ଏମିତି ହୋଟେଲ, ନା ଅଛି ଛାତ ନା ପାଚେରି; ତଥାପି କପଲଙ୍କ ପାଇଁ ସବୁଠୁ ପ୍ରିୟ ଏହି ସ୍ଥାନ
ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ କପଲମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ଏଠାରେ…
ହଜିଗଲା ୫୦ ଲକ୍ଷ ଟଙ୍କାର ‘କେଶ’
ଇନ୍ଦୋର,୨୮।୭: ମଧ୍ୟପ୍ରଦେଶର ଇନ୍ଦୋର ରେଳ ଷ୍ଟେଶନର ପାର୍ଶଲ କାର୍ଯ୍ୟାଳୟରେ କିଛି ଲୋକ ବୁଧବାର ହଙ୍ଗାମା ସୃଷ୍ଟି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ୫୦ ଲକ୍ଷ ଟଙ୍କା ମୂଲ୍ୟର ୧୯ଟି କେଶ ପାର୍ଶଲ ଚୋରି ହୋଇଯାଇଛି। ଅଭିଯୋଗକାରୀ ରାକେଶ କରିଛନ୍ତି ଯେ,…
ବସ୍ ଛାତ ଉପରେ ବସିଥିଲେ ଲୋକେ, ହଠାତ୍ ବ୍ରେକ୍ ମାରିଦେଲେ ଡ୍ରାଇଭର; ଆଉ ତା’ ପରେ ଯାହା ଘଟିଲା ଦେଖିଲେ…
ହୋଇଥାଏ। ସେଥିରୁ କିଛି ହସର ଖୋରାକ ଦେବା ସହ ଶିକ୍ଷା ଦେଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭିଡିଓରେ ବସରେ ଅସମ୍ଭାଳ ଭିଡ ଦେଖାଯାଇଛି। ଯାତ୍ରୀ ଏତେ ଯେ ସେମାନେ ଜୀବନକୁ ବାଜିରେ ଲଗାଇ…
ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି ପାକିସ୍ତାନ କ୍ରିକେଟର୍
ଇସଲାମାବାଦ,୨୮।୭: ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ କାର୍ଯ୍ୟ ଏବଂ ଫର୍ମ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ପୂର୍ବତନ ଭେଟେରାନ ଖେଳାଳିମାନେ ବିଶ୍ୱାସ କରନ୍ତି ଯେ ବୁମ୍ରା ଯେଉଁ ପ୍ରକାରର ବୋଲିଂ କରନ୍ତି, ତାଙ୍କୁ ଆହତ କରିବାର ସମ୍ଭାବନା…
ଏହି ଅଭିନେତ୍ରୀଙ୍କ ଲୁକ୍ କପି କଲେ ଭାରତୀ, କହିଲେ…
ମୁମ୍ବାଇ: ବଲିଉଡ୍ ଏବଂ ଟେଲି ଦୁନିଆରେ ନିଜର କମେଡି ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଭାରତୀ ସିଂ ଏବେ ପୁଣି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଭାରତୀଙ୍କ ଏବେ କିଛି ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।…
ସୌଭାଗ୍ୟ ପ୍ରାପ୍ତି ପାଇଁ ଭୋଳାନାଥଙ୍କୁ ଏସବୁ ଫୁଲ କରନ୍ତୁ ଅର୍ପଣ…
ଶ୍ରାବଣ ମାସ ସୋମବାରରେ ପ୍ରଭୁ ଭୋଳାନାଥଙ୍କୁ ଜଳ ଲାଗି କରାଯାଇଥାଏ। ତେବେ କେତେକ ନିଦ୍ଦିଷ୍ଟ ଫୁଲ ପ୍ରଭୁଙ୍କୁ ଅର୍ପଣ କଲେ ପ୍ରଭୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କଲେ ବହୁ ସଙ୍କଟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।…
ଭାରତରେ ପହଞ୍ଚିଲେ କ୍ଲିଣ୍ଟନ
ନୂଆଦିଲ୍ଲୀ,୨୮।୭: ଆମେରିକାର ବେଅଦେଶିକ ମନ୍ତ୍ରୀ ଆଣ୍ଟୋନୀ କ୍ଲିଣ୍ଟନ ଦୁଇ ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୁଧବାର ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ଥାନରେ ବିଗୁଡୁଥିବା…
ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ
ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…
ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ
ନୂଆଦିଲ୍ଲୀ,୨୮।୭: ଭାରତର ପୂର୍ବତନ ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ନନ୍ଦୁ ନାଟେକର ଭାରତର ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି ଭାବେ, ଅନ୍ତର୍ଜତୀୟ ସ୍ତରରେ ପଦକ ହାସଲ କjରିଥିଲେ। ୧୯୫୬ରେ ସେ ଏହି…
ଜହ୍ନକୁ ଟ୍ରାଫିକ ଲାଇଟ୍ ଭାବି ରାସ୍ତାରେ ଅଟକିଲା କାର୍, ଭିଡିଓ ଦେଖିଲେ…
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟେସ୍ଲା କାର୍ ଚଲାଇ ଚର୍ଚ୍ଚାରେ ଅଛନ୍ତି। ଏହି କାର୍ ସ୍ବତନ୍ତ୍ର ଅଟୋ ପାଇଲଟ ମୋଡ୍ରେ ଚାଲିଥାଏ। ଏହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଟେସ୍ଲା କାର୍ରେ ଥିବା ସେଲ୍ଫ-ଡ୍ରାଇଭିଂ ଫିଚର…
ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ
ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ବାଦଲ ଫଟା ବର୍ଷା ଯୋଗୁ କିସ୍ତଓ୍ବାଡ…
ଅଙ୍ଗନୱାଡି ଖାଦ୍ୟ ବାଟମାରଣା
ଖୋର୍ଦ୍ଧା ଅଫିସ,୨୮ା୭:ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ସହ ପିଲାଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପ୍ରଦାନ ସକାଶେ ସରକାର ଅଙ୍ଗନୱାଡି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ଲାଗି ବିଭିନ୍ନ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଛତୁଆ, ଅଣ୍ଡା…
Archives


