ମଦ ନିଶାରେ ଶତକ ମାରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ୱେଷ୍ଟଇଣ୍ଡିଜର ଅନ୍ୟତମ ଖେଳାଳି ସାର୍ ଗ୍ୟାରି ସୋବର୍ସଙ୍କ ଆଜି ୮୫ ବର୍ଷରେ ପଦାର୍ପଣ କରିଛନ୍ତି। ବାରବାଡୋସରେ ଜୁଲାଇ ୨୮, ୧୯୩୬ରେ ଜନ୍ମ ହୋଇଥିବା ଗ୍ୟାରି ସୋବର୍ସଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଜବରଦସ୍ତ ଥିଲା। ସେ ବ୍ୟାଟିଂ ହେଉ, ବୋଲିଂ ହେଉ କିମ୍ବା ଫିଲ୍ଡିଂ…
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୭୦୩ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୭୧୫…
ପ୍ରକୃତି ସଂରକ୍ଷଣ ପାଇଁ ଆଶାର କିରଣ ସାଜିଛି ସ୍ମାର୍ଟ ପାର୍କ
ପ୍ରକୃତି ସମସ୍ତ ପ୍ରାଣୀଙ୍କ ପାଇଁ ପୃଥିବୀପୃଷ୍ଠରେ ବହୁବିଧ ସୁବିଧା ସୁଯୋଗ ଖଞ୍ଜି ଦେଇଛି। ଖାଇବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧର ବ୍ୟବସ୍ଥା ମଧ୍ୟ ରହିଛି। ବିଭିନ୍ନ ଔଷଧୀୟ ବୃକ୍ଷଲତା ପ୍ରାକୃତିକ ଉପାୟରେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ…
ହାଜର ନ ହେଲେ ଜେଲ
ମୁମ୍ବାଇ, ୨୮ା୭ : ସଙ୍ଗୀତକାର ଜାଭେଦ ଅଖତରଙ୍କ ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅନ୍ଧେରି ମେଟ୍ରୋପଲିଟାନ କୋର୍ଟ ଚେତାବନୀ ଦେଇଛନ୍ତି। ଆସନ୍ତା ଶୁଣାଣିରେ ହାଜର ନ ହେଲେ କଙ୍ଗନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେବ ବୋଲି ଅଦାଲତ କହିଛନ୍ତି।…
ଉଇକେଟ୍ ନେବା ପରେ ବୋଲର୍ କଲେ ଏମିତି କାମ, ଯାହା ପୂର୍ବରୁ କେବେ ଶୁଣି ନ ଥିବେ
ନୂଆଦିଲ୍ଲୀ,୨୮।୭: ରୋମାନିଆର କ୍ରିକେଟର ପାଭେଲ ଫ୍ଲୋରିନ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ ପାଇଁ ଫ୍ଲୋରିନ ଉଇକେଟ୍ ନେବା ପରେ ଏମିତି ଖୁସି ମନାଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାନାସା ଏବଂ ବୁଖାରେଷ୍ଟ…
କ୍ରିକେଟ୍ ମ୍ୟାଚ୍ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…
ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ…
‘ମାନବାଧିକାର ରିପୋର୍ଟରେ ସତ୍ୟତା ନାହିଁ’
କୋଲକାତା,୨୮।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ କାଲକୁତା ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲା ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି)। ସେହି ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି କହି ଦେଇଛି ମମତା ବାନାର୍ଜୀଙ୍କ ସରକାର। ମାନାବଧିକାର ରିପୋର୍ଟରେ କୌଣସି…
ନିଜକୁ ବେଙ୍ଗ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଗମ୍ଭୀର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି। ନିକଟରେ ଇନ୍ଷ୍ଟାଗ୍ରାମରେ ରାଧିକ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେଙ୍ଗ ମୂର୍ତ୍ତି ପାଖରେ ବସି ବେଙ୍ଗ ପରି ପୋଜ…
ବିନା ଆଇଆଇସିରେ ଚାଲିଛି ଥାନା
ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ମଡ଼େଲ ଥାନା, ଟାଉନ୍ ଥାନା, ରେମୁଣା ଥାନା, କମର୍ଦ୍ଦା ଥାନାରେ ଫାଙ୍କା ପଡ଼ିଛି ଆଇଆଇସି ପଦବୀ। ଦୀର୍ଘଦିନ ହେଲା ଥାନା ପରିଚାଳନା ଦାୟିତ୍ୱରେ ଅଛନ୍ତି ସବ୍ଇନ୍ସପେକ୍ଟର। ଫଳରେ ଲୋକେ ପୋଲିସ ପ୍ରଶାସନଠାରୁ ଉଚିତ୍ ନ୍ୟାୟ…
ରିଭଲଭର ଦେଖାଇ ଲୁଟିଲେ ବ୍ୟାଙ୍କ୍
ସୁନ୍ଦରଗଡ଼, ୨୭।୭(ଡି.ଏନ୍.ଏ.)- ସୁନ୍ଦରଗଡ଼ ସହର ଉପକଣ୍ଠ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ଡକାୟତି ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ରିଭଲଭର୍ ଦେଖାଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ସୁନ୍ଦରଗଡ଼ ଏସ୍ପି ସାଗରିକା…
ରାଜ୍ଙ୍କ ବାପା ଥିଲେ ବସ୍ କଣ୍ଡକ୍ଟର; ଫ୍ୟାକ୍ଟ୍ରିରେ କାମ କରୁଥିଲେ ମା’: ଶିଳ୍ପା
ବମ୍ବେ: ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହୋଇ ଏବେ ହରଡଘଣାରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ମଙ୍ଗଳବାର ତାଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏଭଳି ସ୍ଥିତିରେ ସ୍ତ୍ରୀ ଶିଳ୍ପାଙ୍କ…
Archives


