ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୭।୮: ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍ଲେଟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଏଭଳି ସଫଳତା ପରେ ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା ହେଉଛି। ହରିୟାଣା ସରକାର ସ୍ବର୍ଣ୍ଣ ପଦକଧାରୀ ନୀରଜଙ୍କୁ ୬…
ସେଟ୍ରେ ବେହୋସ୍ ହେଲେ ନୁସରତ
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୁସରତ ଭରୁଚା ଶୁଟିଂ ସେଟରେ ବେହୋସ୍ ହାଇ ଯାଇଛନ୍ତି । ଏବେ ସେ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରୁଥିବା ବେଳେ ନିକଟରେ ଶୁଟିଂ କରୁଥିବା ସମୟରେ ବେହୋସ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ…
ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ
ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ ବନ୍ଦ ରହିଥିଲା ବୋଲି ଦାଦା ଭୀମ ଚୋପ୍ରା କହିଛନ୍ତି। ୧୫ ଦିନ ତଳେ ନୀରଜଙ୍କ…
୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ ଜିତିବାରେ ୨୩ ବର୍ଷୀୟ ନୀରଜ ପ୍ରଥମ ଭାରତୀୟ। ଏହି ବୃହତ୍ ସଫଳତା ହାତେବାର ୫…
ମହାରାଷ୍ଟ୍ର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ସଲମାନ
ମୁମ୍ବାଇ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା କଥା ପୂର୍ବରୁ ଜଣାଅଛି । ନିକଟରେ ସୋନୁ ସୁଦ ଏ ଦିଗରେ ଟିକେ ଆଗୁଆ ବୋଲି ସମସ୍ତେ ଜାଣନ୍ତି । ଏବେ ସହାୟତା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍…
ଜିମ୍ରୁ ଜାଭେଲିନ
ଟୋକିଓ,୭।୮: ଜିମ୍ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି କେହି ଭାବି ନ ଥିବେ। ଚଳିତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି…
ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧି
ଲଣ୍ଡନ,୭ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଜଣେ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ବି ବୋରିସ ଜନସନ ନିଜକୁ ଆଇସୋଲେଟ କରିବାକୁ ମନା କରିଦେଇଛନ୍ତି । ଜନସନଙ୍କ ଏହି ନିଷ୍ପତ୍ତି ପରେ ବିରୋଧି ଶନିବାର ହଙ୍ଗାମା କରିଛନ୍ତି…
ରାଜ୍ୟର ଏସବୁ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର,୭ା୮(ବ୍ୟୁରୋ): ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ସମେତ ରାଜ୍ୟର ୧୩ଟି ଜିଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କଟକ, ପୁରୀ, ଖୋର୍ଦ୍ଧା,…
୭୦% ଟିକାକରଣ ପରେ ମଧ୍ୟ ଥମୁନି ଦୈନିକ ସଂକ୍ରମଣ
ୱାଶିଂଟନ,୭।୮: ଆମେରିକା ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି। ଏନେଇ ଟିକାକରଣକୁ ଦେଶରେ ଜୋରଦାର କରାଯାଉଛି। ଆମେରିକାରେ ୭୦% ଲୋକଙ୍କୁ ଟିକା ଦିଆଗିଲାଣି। ହେଲେ ଏବେ ବି ଦେଶରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷରେ ପହଞ୍ଚିଛି। କରୋନାର ଡେଲ୍ଟା…
ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ
ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍ ଭ୍ୟାକ୍ସିନ । ଏହି ଭ୍ୟାକ୍ସିନ ଡେଲ୍ଟା ଭାରିଏଣ୍ଟ…
ଚିକିତ୍ସାଧୀନ ଅସୁସ୍ଥ ହାତୀର ମୃତ୍ୟୁ
କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ତଳ ଚମ୍ପେଇ ପଞ୍ଚାୟତ ସିନ୍ଦୁରିଆ ଜଙ୍ଗଲରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଏକ ମାଈହାତୀର ଶନିବାର ଭୋର୍ରେ ମୃତ୍ୟୁ ହୋଇଛି। ଶୁକ୍ରବାର ଅସୁସ୍ଥ ଅବସ୍ଥାରେ ତାକୁ ବନ ବିଭାଗରେ…
ଅଲିମ୍ପିକ୍ସ ଇତିହାସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ ସହ ମିଳିଛି ଦୁଇଟି ପଦକ। ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ଭାରତକୁ ୬ଷ୍ଠ ପଦକ…
Archives


