Home Left

କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟଠାରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଆୟକର…

ପୁଣି ଡିଜେଲ ୨୧ପଇସା କମିଲା

ଭୁବନେଶ୍ୱର,୨୧।୮: କ୍ରମାଗତ ତୃତୀୟ ଦିନ ଲାଗି ସାରା ଦେଶରେ ଡିଜେଲ ଦର ହ୍ରାସ ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୨୧ ପଇସା କମିଛି।…

ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି ମଧ୍ୟରୁ ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ୍‌ ୧୯୯୬ ଅଗଷ୍ଟ ୮ ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା। ଉଦ୍‌ଘାଟନୀ…

ପାଣି ଭିତରେ ଥାଇ ଏମିତି ଚତୁରତା ଦେଖାଉଛି ସାମୁଦ୍ରିକ ଜୀବ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବେଲୁଗା ହ୍ବେଲ୍‌କୁ ଦେଖିବାକୁ ମିଳୁଛି। ଏଠାରେ ତାହାର ଚତୁରତାକୁ…

ଘରେ ଅସରପା ହେଉଛନ୍ତି କି… ଆପଣାନ୍ତୁ ଏହି ଘରୋଇ ଉପଚାର

ଘର ଅପରିଷ୍କାର ରହିଲେ ଅସରପା ହେବାର ସମ୍ଭାବନା ଥାଏ। ବର୍ଷା ଏବଂ ଶୀତଦିନେ ଏମାନଙ୍କର ସଂଖ୍ୟା ବଢ଼ିଯାଏ। ଅସରପା ଖାଦ୍ୟ ପଦାର୍ଥରେ ବସିବାଠାରୁ ଆରମ୍ଭ କରି କପଡ଼ା କାଟି ନଷ୍ଟ କରିଦେଉଥିବାରୁ ଅନେକ ସମୟରେ ଚିନ୍ତାର କାରଣ ପାଲଟେ। ସେମାନଙ୍କୁ ମାରିବା…

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ ଚାଳକଙ୍କ ଦାବି ହେଲା, ସେ ନୋ ପାର୍କିଂ ଜୋନରେ ଗାଡ଼ି ରଖି ନ ଥିଲେ।…

ସଲମାନଙ୍କ ସହ ଏହି ଅଭିନେତ୍ରୀଙ୍କ ଯୋଡ଼ି ଦେଖି ପାଗଳ ହୋଇଯାଇଥିଲେ ଦର୍ଶକ : ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେବା ପରେ…

ବଲିଉଡ୍‌ ଅଭିନେତ୍ରୀ ଭୂମିକା ଚାଓ୍ବଲା ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ ଏବଂ ମା’ ଜଣେ ଶିକ୍ଷକ। ଭୂମିକାଙ୍କ ପରିବାର ଫିଲ୍ମ ଜଗତର ନୁହେଁ କିନ୍ତୁ ତାଙ୍କର…

ଉଚ୍ଚ ପାଚେରି ଡେଇଁ ଫାର୍ମ ହାଉସ ଭିତରକୁ ଛାତ୍ରୀ ଗଲେ କିପରି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛନ୍ତି ଏହା ଉପରୁ ପରଦା ହଟି ନାହିଁ।…

ପ୍ରେମିକାଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଏମିତି ବାଟ ବାଛିଲେ ଯୁବକ

ନୂଆଦିଲ୍ଲୀ,୨୧।୮ : ଛୁରୀ ମୁନରେ ଜଣଙ୍କୁ ଲୁଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ପ୍ରେମିକାଙ୍କ ଜନ୍ମଦିନରେ ମହଙ୍ଗା ଉପହାର ଦେବା ପାଇଁ ଅଭିଯୁକ୍ତ ଜଣକ ଅପରାଧର ବାଟ ବାଛି ନେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।…

ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ

ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ୫ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ…

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପୋଲିସର ଭୁଲ ନ ଥିଲା

ଲକ୍ଷ୍ନୌ, ୨୦।୮: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରୁଥିବା ତିନିଜଣିଆ କମିଟି ଉତ୍ତରପ୍ରଦେଶ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଛି। ଦୁବେଙ୍କ ମୃତ୍ୟୁକୁ ନେଇ ପୋଲିସ ଦର୍ଶାଇଥିବା କାରଣ ପ୍ରମାଣସିଦ୍ଧ ବୋଲି ତଦନ୍ତ କମିଟି କହିଛି। ତେବେ କାନପୁରରେ ଦୁବେ ଓ…

୩ ସନ୍ତାନ ଜନ୍ମ କଲେ ମିଳିବ ଟଙ୍କା

ବେଜିଂ, ୨୦।୮: ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଣାଯାଇଥିବା ୩ ସନ୍ତାନ ନୀତିକୁ ଶୁକ୍ରବାର ଚାଇନା ଜାତୀୟ ବ୍ୟବସ୍ଥାପକ ସଭା ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ବିଶ୍ୱର ସବୁଠୁ ଜନବହୁଳ ଦେଶରେ ଜନ୍ମହାର ଦ୍ରୁତ ହ୍ରାସ ଘଟୁଥିବାରୁ ବେଜିଂ ଏଭଳି ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri