Posted inଜାତୀୟ

ସୀମାରେ ପୋଲ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୩।୧: ଲଦାଖର ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳକୁ ଯୋଡ଼ିବା ପାଇଁ ଚାଇନା ଏକ ପୋଲ ନିର୍ମାଣ କରୁଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ ଟୁଇଟ୍‌ କରିଥିବା ସାଟେଲାଇଟ୍‌ ଫଟୋରେ ଏହା ଦର୍ଶାଇଛନ୍ତି।

ଯେଉଁସ୍ଥାନରେ ପୋଲର ନିର୍ମାଣ ଚାଲିଛି, ତାହା ଚାଇନାର ଭୂସୀମାର ଅଂଶ। ପାଙ୍ଗଓଙ୍ଗ ହ୍ରଦରେ ଉଭୟ କୂଳକୁ ଯୋଡ଼ିବା ପାଇଁ ଏହି ପୋଲ ନିର୍ମାଣ କରାଯାଉଛି। ଏହା ଦ୍ୱାରା ଚାଇନା ତା’ର ସୀମାରେ ଖୁବ୍‌ କମ୍‌ ସମୟ ମଧ୍ୟରେ ସୈନ୍ୟ ଏବଂ ଭାରୀ ଅସ୍ତ୍ରଶସ୍ତ୍ର ମୁତୟନ କରିପାରିବ।

ସାଇମନ ଟୁଇଟ୍‌ କରିଥିବା ସାଟେଲାଇଟ୍‌ ଫଟୋରେ ହ୍ରଦର ସଂକୀର୍ଣ୍ଣ ଅଞ୍ଚଳରେ
ପୋଲ ପ୍ରାୟତଃ ନିର୍ମାଣ ହୋଇସାରିଥିବା ଦେଖିବାକୁ ମିଳୁଛି।

ଗତବର୍ଷ ଚାଇନିଜ ସେନାଠାରୁ ଫାଇଦାରେ ରହିବା ପାଇଁ ପାଙ୍ଗଓଙ୍ଗ ହ୍ରଦର ଦକ୍ଷିଣରେ ଥିବା କୈଳାଶ ରେଞ୍ଜରେ ଭାରତୀୟ ସେନା ମୁତୟନ ହୋଇଥିଲେ। ୨୦୨୦ଠାରୁ ଉଭୟ ଦେଶର ୫୦ ହଜାରରୁ ଅଧିକ ସେନା ଲଦାଖର ପୂର୍ବାଞ୍ଚଳରେ ଡେପସାଙ୍ଗ ପ୍ଲେନରୁ ଉତ୍ତରକୁ ଏବଂ ଡେମଚୋକ ଅଞ୍ଚଳରୁ ଦକ୍ଷିଣ ପର୍ଯ୍ୟନ୍ତ ମୁତୟନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୨ା୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗୁରୁବାର ଓ ଶୁକ୍ରବାର ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର କେତେକ...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୫।୩: ଜମ୍ମୁ -କଶ୍ମୀର ଅବନ୍ତିପୋରା ଜିଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ...

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ...

୫ ଏମ୍‌ପିଙ୍କୁ ଦଳରୁ ବିଦା କଲେ ଚିରାଗ

ନୂଆଦିଲ୍ଲୀ,୧୫ା୬: ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ କନ୍ଦଳ ଓ ଫାଟ ବଢ଼ିବାରେ ଲାଗିଛି। ଚିରାଗଙ୍କ ଗୋଷ୍ଠୀ ମଙ୍ଗଳବାର ୫ ବିଦ୍ରୋହୀ ଏମ୍‌ପିଙ୍କୁ...

୬ ମାସ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ୬ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଲଗାତାର ୪ ଦିନ ଧରି ଦୈନିକ...

ପାକିସ୍ତାନୀ ସୀମା ହାଇଦରଙ୍କ ଉପରେ ଏଟିଏସର କଡା ନଜର, ଆଜି ପୁଣି କରାଯାଉଛି ପଚରାଉଚରା

ନୂଆଦିଲ୍ଲୀ,୨୫।୭: ମଙ୍ଗଳବାର ପୁନର୍ବାର ଏଟିଏସ ଏବଂ ଆଇବି ଟିମ ସୀମା ହାଇଦର ଏବଂ ସଚିନ ମୀଣାଙ୍କୁ ପଚରାଉଚରା କରୁଛନ୍ତି। ସୀମାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ...

ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ

ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍‌ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ...

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି...

Advertisement
Archives

Model This Week