ସହଜରେ ଛଡ଼ାନ୍ତୁ ଟାଟୁ ଦାଗ

ଟେମ୍ପରାରୀ ଟାଟୁ ସାଧାରଣତଃ କିଛି ଦିନ ପରେ ଆପେ ଆପେ ଛାଡ଼ି ଯାଇଥାଏ। କିନ୍ତୁ ଏହାକୁ ଅତିଶୀଘ୍ର ଛଡ଼ାଇବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ବଡି ସ୍କ୍ରବ ମାଧ୍ୟମରେ ଟେମ୍ପରାରୀ ଟାଟୁକୁ ସହଜରେ ଛଡାଇ ହେବ। ତେଣୁ ଅଧାକପ୍‌ କଫିରେ ଅଧାକପ୍‌ ନଡିଆ କିମ୍ବା ଜଡାତେଲ ମିଶାଇ ସ୍କ୍ରବ କରନ୍ତୁ। ମାର୍କେଟରେ ମିଳୁଥିବା ବଡିସ୍କ୍ରବ ମଧ୍ୟ ବ୍ୟବହାର କରିପାରିବେ। ତେବେ ସପ୍ତାହକୁ ଥରେ ବଡ଼ି ସ୍କ୍ରବ କରନ୍ତୁ।
ମାଉଥୱାଶ୍‌କୁ ନେଇ ଟାଟୁ ଦାଗ ଉପରେ ଲଗାନ୍ତୁ। କିଛି ସମୟ ଘଷିବା ପରେ ଧୀରେ ଧୀରେ ଟାଟୁ ଛାଡ଼ି ଆସିଲେ ପାଣିରେ ଧୋଇ ଦିଅନ୍ତୁ।
ଟାଟୁ ଦାଗ ଶୀଘ୍ର ଛଡ଼ାଇବା ପାଇଁ କୋଲ୍ଡ କ୍ରିମ୍‌ ଲଗାନ୍ତୁ। କ୍ରିମ୍‌ ଲଗାଇବାର ୧୦ ମିନିଟ୍‌ ପରେ କପଡ଼ାରେ ପୋଛି ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ନେଲପଲିସ୍‌ ରିମୁଭରକୁ ତୁଳାରେ ବୁଡାଇ ଟାଟୁ ଦାଗରେ ଲଗାଇଲେ ଅନେକାଂଶରେ ଟାଟୁର ଦାଗ ଛାଡି ଯାଇଥାଏ। କିନ୍ତୁ ସେନସିଟିଭ୍‌ ତ୍ୱଚା ହୋଇଥିଲେ ରିମୁଭର ଲଗାଇବା ଉଚିତ୍‌ ନୁହେଁ।
ଟାଟୁ ଛଡାଇବାକୁ ଚାହୁଁଥିଲେ ସେହି ସ୍ଥାନରେ ବେବି ଅଏଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହାପରେ ହାତରେ ଧୀରେ ଧୀରେ ଘଷି ମାଲିସ୍‌ କରନ୍ତୁ। ଟାଟୁ ଦାଗ ଛାଡ଼ିବା ସହଜ ହେବ।
ଘରୋଇ ଉପାୟରେ ଟାଟୁ ଛଡାଇବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଶୀଘ୍ର ଟାଟୁ ଛଡାଇବା ପାଇଁ ଚାହୁଁଥିଲେ ଟାଟୁ ରିମୁଭାଲ ୱାଇପ୍‌ସର ସାହାଯ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri