ଓଲଟିଲା ମିନିଟ୍ରକ; ଚାଲିଗଲା ୧୨ ଶ୍ରମିକଙ୍କ ଜୀବନ
ମୁମ୍ବାଇ,୨୦।୮: ମହାରାଷ୍ଟ୍ରର ବୁଲଡାନା ଜିଲା ଦୁସରବିଦ ଗାଁ ନିକଟରେ ଶୁକ୍ରବାର ଏକ ଗାଡ଼ି ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ନିର୍ମାଣାଧୀନ ରାଜପଥ କାର୍ଯ୍ୟ କରିବାକୁ ୧୬ ଜଣ ଶ୍ରମିକ ଏକ ମିନିଟ୍ରକ ଯୋଗେ ଯାଉଥିଲେ। ତେବେ ଟ୍ରକଟି ଭାରସାମ୍ୟ…
ଆରବ ଦେଶରେ ଅକ୍ଷୟଙ୍କ ‘ବେଲ ବଟମ’ ବ୍ୟାନ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ ରିଲିଜ୍ ହେବା ପରେ ସବୁଠାରୁ ଏହାର ପ୍ରଶଂସା ଶୁଣିବାକୁ ମିଳୁଛି । କେହି କେହି ଏହାକୁ ବ୍ଲକ ବୁଷ୍ଟର କହୁଥିବା ବେଳେ ଏହା ଭଲ ବିଜନେସ୍ କରିବ…
ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍ କଣ୍ଟ୍ରାକ୍ଟ
ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି। ଏଲିସଙ୍କୁ ନେବା ପାଇଁ ଆଇପିଏଲର ୩ ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ତାଙ୍କ…
ନ୍ୟୁଜ ଆଙ୍କରଙ୍କୁ ତାଲିବାନର ଧମକ: ଭିଡିଓ ଭାଇରାଲ
କାବୁଲ,୨୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ଖାଲି ଭୟର ବାତାବରଣ । ଆଫଗାନିସ୍ତାନବାସୀ ଏବେ କୌଣସି ପ୍ରକାରେ ଦେଶ ଛାଡି ଚାଲିଯିବାକୁ ଉଦ୍ୟତ ହେଉଥିବା ବେଳେ କେତେକ ସେହିଠାରେ ରହିବାକୁ ପସନ୍ଦ କରୁଛନ୍ତି । ଏପଟେ…
ଚାକିରି ପାଇଁ ରେଳରୋକୋ
ପଦ୍ମପୁର,୨୦ା୮(ଡି.ଏନ.ଏ.): ଭଦ୍ରକ ଜିଲା ଚରମ୍ପା-ଧାମରା ନିର୍ମିତ ରେଳପଥ ପାଇଁ ଜମି ହରାଇଥିବା ସଦର ବ୍ଲକର ଶତାଧିକ ଲୋକ ଶୁକ୍ରବାର ଭଟତିରା-ଇଚ୍ଛାପୁରଠାରେ ରେଳରୋକୋ କରିଥିଲେ। ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଚାଷୀମାରଣ ନୀତି ବୋଲି ସେମାନେ ଅଭିଯୋଗ କରିବା ସହ ଜମିହରାଙ୍କ ପରିବାରର ଜଣେ…
ପ୍ରଚାରରେ ଭାଜପା ରଙ୍ଗରେ ସଜ୍ଜିତ ଘୋଡ଼ା
ଇନ୍ଦୋର,୨୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନୂଆ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି। ଆଗକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ…
ଦେଶର ସ୍ଥିତିକୁ ନେଇ ଭାଙ୍ଗି ପଡ଼ିଛନ୍ତି ଏହି କ୍ରିକେଟର; ସ୍ବାଧୀନତା ଦିବସ ଅବସରରେ…
କାବୁଲ,୨୦।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ କ୍ରିକେଟ ମୁଖ୍ୟାଳୟରେ ମଧ୍ୟ ପ୍ରବେଶ କରିଛି। ଏଭଳି ଭୟର ବାତାବରଣ ମଧ୍ୟରେ ଦେଶବାସୀ ନିଜ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ କ୍ରିକେଟ ଦଳର ତାରକା…
ଭାଜପା ନେତାଙ୍କ ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଗଲେ ଲୋକେ: ଦାଖଲ ହେଲା ୧୯ ଏଫ୍ଆଇଆର୍
ମୁମ୍ବାଇ,୨୦ ।୮: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇରେ କରିଥିବା ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଯାଇଛନ୍ତି । ଏହାପରେ ପୋଲିସ ପକ୍ଷରୁ ଏହି ରାଲିକୁ ନେଇ ୧୯ଟି ଏଫ୍ଆଇଆର୍ ଦାଖଲ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ନାରାୟଣ ରାଣେ ଗୁରୁବାର…
ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍ ଷ୍ଟାର୍; ସୋସିଆଲ ମିଡିଆରେ ଲେଖିଲେ…
କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ କରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଆଫଗାନିସ୍ତାନରୁ ବାହାରି ଯିବାରେ ସଫଳ ହୋଇଥିବା…
ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ
ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍ର ଖେଳାଳିମାନଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ସହ…
ଯେଉଁ ପୋଷ୍ଟ ପାଇଁ ଟୁଇଟର ବ୍ଲକ କରିଥିଲା ରାହୁଲଙ୍କ ଆକାଉଣ୍ଟ ଏବେ ଫେସବୁକ-ଇନଷ୍ଟାଗ୍ରାମ କଲେ ବ୍ଳକ
ନୂଆଦିଲ୍ଲୀ,୨୦ ।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି , ଯେଉଁଥିରେ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାରଙ୍କର ପରିଚୟ ପ୍ରଦାନ କରୁଥିଲା । ରାଷ୍ଟ୍ରୀୟ ବାଳ ଅଧିକାର…
ଦିନିକିଆ ରାୟଗଡ଼ା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରାୟଗଡା ଅଫିସ,୨୦।୮: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି। ମନ୍ତ୍ରୀ ହୀରାଖଣ୍ଡ ଏକ୍ସପ୍ରେସରେ ଯାଇ ସକାଳେ ରାୟଗଡ଼ାରେ ପହଞ୍ଚିଛିଥିଲେ। ସେ ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଛନ୍ତି। ପରେ ରାୟଗଡ଼ାର…
Archives


