Home Left

ବିମାବନ୍ଦରରେ ସଲମାନଙ୍କୁ ଅଟକାଇଦେଲେ ସିଆଇଏସ୍‌ଏଫ୍‌ ଅଧିକାରୀ; କହିଲେ…

ବମ୍ବେ: ବିମାନବନ୍ଦରରେ ଦବଙ୍ଗ ଖାନ୍‌ ସଲମାନଙ୍କୁ ରୋକିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏପରି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ‘ଟାଇଗର ୩’ ଶୁଟିଂ ପାଇଁ ରୁଷିଆ ଯାଉଥିବା ବେଳେ ଘଟଣା ଘଟିଥିବା ଜଣାପଡ଼ିଛି। ବମ୍ବେରେ ଫିଲ୍ମର…

୩୬ ବର୍ଷ ପରେ ନିୟମ ବଦଳାଇବାକୁ ଯାଉଛି ଚାଇନା

ବେଜିଂ,୨୦ ।୮: ଚାଇନାର ରାଷ୍ଟ୍ରୀୟ ବିଧାୟିକା ଶାସକ କମ୍ୟୁନିଷ୍ଟପାର୍ଟି ଦ୍ୱାରା ଆଗତ ୩ ସନ୍ତାନ ନିୟମକୁ ଶୁକ୍ରବାର ଔପଚାରିକ ଭାବେ ସମର୍ଥନ କରାଯାଇଛି । ଏହି ନୀତି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ କରାଯାଇଛି । କାରଣ ଆମେ…

ଭେଣ୍ଟିଲେଟରରେ କଲ୍ୟାଣ ସିଂ: ଦିଲ୍ଲୀରୁ ସିଧା ହସ୍ପିଟାଲ ପହଞ୍ଚିଲେ ଯୋଗୀ

ଲକ୍ଷ୍ନୌ,୨୦ ।୮: ପୁଣିଥରେ ବିଗିଡି ଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଜିଆଇରେ ଭର୍ତ୍ତି ଥିବା ଶ୍ରୀ ସିଂଙ୍କୁ ଦେଖିବାକୁ ଯାଇଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ସିଧା ସଞ୍ଜୟ ଗାନ୍ଧୀ…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରବାର ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ସମୟରେ କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଡ଼ାଇ ଗୋଡ଼ାଇ ପୋଲିସ ୭ଜଣଙ୍କୁ…

ସୋମବାର ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡ଼ି,୨୦।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ ସୋମବାର ଖୋଲିବ। ଏ ନେଇ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ…

ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍‌ ପୋଖରୀରୁ ତାଙ୍କ ମୃତଦେହ ମିଳିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା…

ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିଲେ: ଆମେରିକା ବିମାନରୁ ଖସି ପଡ଼ି ପ୍ରାଣ ହରାଇଲେ ଏହି ଫୁଟବଲ୍‌ ତାରକା

କାବୁଲ,୨୦।୮: ଆଫଗାନିସ୍ତାନ ଜାତୀୟ ଟିମ୍‌ର ଫୁଟବଲ ଖେଳାଳି ଜାକି ଅନଓ୍ବାରୀଙ୍କ ପରଲୋକ ଘଟିଛି। କାବୁଲ ବିମାନବନ୍ଦରରେ ଆମେରିକାର ଏକ ବିମାନରୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି। ଜାକି ଆଫଗାନିସ୍ତାନର ଜଣେ ଯୁବ ଫୁଟବଲ ଖେଳାଳି…

ରୋଗୀ ନେଇ ଯାଉଥିବାବେଳେ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ

ଗଞ୍ଜାମ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନ ବଜାରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଡିଭାଇଡରରେ ପିଟି ହୋଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସେହି ଗାଡ଼ିରେ ବସିଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ଏହି…

ବାଣିଜି୍ୟକ ସମ୍ପର୍କରେ ତାଲିବାନୀ ଅଙ୍କୁଶ: ପାର୍ବଣରେ ‘ଡ୍ରାଏ ଫୁଡ୍‌’ ମହଙ୍ଗା

କାବୁଲ/ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନକୁ କବ୍‌ଜା କରିବା ପରେ ନିଜର ପ୍ରକୃତ ଚେହେରା ଦେଖାଇବା ଆରମ୍ଭ କରିଛି ତାଲିବାନ। ଭାରତ ସହିତ ସମସ୍ତ ଆମଦାନୀ ଏବଂ ରପ୍ତାନି ଉପରେ ରୋକ୍‌ ଲଗାଇ ଦେଇଛି ଏହି ଆତଙ୍କବାଦୀ ସଙ୍ଗଠନ। ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ…

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏହାର ସ୍ବତ୍ୱାଧିକାରୀ ସଞ୍ଜୟ ଲୋହିଆ। ବର୍ତ୍ତମାନ ୨୦୦ ଡିଲର…

ଆଜି ବିଶ୍ୱ ସଦ୍‌ଭାବନା ଦିବସ

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସଦ୍‌ଭାବନା…

ଧଉଳି ପାଇଁ ୧ କୋଟି ମଞ୍ଜୁର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଧଉଳି ଶାନ୍ତି ସ୍ଥୂପର ମରାମତି, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଏବଂ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖୋର୍ଦ୍ଧା ପ୍ରକଳ୍ପ ଅଧିକାରୀଙ୍କ ୨୦୧୯-୨୦ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡ(ଏସ୍‌ପିଏଫ୍‌) ଆକାଉଣ୍ଟରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri