ଫ୍ଲୋରାଲ୍‌ ଆଉଟ୍‌ ଫିଟ୍‌

ଯେକୌଣସି ସିଜନ୍‌ରେ ବି ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ ଏଭରଗ୍ରୀନ ଲୁକ୍‌ ଦେଇଥାଏ। ପ୍ରତିଟି ଇଭେଣ୍ଟରେ ଏହାକୁ କ୍ୟାରି କରିବା ସହଜ । ଏଥିପାଇଁ ତ ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର ଚାହିଦା ଏବେ ବଢ଼ିବାରେ ଲାଗିଛି…
ବଜାରରେ ଏବେ ଫ୍ଲୋରାଲ ବ୍ଲାଉଜ୍‌ର ଚାହିଦା ଅଧିକ। ଏହାକୁ ଆପଣ ଯେକୌଣସି ସିମ୍ପଲ ଶାଢ଼ି କିମ୍ବା ପ୍ଲେନ ଶାଢ଼ିରେ ପିନ୍ଧିପାରିବେ। ଫ୍ଲୋରାଲର ସିଲ୍‌କ ଶାଢ଼ିକୁ ପାର୍ଟି ଫଙ୍କ୍‌ଶନରେ ବି ପିନ୍ଧିପାରିବେ।
ସିଲ୍କର ଫ୍ଲୋରାଲ ଟପ୍‌ ସାଙ୍ଗରେ ଆପଣ ସ୍କର୍ଟ କିମ୍ବା ଫ୍ଲାଟର୍‌ ପ୍ୟାଣ୍ଟ ପିନ୍ଧିପାରିବେ। କଟନ୍‌ କିମ୍ବା ଲାଇଲନ୍‌ ଫ୍ଲୋରାଲ୍‌ ଟପ୍‌ରେ ଜିନ୍ସ, ଡେନିମ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। ଏହା ଆପଣଙ୍କୁ କ୍ଲାସି ଲୁକ୍‌ ଦେବା ସହ ଅଫିସକୁ ମଧ୍ୟ କ୍ୟାରି କରିପାରିବେ।
ସିଫନ୍‌ର ବ୍ଲାଉଜ ଓ ଟପ୍‌ ପିନ୍ଧିବାକୁ ଭଲଲାଗେ। ତେବେ ଫ୍ଲୋରାଲ ଟପ୍‌ ସହ ଆପଣ ଜିନ୍‌ସ ମଧ୍ୟ ପିନ୍ଧିପାରିବେ। ନାଇଟ୍‌ ଆଉଟ୍‌ ପାର୍ଟି କିମ୍ବା ଡେଟ୍‌ରେ ଯାଉଥିଲେ ଏହି ଟପ୍‌ ଆପଣଙ୍କୁ ଗରଜିୟସ ଲୁକ୍‌ ଦେବ।
ଏଥିନିକ୍‌ ଲୁକ୍‌ ପାଇବା ପାଇଁ ଆପଣ ଫ୍ଲୋରାଲ୍‌ କୁର୍ତ୍ତି ଓ ଅନାରକଲି ସୁଟ୍‌ ପିନ୍ଧିପାରିବେ। ବଜାରରେ ଫ୍ଲୋରାଲ ଲେହେଙ୍ଗା ଏବଂ ଡିଜାଇନ ଫ୍ଲୋରାଲ ସ୍କର୍ଟକୁ ଆପଣ ମ୍ୟାଚିଂ କରି ପିନ୍ଧିପାରିବେ। ଫ୍ଲୋରାଲ କ୍ରପ୍‌ ଟପରେ ଆପଣ ମ୍ୟାଚ କରି ପିନ୍ଧିପାରିବେ। ବିବାହ କିମ୍ବା ମେହେନ୍ଦି ଆଦି ବିଭିନ୍ନ ଉତ୍ସବ ସମୟରେ ଏହା ଟ୍ରାଡିଶନାଲ ଲୁକ୍‌ ଦେବ।
ଶୀତଦିନରେ ଛୁଟି କଟେଇବାକୁ ଯାଉଥିଲେ ବ୍ଲୁ ଫ୍ଲୋରାଲ ଟପ୍‌ କିମ୍ବା ଗାଉନ୍‌ ପିନ୍ଧିପାରିବେ। ଫ୍ଲୋରାଲ ଟପ୍‌ ସହ ଆପଣ ହ୍ବାଇଟ୍‌ ଡେନିମ୍‌ ସର୍ଟସ କିମ୍ବା ଜିନ୍‌ସ ପିନ୍ଧନ୍ତୁ ଭଲ ଲାଗିବ।
ଫ୍ଲୋରାଲ୍‌ର ବ୍ଲେଜର ମଧ୍ୟ ନିଜ ଆଉଟଫିଟ୍‌ରେ ସାମିଲ କରିପାରିବେ। ଏହା ଆପଣଙ୍କୁ ଷ୍ଟାଇଲିସ ଲୁକ ଦେବ। ବ୍ଲେଜର ସହ ଯେକୌଣସି ଟ୍ୟାଙ୍କ ଟପ୍‌, ଜିନ୍ସ, ଲେଦରର ଟ୍ରାଉଜର ଟିମଅପ୍‌ କରିପାରିବେ। ବ୍ଲାକ ଜୋତା କିମ୍ବା ହିଲ୍‌ସ ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri