‘ଦୟାଳୁ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକଟରେ ସେ ଏକ ସାକ୍ଷାତକାରରେ ନଜର ଆସିଥିଲେ। କିଶୋର ଅବସ୍ଥାରେ ତାଙ୍କୁ ତାଙ୍କ ଦେହର ରଙ୍ଗ ପାଇଁ ଟ୍ରୋଲ କରାଯାଇଥିଲା ବୋଲି ସେ ସାକ୍ଷାତକାରରେ କହିଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ, ଦୟାଳୁ ହେବା ସର୍ବଦା ଗୁରୁତ୍ୱପୂର୍ଣ୍ଣ କାରଣ ଆମର ଶବ୍ଦ ଲୋକଙ୍କ ଜୀବନରେ ପ୍ରମୁଖ ପ୍ରଭାବ ପକାଇପାରେ। ଓଜନ, ରୂପ ଉପରେ ମନ୍ତବ୍ୟ ଦେବାରେ ବିଶ୍ୱାସ କରେ ନାହିଁ। ପିଲାଦିନେ ଏବଂ କିଶୋର ଅବସ୍ଥାରେ ମୁଁ ନିଜର ଶାରୀରିକ ରୂପ ବିଷୟରେ ଅତ୍ୟନ୍ତ ସଚେତନ ଥିଲି, ତଥାପି ମୁଁ ଅଛି। କିନ୍ତୁ ବର୍ତ୍ତମାନ, ମୁଁ ନିଜ ଉପରେ ବିଶ୍ୱାସ ରଖେ। ଆଉ ପ୍ରକୃତ ସୁନ୍ଦର ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ...

ଭାରତ ପାଇଁ ଗୌରବ ଆଣିଲେ ଗାୟକ ଅରମାନ

ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ...

ଚାଇନାରେ କମାଲ୍‌ କରିବ ଗୋଲ୍ଡ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ରିଲିଜ୍‌ ହେବା ପ୍ରାୟ ବର୍ଷେ ହେଲାଣି। ଏବେ ଏହା ଚାଇନାରେ ରିଲିଜ୍‌ ହେବ...

କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ...

ସାଥୀ ଅଭିନେତ୍ରୀଙ୍କ ସହ ସମୟ ବିତାଇଲେ ପ୍ରକୃତି

ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି...

ରଣଦୀପ ହୁଡ୍ଡା ଅସୁସ୍ଥ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଅସୁସ୍ଥ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି । ଫିଲ୍ମ ‘ଇନ୍ସପେକ୍ଟର...

ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ

ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା...

କରୋନାରେ ଆଖିବୁଜିଲେ ଏହି ସୁପରଷ୍ଟାର

ଗୁଜୁରାଟୀ ଫିଲ୍ମର ସୁପରଷ୍ଟାର ନରେଶ କାନୋଡିୟାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ...

Advertisement
Archives

Model This Week