ବିଦେଶରେ ପନ୍ତଙ୍କ ୧୦୦୦ ଟେଷ୍ଟ ରନ
ଲଡର୍ସ,୧୪।୮: ଭଲ ଆରମ୍ଭ ପାଇଲା ପରେ ମଧ୍ୟ ବିଫଳ ହୋଇଛନ୍ତି ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ୫୮ ବଲରେ ୫ ଚୌକା ସହାୟତାରେ ପନ୍ତ ଖେଳିଥିଲେ ୩୭ ରନ୍ର ଇନିଂସ। ଏହି ଅବସରରେ ପନ୍ତ ବିଦେଶରେ ୧୦୦୦ ଟେଷ୍ଟ…
ଦିନକରେ ପଡ଼ିଲା ୧୦ ଉଇକେଟ୍
ଲଡର୍ସ, ୧୩।୮- ଲଡର୍ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି କରିଥିଲେ। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୨୭୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ…
‘ମତ ଦେବାର ଅଧିକାରରୁ ମୋତେ ବଞ୍ଚିତ କରିଛି ଟୁଇଟର’
ନୂଆଦିଲ୍ଲୀ,୧୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଟୁଇଟର ତାଙ୍କ ଆକାଉଣ୍ଟକୁ ବ୍ଳକ୍ କରି ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି। ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ମତାମତ…
ଟି୨୦ ବିଶ୍ୱକପ୍ ଦଳରେ ରହିପାରିବେ ୧୫ ଖେଳାଳି
କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୮ ଅଫିସିଆଲ ଦଳ ସହ ଆସିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ…
ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ
ବାଉଁଶୁଣୀ,୧୩।୮(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳରେ କିଛିଦିନ ହେଲା ଚାଲିଥିଲା ସେକ୍ସ ର଼୍ୟାକେଟ। ଗୁରୁବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରୁଣ୍ଡିମହୁଲ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଆପତ୍ତିଜନକ ଅବସ୍ଥାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ପାଇଥିଲା। ସେଠାରେ ୪ଜଣ…
ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ
ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ ମିଳିବ ନାହିଁ। ଏଥିଯୋଗୁ ଜେଜେ ବାପା’ଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଲୁଚାଇ ରଖିଥିଲେ…
ନାଜାଲ ଭାକ୍ସିନର ଫାଇନାଲ ପରୀକ୍ଷାକୁ ମିଳିଲା ମଞ୍ଜୁରୀ
ହାଇଦ୍ରାବାଦ,୧୩।୮: ଭାରତ ବାୟୋଟେକ୍ ପ୍ରସ୍ତୁତ ପ୍ରଥମ ନାଜାଲ କୋଭିଡ୍ ଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଶୁକ୍ରବାର ଅନୁମତି ମିଳିଛି। ପୂର୍ବରୁ ୧୮ରୁ ୬୦ ବର୍ଷ ବୟସ ବର୍ଗର ଲୋକଙ୍କଠାରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି।…
ଚାଇନାର ରାସ୍ତା ଉପରେ ୩.୫ ମିଟର ଉଚ୍ଚରେ ପାଣି
ବେଜିଂ,୧୩।୮: କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଫଳରେ ପ୍ରଦେଶର ସୁଇକ୍ସିଆନ୍ କାଉଣ୍ଟିର ଲିଉଲିନ୍ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ବୁଧବାର…
ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ
ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନରେ…
ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର
ଆର.ଉଦୟଗିରି,୧୩ା୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୧୫୦/୨୧) ରୁଜୁ କରି ତଦନ୍ତ ଚଳାଇଛି। ମହିଳାଙ୍କ ସ୍ବାମୀ ଜଣେ ଗାଡ଼ିଚାଳକ। ସେ ଅଧିକାଂଶ ସମୟ ବାହାରେ…
କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର
ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍ ବିଶ୍ୱକପ୍। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ ପଡ଼ିଆରେ ରାଜୁତି କରିବେ ଦିଲ୍ଲୀରେ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ। କିନ୍ତୁ ଘରୋଇ କ୍ରିକେଟରେ ସେ…
ପ୍ରଥମଥର ପାଇଁ ଶୈଫିନାଙ୍କ ସହ ନଜର ଆସିଲେ ଜାହାଙ୍ଗିର
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିମାସ ପୂର୍ବେ ଏହି ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଥିଲେ । ହେଲେ ତାଙ୍କ ପ୍ରଥମ ସନ୍ତାନ ତୈମୁର ଅଲି…
Archives


