Home Left

କେବେ ବି ପ୍ରଧାନମନ୍ତ୍ରୀ ହେବାକୁ ରାଜୀବ ଗାନ୍ଧୀଙ୍କ ଇଚ୍ଛା ନ ଥିଲା, କାରଣ ଜାଣିଲେ…

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ। ୧୯୪୪ ମସିହା ଅଗଷ୍ଟ ୨୦ରେ ରାଜୀବ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ରାଜୀବ ମାତ୍ର ୪୦ ବର୍ଷ ବୟସରେ…

ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩,୬୩,୬୦୫କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ୍‌ ମାମଲାର ୧.୧୩% ଅଟେ। ସେହିପରି…

ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି କି…

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍‌ପିଣ୍ଡ, କିଡ୍‌ନୀ ଆଦି ରୋଗର ଶିକାର ହୋଇଥାନ୍ତି। ମଧୁମେହକୁ…

କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଡ୍ରାଇଭର କଲେ ଏମିତି, ଜାଣିଲେ…

ପୁରୁଣା କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ ଇଞ୍ଜିନ ଗରମ ହୋଇଯାଏ। ଏହାକୁ ଥଣ୍ଡା ରଖିବା ପାଇଁ ଗାଡ଼ିକୁ କିଛି ସମୟ ବନ୍ଦ…

ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା

ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା ସ୍ବାଧୀନତା ଦିବସ ଫେରିଛି କିନ୍ତୁ ଆଫଗାନ୍‌ମାନେ ଜାଣନ୍ତି ଯେ ପୂର୍ବର ସେ ସ୍ବାଧୀନତା ସେମାନଙ୍କ…

ପୁରୀକୁ ଚାଲିବ ବନ୍ଦେ ଭାରତ ଟ୍ରେନ୍‌

ପୁରୀ ଅଫିସ୍‌/ ସାକ୍ଷୀଗୋପାଳ (ସ୍ବ.ପ୍ର./ଡି.ଏନ୍‌.ଏ.) ଭୁବନେଶ୍ୱର, ୨୦।୮(ବ୍ୟୁରୋ) ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ଗୋଟିଏ ପୁରୀକୁ ଚଳାଚଳ କରିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିହୋଇ ରହିଥିବାରୁ ରେଳପଥର…

ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୨୨୩କୁ ବୃଦ୍ଧି

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୭୪ ଜଣ ଚିହ୍ନଟ…

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ନିଦ ବାଉଳାରେ ଏହି ଯୁବକଙ୍କ ପାଟିରୁ ଏମିତି କିଛି ଶବ୍ଦ ବାହାରିଗଲା, ଯେଉଁଥିରେ ପ୍ରେମିକାଙ୍କ…

ଅଶ୍ଳୀଳ ଚାଟିଂ, ବ୍ଲାକମେଲ୍‌ରୁ ଆୟ କରିଥିଲେ ୧୦ କୋଟି

ନୋଏଡା,୨୦।୮: ଫେସ୍‌ବୁକରେ ଯୁବତୀ ଓ ମହିଳାଙ୍କ ନାଁରେ ଆକାଉଣ୍ଟ ଖୋଲି ପୁରୁଷଙ୍କୁ ସହ ଯୋଗାଯୋଗ କରୁଥିଲେ। ପରେ ଅଶ୍ଳୀଳ ଚାଟିଂ ଓ ନ୍ୟୁଡ୍‌ ଭିଡିଓ କଲିଂ କରି ଲୋକଙ୍କୁ ଫସାଉଥିଲେ। ପରବର୍ତ୍ତୀ ସମୟରେ ରେକର୍ଡ ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ। ଏଭଳି…

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି ଯୋଡ଼ା ଯଇଥିବାବେଳେ ନିକଟରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ପୂର୍ବରୁ ଏପରି…

ମସ୍‌ଜିଦରେ ଜାତୀୟ ସଙ୍ଗୀତକୁ ବିରୋଧ

ଆଗ୍ରା, ୨୦।୮: ମସ୍‌ଜିଦ ପରିସରରେ ଜାତୀୟ ସଙ୍ଗୀତ ଗାନ କରିବା ଇସ୍‌ଲାମ ବିରୋଧୀ ଦର୍ଶାଇଥିଲେ ଆଗ୍ରା ଜାମା ମସ୍‌ଜିଦ୍‌ର ଜଣେ ଖ୍ୟାତନାମା ମୌଲବୀ। ଏଥି ଲାଗି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ବାଧୀନତା ଦିବସରେ ସ୍ଥାନୀୟ ଭାଜପା ନେତା ଆଶଫାକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri