ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର ମତାମତ ଦେଇଥାନ୍ତି। ଏବେ ଭାଜପା ନେତା ତଥା ବିଧାୟକ ସୁଧୀର ମୁଙ୍ଗତିଓ୍ବାରଙ୍କୁ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ମହାରାଷ୍ଟ୍ର ବିଧାନସଭା କ୍ଷେତ୍ରର ବିଧାୟକ ସୁଧୀର ମୁଙ୍ଗତିଓ୍ବାର ସମଲିଙ୍ଗୀ ସମ୍ପ୍ରଦାୟକୁ ଆପତ୍ତିଜନକ କଥା କହିଥିଲେ। ଯାହାକୁ ନେଇ ସୋନମ ତାଙ୍କୁ ଅଜ୍ଞାନୀ ଆଉ ମୁର୍ଖ କହିଛନ୍ତି। ସୋନମ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।

ସୋନମ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି, ଏଥିରେ ସେ ବିଧାୟକ ସୁଧୀର ମୁଙ୍ଗତିଓ୍ବାରଙ୍କ କଥା କହିଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ସୁଧୀର ଅଜ୍ଞାନୀ, ମୁର୍ଖ ଏବଂ ଅସହିଷ୍ଣୁତାରେ ପୂର୍ଣ୍ଣ। ସୋନମଙ୍କ ଏହି ମେସେଜ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେହି ୧୬ବର୍ଷ

ଡିମ୍ପଲ କାପାଡିଆଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ବବି’ରୁ। ରାଜ କପୁର ଏହି ନବାଗତାଙ୍କ ଉପରେ ଭରସା ରଖି ତାଙ୍କୁ ସେ ସମୟର ରୋମାଣ୍ଟିକ...

‘ବେସରମ ରଙ୍ଗ’ରେ ଦୀପିକା ପିନ୍ଧିଥିବା ବିକିନର ଦାମ ଶୁଣିଲେ ଚକିତ ହେବେ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ତାଙ୍କ ଅପକିମଂ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମର ଏକ ଗୀତ ‘ବେସରମ ରଙ୍ଗ’ରେ...

ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ...

ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ...

ରିଲିଜ ହେଲା ଭିଲେର ଟ୍ରେଲର

ମୁମ୍ବାଇ: ଅଭୟ ଦେୱଲ ଓ କରନ ଦେୱଲଙ୍କ ଆଗାମୀ ଫିଲ୍ମ ‘ଭିଲେ’ର ଟ୍ରେଲର ରିଲିଜ୍ ହୋଇଛି । ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ କମେଡିରେ...

ପ୍ରଥମ ସ୍କ୍ରିନ୍‌ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର

ବଲିଉଡ୍‌ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍‌ ୨୨, ୧୯୩୨ରେ ପଞ୍ଜାବର...

ଶାଳିଙ୍କ ପାଇଁ ଏହି ଲୋକପ୍ରିୟ ଅଭିନେତାଙ୍କୁ ମାରିବାକୁ ଗୋଡ଼ାଇଥିଲେ ରାଜେଶ ଖାନ୍ନା, ଆଉ ତା’ ପରେ..

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କୁ ଆଜିର ସୁପରଷ୍ଟାର। ହେଲେ ତାଙ୍କ ଶ୍ୱଶୁର ରାଜେଶ ଖନ୍ନା ଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର। ସେତେବେଳର ସମୟରେ ତାଙ୍କର ପ୍ରଶଂସକଙ୍କ...

କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍‌ଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ...

Advertisement
Archives

Model This Week