Home Left

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ ବର୍ଷ ଜୁନରେ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର…

ପ୍ରେମିକଙ୍କଠାରୁ ଅଲଗା ହେଲେ କୁମ୍‌କୁମ୍‌ ଭାଗ୍ୟର ଏହି ନାୟିକା

ବମ୍ବେ: ଲୁଚାଛପାରେ ଚାଲିଥିଲା ପ୍ରେମ। ଏବେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କଥା ଆଉ ଆଗକୁ ନ ବଢ଼ାଇ କଥିତ ପ୍ରେମିକ କୁନାଲ କରନ୍‌ କପୁରଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସ୍ରିତି ଝା। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ ମଧ୍ୟ କରିଦେଇଛନ୍ତି। କେବଳ…

ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨: ଏସ୍‌ପି ସହ ମେଣ୍ଟ କରିବ ଏନ୍‌ସିପି!

ଲକ୍ଷ୍ନୌ,୨୭ ।୭: ଉତ୍ତର ପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଏଠାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ କ୍ଷମତାରେ ଥିବା ବେଳେ ଆସନ୍ତା ନିର୍ବାଚନରେ ଅନ୍ୟ ଦଳମାନେ ନିଜର…

ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ପାଇଁ ଖୁସି ଖବର

ଡର୍ହାମ,୨୭।୭: ଭାରତୀୟ ଟେଷ୍ଟ ଦଳକୁ ମଙ୍ଗଳବାର ଏକ ଖୁସି ଖବର ମିଳିଛି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଅଭ୍ୟାସ ମ୍ୟାଚ୍‌ରେ ଖେଳି ନ ଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଅଗଷ୍ଟ ୪ରୁ ନଟିଂହାମଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ…

ବୟସ ମାତ୍ର ୧୮; ପ୍ରଥମେ ‘ଖତରୋ କେ ଖିଲାଡି’; ଏବେ ୫୦ ଲକ୍ଷର ବିଏମ୍‌ଡବ୍ଲୁ କିଣି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ବୟସ ଅଠର। ହେଲେ ଲୋକପ୍ରିୟତାରେ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ପଛରେ ପକାଇବେ। ଆମେ କଥା ହେଉଛୁ ଅଭିନେତ୍ରୀ ଅନୁଷ୍କା ସେନ୍‌ଙ୍କ କଥା। ବହୁତ କମ୍‌ ବୟସରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅନେକ ଲୋକପ୍ରିୟ ଶୋ’ କରିବା ପରେ…

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଗୁରୁତର

ଲକ୍ଷ୍ନୌ,୨୭ ।୭: ସଞ୍ଜୟ ଗାନ୍ଧୀ ଆୟୁର୍ବେଦ ସଂସ୍ଥାନରେ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବେ ଗୁରୁତର ହୋଇ ପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅବନତି ହେବାରେ…

ମହିଳା ଓ ପେନ୍‌କିଲର

ଆଜିର ବ୍ୟସ୍ତବହୁଳ ଜୀବନ ହେଉ ଅବା ପରିବର୍ତ୍ତିତ ଜୀବନଶୈଳୀ ଲାଗି ଅନେକ ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି; ଯାହା ମଧ୍ୟରୁ ଅଣ୍ଟା, ଆଣ୍ଠୁ ଆଦି ଗଣ୍ଠି ଯନ୍ତ୍ରଣା ପ୍ରମୁଖ। ଆଉ ଏଥିରୁ ଉପଶମ ପାଇବା ଲାଗି ସେମାନେ ସଙ୍ଗେସଙ୍ଗେ ପେନ୍‌କିଲରର…

ମନୋଜ ବାଜପେୟୀ ଜଣେ ଅଶାଳୀନ, ଅଭଦ୍ର ବ୍ୟକ୍ତି; ମୁଁ ତାଙ୍କୁ ଘୃଣା କରେ: ସୁନୀଲ ପାଲ୍‌

ବମ୍ବେ: ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହି ଖବର ଜଣାପଡ଼ିବା ପରେ ଅନେକ ସେଲିବ୍ରିଟି ଆଗକୁ ଆସି ନିଜର ମତ ରଖୁଛନ୍ତି। ଏହି କ୍ରମରେ ହାସ୍ୟ ଅଭିନେତା…

ବିଧାୟକ ଦଳ ବୈଠକ ପରେ ଘୋଷଣା ହେବ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଷ୍ପତି ହୋଇଯିବ । କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ବିଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ ଏବେ ନୂଆ ଚେହେରାକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା । ମଙ୍ଗଳବାର…

ଆଉ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଲଭ୍‌ଲିନା

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରବାଇ ଚାନୁ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେବେଠାରୁ ପ୍ରତ୍ୟେକ ଦିନ ଟୋକିଓରୁ ଦେଶବାସୀ ନିରାଶାଜନକ ଖବର ପାଉଛନ୍ତି। ମଙ୍ଗଳବାର ବକ୍ସିଂରେ ଭାରତ ପାଇଁ ଏକ…

ଘରେ ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ମତଭେଦ ଲାଗି ରହୁଛି କି? ଏଭଳି ଉପାୟରେ କର୍ପୂର ବ୍ୟବହାର କରି ଦେଖନ୍ତୁ ପରିଣାମ

ସାଧାରଣତଃ କର୍ପୁରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର…

ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ପୋଲିସ କାହାକୁ ଗିରଫ କରି ନାହିଁ। ତେବେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri