଜାପାନର ଏହି ସଂସ୍ଥା ସ୍ପେସ୍‌ ଫ୍ଲାଇଟ୍‌…

ଖୋର୍ଦ୍ଧା ସହରରେ ପରିମଳ ବିପର୍ଯ୍ୟସ୍ତ: ଆବର୍ଜନାରେ ପୋତିହେଲାଣି ଡ୍ରେନ୍‌

ଖୋର୍ଦ୍ଧା ଅଫିସ,୨୫ା୭: ଖୋର୍ଦ୍ଧା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଦୀର୍ଘଦିନ ଧରି ଅଳିଆ ସଫା ନ ହେବାରୁ ଡ୍ରେନଗୁଡିକରେ ଆବର୍ଜନା ପଡି ରହି ପୋତି ହୋଇଗଲାଣି। ଘରୁ ବାହାରୁଥିବା ଅପରିଷ୍କାର ପାଣି ଡ୍ରେନରେ…

ପିଠି ଯନ୍ତ୍ରଣା ହେଉଥିଲେ ଏସବୁ ଉପାୟ ଲାଭଦାୟକ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳୁଛି। ଯଦିଓ ଏଥିପାଇଁ ବିଭିନ୍ନ କାରଣ ରହିଛି, ତଥାପି ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବତୀଯୁବକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଆପଣ ଏହି…

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବଲାଙ୍ଗୀରରେ ଗଜପତି ପୋଲିସ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ,୨୫ା୭: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ଗଜପତି ପୋଲିସର ଏକ ଟିମ୍‌ ରବିବାର ସକାଳେ ବଲାଙ୍ଗୀର ଟାଉନ ଥାନା ଓ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଣୀଧନ ନିରୀକ୍ଷକ…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ: ୫ ବର୍ଷ ପରେ ବି…

ଯାଜପୁର ଅଫିସ/କୋରେଇ/ ରଗଡ଼ି(ଡି.ଏନ.ଏ.),୨୫ା୭: ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା। ଶ୍ରମିକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri