Home Left

ସ୍କୁଲ ମିଶ୍ରଣ ନୀତି ପ୍ରତ୍ୟାହାର ନ ହେଲେ ଗଣ ଆନ୍ଦୋଳନ

କଟକ ଅଫିସ,୧୪ା୮: ରାଜ୍ୟ ସରକାର ଉପସ୍ଥାନ କମ୍‌ ଆଳରେ ୧୪,୩୭୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ କଟକ ଜିଲାର ୪୪୮ ଓ ମହାନଗର ନିଗମର ୨୫ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି ବୋଲି…

୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍‌ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…

କାରାକସ୍‌,୧୪ା୮: ଭେନ୍‌ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ ୫ ମାସ ପରେ ତାଙ୍କ ମୃତଦେହ ଏକ ଫ୍ରିଜ୍‌ ମଧ୍ୟରୁ ମିଳିଛି। ଯାଞ୍ଚକର୍ତ୍ତା ଏବେ…

ମହିଳା ବନପାଳଙ୍କୁ ନିର୍ଯାତନା

ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍‌ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ ଚିଲିକା ଡିଏଫ୍‌ଓ ଦାୟିତ୍ୱରେ ଥିବା ଏସିଏଫ ଓ ନୂଆପଡ଼ା ରେଞ୍ଜରଙ୍କ ବିରୋଧରେ ଭୁବନେଶ୍ୱର ଆଞ୍ଚଳିକ…

ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କର

କଟକ ଅଫିସ,୧୪ା୮: ବିନା ଥଇଥାନରେ ଜଗତ୍‌ପୁର ଝାଡୁ ବସ୍ତି ସମେତ ଅନ୍ୟାନ୍ୟ ବସ୍ତି ଉଚ୍ଛେଦ ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବସ୍ତି ବାସିନ୍ଦାମାନେ ଦୀର୍ଘବର୍ଷ ଧରି ଉକ୍ତ…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ମାସେ ପୁରିଛି। ହେଲେ ଏବେ ବି ତାଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ସସ୍‌ପେନ୍ସ। ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ କିଛି ଆଗକୁ ବଢ଼ିପାରି ନ ଥିବା ବେଳେ ମୃତ୍ୟୁର…

୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ ଅଫିସ,୧୩ା୮: ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ। ଏକ ୱେବ୍‌ ପୋର୍ଟାଲ ପ୍ରତିନିଧିଙ୍କୁ ଦୂତୀଙ୍କ ଧମକ ମାମଲାର ଶୁଣାଣିକରି ହାଇକୋର୍ଟ ବିଚାରପତି ବିଶ୍ୱଜିତ୍‌ ମହାନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର…

ଭଙ୍ଗାରୁଜା ଘଟଣାରେ ୨୪ କୋର୍ଟଚାଲାଣ

କେନ୍ଦ୍ରାପଡ଼ା ଅଫିସ/ଢେଙ୍କାନାଳ ଅଫିସ/ରାଜକନିକା/ଆଳି(ଡି.ଏନ୍‌.ଏ.),୧୪ା୮: କେନ୍ଦ୍ରାପଡ଼ା ଜିଲା ଖରସ୍ରୋତା ନଦୀରୁ ଭଦ୍ରକକୁ ଜଳଯୋଗାଣ ପ୍ରତିବାଦରେ ରାଜକନିକା ବ୍ଲକ ବରୁଣାଡ଼ିହାରେ ପୋଲିସ, ପ୍ରଶାସନ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣାରେ ୨୪ ଜଣ ଗିରଫ ହୋଇଛନ୍ତି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର…

ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ ୧୯୯୪ର ସଂଶୋଧନ କରିଛନ୍ତି। ଏଣିକି ବିଜ୍ଞପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହେବେ। ଏଥିପାଇଁ କାଉନ୍‌ସିଲର ଓ ଅଧ୍ୟକ୍ଷ ପଦବୀ…

ହରିଣକୁ ଦେଖି ପାଦ ଚାପିଚାପି ଆସୁଥିଲା ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କରୋନା ସମୟରେ ଚାଲିଗଲା ଚାକିରି, ଭିଡିଓ କରି ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଜରିଆରେ ଅନେକେ ଜିରୋରୁ ହିରୋ ହୋଇ ଚର୍ଚ୍ଚାକୁ ଆସିଥିବା ନଜିର ରହିଛି। ସେମିତି ଜଣେ ଯୁବକ ହେଉଛନ୍ତି ଖବାନେ ଲେମ୍‌। ଖାସ୍‌ କଥା ହେଲା ସେ ତାଙ୍କ ଭିଡିଓରେ ଗୋଟିଏ ବି ଶବ୍ଦ କୁହନ୍ତନି। ମାତ୍ର…

ଯୁକ୍ତ୨ ପରୀକ୍ଷା ପଦ୍ଧତି ବଦଳିବ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ୨ ପରୀକ୍ଷା ପଦ୍ଧତିରେ ବି ପରିବର୍ତ୍ତନ ଅଣାଯିବ। ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ। ଏଥିସହ ଇଣ୍ଟରନାଲ୍‌ ଆସେସମେଣ୍ଟ ହେବ। ସ୍ବଚ୍ଛତା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରୀକ୍ଷାକୁ ପୂରା ମନିଟର କରିବ। ପ୍ରଥମ…

ପାକ୍‌ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟର ୭୫ ବର୍ଷ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ସେପ୍ଟେମ୍ବର ୯ରେ ଜଷ୍ଟିସ୍‌ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯିବ। ପାକିସ୍ତାନର ସର୍ବୋଚ୍ଚ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହେବାରେ ଜଷ୍ଟିସ୍‌ ଆୟେଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri