Home Left

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବେ ସରକାର

ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଇତିମଧ୍ୟରେ ବୁଧବାର କେରଳ ସରକାର ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ…

ପାଞ୍ଚ ବର୍ଷ ଡେଟିଂ କରି ମଲାଇକାଙ୍କୁ ବିବାହ କରିଥିଲେ ଅର୍‌ବାଜ: ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମରେ ପାଗଳ ଅଭିନେତ୍ରୀ

୧୯୬୭ ୪ ଅଗଷ୍ଟରେ ଜନ୍ମ ହୋଇଥିବା ଅର୍‌ବାଜ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅର୍‌ବାଜ ଅନ୍ୟତମ । ଅର୍‌ବାଜ ଭାଇ ସଲ୍‌ମାନ ଖାନଙ୍କ ଭଳି ଚଳଚ୍ଚିତ୍ରରେ ସେତେଟା ସଫଳତା…

କର୍ନାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ବସବରାଜଙ୍କ ଟିମ୍‌ରେ ଏହି ବିଧାୟକଙ୍କୁ ମିଳିଲା ସ୍ଥାନ

ବେଙ୍ଗାଲୁର,୪।୮: କର୍ନାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି। ନୂତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନୂଆ ଟିମ୍‌ରେ ମୋଟ ୨୯ଜଣ ବିଧାୟକ ବୁଧବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କନର୍ର୍ାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ରାଜ…

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯାଉଥିବା ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଛି।…

ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୪।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏତେ ବଡ ଉପଲବ୍ଧି ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି କହିଛନ୍ତି ଯେ, ରିଙ୍ଗରେ ତାଙ୍କର ସଫଳତା ଅନେକ…

ପୀଡ଼ିତା ପରିବାରଙ୍କୁ ଭେଟିବାକୁ ଯାଇ ବିରୋଧର ସମ୍ମୁଖୀନ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୪।୮: ସନ୍ଦେହଜନକ ପରିସ୍ଥିତିରେ ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳର ଜଣେ ୯ବର୍ଷର ନାବାଳିକାର ମୃତ୍ୟୁ ହେବା ପରେ ଏବେ ମାମଲା ସରଗରମ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ପୀଡିତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ନିବେଦନ କରାଯାଇଛି। ଇତିମଧ୍ୟରେ…

ଅନେକ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ହନି, ପଚାରିବାରୁ ମଦ ବୋତଲ ଫିଙ୍ଗିଥିଲେ: ଶାଳିନୀ

ବମ୍ବେ: ର଼୍ୟାପର୍‌ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ପକ୍ଷରୁ ଗାୟକଙ୍କୁ ୨୮ ଅଗଷ୍ଟ ପୂର୍ବରୁ ଅଭିଯୋଗର ଜବାବ ଦେବାକୁ ନୋଟିସ ଜାରି କରାଯାଇଛି। ଏହାକୁ ନେଇ ଚର୍ଚ୍ଚାରେ…

ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’

ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ହେଲେ ଟ୍ରେଲରରେ ଇନ୍ଦିରାଙ୍କ ଲୁକ୍‌ରେ ଲାରାଙ୍କୁ…

୪୮ ହଜାର ଟଙ୍କାର ଶାଢ଼ି ପିନ୍ଧି ଫିଲ୍ମ ଶୁଟିଂ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ଏହି ଫିଲ୍ମର ପ୍ରମୋଶନ କରିଛନ୍ତି। ସୋସିଆଲ ମିଡିଆରେ କିଆରା ଏକ ନୂଆ ଫଟୋ ଶୁଟ୍‌ ପାଇଁ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଭିନ୍ନ ଲୁକ୍‌ରେ…

ଭୂକମ୍ପ ଆସିବା ପୂର୍ବରୁ ମିଳିବ ସତର୍କ ସୂଚନା: ଉତ୍ତରାଖଣ୍ଡରେ ଆରମ୍ଭ ହେବ ପ୍ରଥମ ଓ୍ବାର୍ନିଂ ସିଷ୍ଟମ

ଡେରାଡୁନ,୪।୮: ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ବୁଧବାରଠାରୁ ଏହି ଓ୍ବାନିଂ ସିଷ୍ଟମ କାର୍ଯ୍ୟକ୍ଷମ ହେବ। ଭୂକମ୍ପ ଘଟିବା ମାତ୍ରେ ଯେଉଁ ଅଞ୍ଚଳରେ ଭୂକମ୍ପ…

‘ଦ ଗ୍ରେଟ୍‌ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ

ଦ ଗ୍ରେଟ୍‌ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍‌ ପିନ୍ଧିବା ପାଇଁ ଚେଷ୍ଟା କରୁଥିବା ନଜର ଆସିଥିବା ବେଳେ ଅନ୍ୟଟିରେ ଏକ ଅଟୋରେ ବସିବା…

ଅଧ ରାତିର କାହାଣୀ: ସାଗରଙ୍କୁ ହକି ବାଡିରେ ୩୦ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ପିଟିଥିଲେ ସୁଶୀଲ

ନୂଆଦିଲ୍ଲୀ,୪।୮: ଜାତୀୟ ରେସଲିଂ ଚାମ୍ପିଅନ ସାଗର ଧନଖର ହତ୍ୟା ମାମଲାରେ ପୁଣି ନୂଆ ଖୁଲାସା ହୋଇଛି। ରେସଲର ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ଛତ୍ରସାଲ ଷ୍ଟାଡିୟମର ଥିବା ଏକ ରୁମ୍‌ରେ ତାଲା ପକାଇବା ସାଗରଙ୍କୁ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri