ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା ବିମାନର ଉଇଣ୍ଡୋ ସ୍କ୍ରିନ୍‌ରେ ଅନ୍ୟ ବିମାନଟି ବାଡ଼େଇ ହୋଇଯାଇଥିଲା। ଫଳରେ ଝରକା ଭାଙ୍ଗିଯାଇଛି।

ବ୍ରିଟିଶ ଏୟାରଲାଇନ୍‌ର ଜଣେ ପ୍ରବକ୍ତା କହିଛନ୍ତି, ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଭାଗ୍ୟଶାଳୀ ଥିଲେ। ଦୁଇ ବିମାନ ଗୋଟିଏ ଦିଗରେ ଉଡୁଥିଲେ। ଗୋଟିଏ ଦିଗରେ ଉଡୁଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଯାତ୍ରୀମାନେ। ଯଦି ବିପରୀତ ଦିଗରୁ ଆସୁଥାନ୍ତେ ତେବେ ଏକ ବଡ଼ଧରଣର ଅଘଟଣ ଘଟିଥାନ୍ତା ବୋଲି ଏୟାରଲାଇନ୍‌ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି।...

ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍‌ ବିଳମ୍ବ ହେବାରୁ ରାଗରେ କଲେ ଏମିତି

ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ...

ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ...

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌...

ନ୍ୟୁୟର୍କ ସବ୍‌ଓ୍ବେ ଷ୍ଟେଶନରେ ଗୁଳି: ୧୩ ଆହତ

ନ୍ୟୁୟର୍କ, ୧୩।୪: ନ୍ୟୁୟର୍କର ବ୍ରୁକ୍‌ଲିନ୍‌ଠାରେ ଥିବା ଏକ ସବ୍‌ଓ୍ବେ ଷ୍ଟେଶନରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୩ ଜଣ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତି...

ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ତୈଳ ଦର

ନ୍ୟୁୟର୍କ,୬ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଲାଗିରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ଖାଦ୍ୟ ଏବଂ...

୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …

ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର...

Advertisement
Archives

Model This Week