ଭୋକ ହେବାରୁ ମଣିଷ ଭଳି ପକ୍ଷୀ ବି କରୁଛି ଏମିତି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୩ ପକ୍ଷୀଙ୍କୁ ଭୋକ ହେବାରୁ ଝରକାରେ ବସି ବୋବାଉଥିବା ଦେଖିବାକୁ…
କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର
ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ସେଲିବ୍ରିଟି ହୋଇଥିବା କାରଣରୁ ସେ ଅନେକ ଷ୍ଟେଜ୍ ଶୋ’ରେ ମଧ୍ୟ ଭାଗ ନିଅନ୍ତି।…
୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ…
ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍ଏସ୍ ପାଇଁ ଭାରତ ପ୍ରକୃତରେ…
ଲତା ମଙ୍ଗେଶକରଙ୍କୁ ଅସୁନ୍ଦରୀ କହିଥିଲେ ଏହି ଅଭିନେତା: ଲକ୍ଷେ ଅନୁରୋଧ ପରେବି…
ଗାୟିକା ଲତା ମଙ୍ଗେଶକର ତାଙ୍କ ସୁମଧୁର ସ୍ବର ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ବଲିଉଡରେ ସଙ୍ଗୀତର ଦେବୀ କୁହାଯାଏ । ଅନେକ ଲୋକ ଜାଣନ୍ତି ଯେ, ଲତା ମଙ୍ଗେଶକର ଗୀତ ଗାଇବା ସହିତ ଅଭିନୟ କରୁଥିଲେ । ମାତ୍ର ୧୪…
ଦେଶ ଛାଡିଲେ ରାଷ୍ଟ୍ରପତି
କାବୁଲ,୧୫।୮: ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘାନି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପରେ ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଚାଲିଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଦଖଲକୁ ଚାଲିଯିବାରୁ ରାଷ୍ଟପତି ଘାନିଙ୍କୁ…
ପନ୍ତଙ୍କ ହାତରେ ଟିମ୍ ଇଣ୍ଡିଆର ଭାଗ୍ୟ
ଲଣ୍ଡନ,୧୫।୮: ଲଡର୍ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ ଇନିଂସରେ ୨୭ ରନ୍ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ…
ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପୂର୍ଣ୍ଣଛେଦର ଦିନ
ନୂଆଦିଲ୍ଲୀ,୧୫।୮: ବିଶ୍ୱର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଠିକ୍ ବର୍ଷକ ତଳେ ଅର୍ଥାତ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କେବଳ ଏକ ଭିଡିଓ ଶେୟାର କରି ଚାଲି ଯାଇଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ।…
ସ୍ଥିତି ସମ୍ଭାଳିଛନ୍ତି ପୂଜାରା-ରାହାନେ
ଲଣ୍ଡନ,୧୫।୮: ଚଳିତ ଲଡର୍ସ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ସ୍ଥିତି ଏବେ ସଙ୍କଟରେ। ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଟପ ଅର୍ଡର ଫେଲ ମାରିଛି। ମାତ୍ର ୫୫ ରନ୍ରେ ଭାରତୀୟ ଦଳ ହରାଇ ସାରିଛି ରୋହିତ ଶର୍ମା (୨୧), ଲୋକେଶ ରାହୁଲ…
ପଞ୍ଚାୟତରେ ସରପଞ୍ଚଙ୍କୁ ତାଲା
କେନ୍ଦୁଝର,୧୫।୮(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା ନେଇ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନ ସିରିଗିଡ଼ା ପଞ୍ଚାୟତରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସ୍ବାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ପାଇଁ ଆସିଥିବା ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ…
ସ୍ବାଧୀନତା ଦିବସରେ ସମ୍ମାନିତ ହେଲେ ଛାତ୍ରୀ
ରେଢାଖୋଲ,୧୫।୮(ଡି.ଏନ.ଏ): ରେଢାଖୋଲ କଦମ୍ବପଡ଼ିଆରେ ୭୫ତମ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଉପଜିଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଉପଖଣ୍ଡରେ ଅଧିକ ନମ୍ବର ରଖିଥିବା ଛାତ୍ରୀ ଦେବସ୍ମିତା…
ହାତୀ ମୃତ୍ୟୁର କାରଣ ଜୀବାଣୁ ସଂକ୍ରମଣ
କେନ୍ଦୁଝର,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗତ ୨୦ ଦିନରେ ୪ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜିଲାରେ ଖୁବ ଚର୍ଚ୍ଚା ହୋଇଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ରାଜ୍ୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀ ରୋଗ ଗବେଷକ କେନ୍ଦୁଝରରେ…
Archives


