Home Left

ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନାର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୦।୮ : ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ସ୍ବତନ୍ତ୍ର ପରିବହନ ବିମାନ ସି-୧୭ ପ୍ରସ୍ତୁତ। ରାଜଧାନୀ କାବୁଲରେ ଅଧିକ ସଂଖ୍ୟାରେ ଭାରତୀୟ ନଗାରିକମାନେ ଏକତ୍ରିତ ହେବା ପରେ ଆଇଏଏଫ୍‌ର ଏହି ବିମାନ ଉଡାଣ ଆରମ୍ଭ…

ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା,…

୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ଭାକ୍ସିନକୁ ମିଳିଲା ମଞ୍ଜୁରୀ

ବେଙ୍ଗାଲୁରୁ,୨୦।୮ : ଭାରତୀୟ ଔଷଧ ନିୟନ୍ତ୍ରକ ଶୁକ୍ରବାର ଜାଇଡସ କାଡିଲାର ତିନି ଡୋଜ କୋଭିଡ୍‌-୧୯ ଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାରକୁ ମଞ୍ଜୁରୀ ଦେଇଛନ୍ତି। ଏହି ଟିକା ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ। ତେବେ ବ୍ୟବହାର ଲାଗି ମଞ୍ଜୁରୀ ପାଇବାରେ ଜାଇଡସ…

ବାରଣ୍ଡାରେ ଶୋଇଥିଲା ଶିଶୁ, ଭୁଶୁଡ଼ିଲା କାନ୍ଥ

ଉମରକୋଟ,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଲା କାନ୍ଥ। କାନ୍ଥ ତଳେ ଚାପିହୋଇ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ। ମୃତକ ହେଲେ ରାମ…

ଜର୍ନାଲିଷ୍ଟଙ୍କୁ ଭାଜପା ନେତା କହିଲେ ଆଫଗାନିସ୍ତାନ ଚାଲିଯାଅ

ଇନ୍ଦୋର,୨୦।୮ : ବର୍ଦ୍ଧିତ ତୈଳ ଦର ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମଧ୍ୟପ୍ରଦେଶର ଜଣେ ଭାଜପା ନେତା ଜଣେ ଜର୍ନାଲିଷ୍ଟଙ୍କୁ ଆଫଗାନିସ୍ତାନ ଚାଲି ଯିବାକୁ କହିଛନ୍ତି। କାଟ୍‌ନି ଜିଲାର ଭାଜପା ମୁଖ୍ୟ ରାମରତନ ପାୟଲ କହିଛନ୍ତି, ଦେଶ ଉପରେ କରୋନାର ତୃତୀୟ ଲହର…

ୟୁରିଆ ପାଇଁ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼

ଝରିଗାଁ, ୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେଜଣ ଚାଷୀ ଅଧିକ ସାର ଦାବିରେ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ…

କୋମ୍ବିଂ ଅପରେଶନ ବେଳେ ଗଲା ୨ ଯବାନଙ୍କ ଜୀବନ

ମାଲକାନଗିରି,୨୦ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲାରେ ଶୁକ୍ରବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ଯବାନ ଶହୀଦ ହୋଇଛନ୍ତି। ସେମାନେ ହେଲେ ଏସ୍‌ଏସ୍‌ଆଇ ସୁଧାକର ସିନ୍ଧେ ଓ ପ୍ଲାଟୁନ କମାଣ୍ଡର ଗୁରୁମୁଖ୍‌ ସିଂ। ବସ୍ତର ଜିଲା କଡେନାଡ…

‘ଅଫ୍‌ ସ୍ପିନ ଖେଳିବାରେ ଦୁର୍ବଳ ଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ ’

ନୂଆଦିଲ୍ଲୀ,୨୦।୮ : ଅନ୍ତର୍ଜାତୀୟ କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅଫ୍‌ ସ୍ପିନ ଖେଳିବାରେ ଟିକେ ଦୁର୍ବଳ ଥିଲେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲିଧରଣ।…

ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ବିଟାଉନରେ ଚଳିତ ବର୍ଷ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ କିଡ୍ସ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ସମସ୍ତଙ୍କ ଆଗରେ ରହିଛନ୍ତି ବୋନି କପୁର ଓ ଶ୍ରୀଦେବୀଙ୍କ ଲାଡଲି ଖୁସି କପୁର । ସେ କୁଆଡେ ଯୋୟା ଅଖତରଙ୍କ…

ଓଲଟିଲା ମିନିଟ୍ରକ; ଚାଲିଗଲା ୧୨ ଶ୍ରମିକଙ୍କ ଜୀବନ

ମୁମ୍ବାଇ,୨୦।୮: ମହାରାଷ୍ଟ୍ରର ବୁଲଡାନା ଜିଲା ଦୁସରବିଦ ଗାଁ ନିକଟରେ ଶୁକ୍ରବାର ଏକ ଗାଡ଼ି ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ନିର୍ମାଣାଧୀନ ରାଜପଥ କାର୍ଯ୍ୟ କରିବାକୁ ୧୬ ଜଣ ଶ୍ରମିକ ଏକ ମିନିଟ୍ରକ ଯୋଗେ ଯାଉଥିଲେ। ତେବେ ଟ୍ରକଟି ଭାରସାମ୍ୟ…

ଆରବ ଦେଶରେ ଅକ୍ଷୟଙ୍କ ‘ବେଲ ବଟମ’ ବ୍ୟାନ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ ରିଲିଜ୍ ହେବା ପରେ ସବୁଠାରୁ ଏହାର ପ୍ରଶଂସା ଶୁଣିବାକୁ ମିଳୁଛି । କେହି କେହି ଏହାକୁ ବ୍ଲକ ବୁଷ୍ଟର କହୁଥିବା ବେଳେ ଏହା ଭଲ ବିଜନେସ୍ କରିବ…

ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍‌ କଣ୍ଟ୍ରାକ୍ଟ

ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି। ଏଲିସଙ୍କୁ ନେବା ପାଇଁ ଆଇପିଏଲର ୩ ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri