Home Left

ତାଲିବାନ ଦଖଲରେ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ

କାବୁଲ, ୮।୮(ଆଇଏଏନ୍‌ଏସ୍‌): ସପ୍ତାହେ ବ୍ୟାପୀ ସଂଘର୍ଷ ପରେ ତାଲିବାନ ଆତଙ୍କବାଦୀମାନେ ଶନିବାର ଆଫଗାନିସ୍ତାନର ଉତ୍ତର ଭାଗରେ ଅବସ୍ଥିତ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଗାନ୍‌କୁ ନିଜ ଦଖଲକୁ ନେଇଛନ୍ତି। ସୂତ୍ର ଅନୁଯାୟୀ ସୁରକ୍ଷା ବଳ କେବଳ ଖ୍ବାଜା ଡାକୋ ଜିଲାର ପ୍ରାଦେଶିକ ବିମାନବନ୍ଦରରେ…

ଉତ୍କଟ ଖାଦ୍ୟ ସଙ୍କଟରେ ୪୪ ଲକ୍ଷ ନାଇଜେରୀୟ

ଜାତିସଂଘ, ୮।୮(ଆଇଏଏନ୍‌ଏସ୍‌): ଉତ୍ତରପୂର୍ବ ନାଇଜେରିଆରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ସେଠାର ୪୪ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ଜାତିସଂଘ ମୁଖପାତ୍ର ଫାର୍‌ହାନ ହକ୍‌ କହିଛନ୍ତି। ସେମାନଙ୍କ ମଧ୍ୟରୁ ୭.୭୫ ଲକ୍ଷ ଖାଦ୍ୟ ଅସୁରକ୍ଷାଜନିତ ବିପଦର ସମ୍ମୁଖୀନ ବୋଲି…

ପ୍ରିନ୍ସ ଚାର୍ଲସଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିନେତ୍ରୀ କରିଥିଲେ ଏମିତି କିଛି, ଯାହାକୁ ନେଇ ଭାରତରୁ ବ୍ରିଟେନ୍‌ ଯାଏ ହୋଇଥିଲା ଚର୍ଚ୍ଚା

୮୦ ଦଶକର ସୁପରହିଟ୍‌ ହିରୋଇନ ପଦ୍ମିନୀ କୋହ୍ଲାପୁରୀ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ କିନ୍ତୁ  ସଫଳ ଅଭିନେତ୍ରୀ ହୋଇଗଲେ। ‘ୟଦୋଁ କି ବାରାତ’ ଏବଂ ’ଦୁଷ୍ମନ ଦୋସ୍ତ’ ଭଳି…

ନୀରଜଙ୍କ ଆଗରେ ସମସ୍ୟା ଛୋଟ ନ ଥିଲା

ନୂଆଦିଲ୍ଲୀ, ୮।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ତେବେ ଏହି ସଫଳତା ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୧୮ ନଭେମ୍ବରରେ ଡାହାଣ କହୁଣିରେ ଯନ୍ତ୍ରଣା ଅନୁଭବ କରିଥିଲେ।…

କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର…

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ…

ଅକାଳୀ ଦଳର ନେତାଙ୍କୁ ଦିବାଲୋକରେ ହତ୍ୟା

ଚଣ୍ଡିଗଡ଼, ୭।୮: ଅକାଳୀ ଦଳର ଯୁବନେତା ଭିକି ମିଦ୍ଦୁଖେରାଙ୍କୁ ପଞ୍ଜାବର ମୋହାଲିଠାରେ ଶନିବାର ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ଗ୍ୟାଙ୍ଗଓ୍ବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ଭାବନାକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ପୋଲିସ କହିଛି। ୪ ଜଣ ଦୁର୍ବୃତ୍ତ…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ଆଳି,୭।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରଲ କରିଥିବା ଅଭିଯୋଗ ଆସିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  । ସୂଚନା ଅନୁଯାୟୀ, ଜଣେ ଯୁବତୀ…

ଟିମ୍‌ ଇଣ୍ଡିଆକୁ ହକିରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ପୂର୍ବପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନ ହାସଲ କରିଛି ଭାରତୀୟ ଦଳ। ଏହା ଦର୍ଶାଇଛି ଏଫ୍‌ଆଇଏଚ୍‌ (ବିଶ୍ୱ…

ବଜ୍ରପାତରେ ଚାଲିିଗଲା ୮ ଜୀବନ

ବାଲେଶ୍ୱର ଅଫିସ/ ବସ୍ତା/ ରୂପ୍‌ସା/ ଜଳେଶ୍ୱର/ସୋର/ ବାସୁଦେବପୁର/ ଖୁଣ୍ଟା, ୭।୮(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଶନିବାର ବଜ୍ରପାତ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲାରେ ୬, ଭଦ୍ରକରେ ଜଣେ ଓ ମୟୂରଭଞ୍ଜରେ…

ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ ୯୫ ରନ୍‌ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ରେ ଅଲଆଉଟ୍‌…

‘ନାତି ମୁଣ୍ଡ ଉଚ୍ଚା କରିଦେଲା’

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ ସିଂ କହିଛନ୍ତି, ନାତି କଠିନ ପରିଶ୍ରମ କରିଥିଲା। ଅଲିମ୍ପିକ୍ସ ଖେଳିବାକୁ ଯାଇ ସ୍ବର୍ଣ୍ଣ ପଦକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri