ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ

ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍‌ କରିଛି। ଯାହା କି ବିଶ୍ୱ କରୋନା ସଂଖ୍ୟାର ପ୍ରାୟ ୨୦ ପ୍ରତିଶତ। ବିଶ୍ୱରେ କରୋନା ଭୂତାଣୁ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ଆଜି ସକାଳେ ବିଶ୍ୱବିଦ୍ୟାଳୟ ସେଣ୍ଟର ଫର୍‌ ସିଷ୍ଟମ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଏହାର ନୂତନ ଅଧ୍ୟୟନରେ କହିଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୭୨,୩୨୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୮,୩୭,୫୯୪ରେ ପହଞ୍ଚିଛି। ଏହା ବ୍ୟତୀତ ଆମେରିକାରେ ୫୧୬,୮୮୦,୪୩୬ ଜଣ ଲୋକ ଟିକା ନେଇସାରିଲେଣି। ଏଠାରେ ଦୈନିକ ୭୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ...

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

ଆମେରିକାରେ ଲକ୍ଷେ ଟପିଲା ମୃତ୍ୟୁ

ଓ୍ବାଶିଂଟନ/ମସ୍କୋ,୨୭ା୫: କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆମେରିକାରେ ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି।...

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି...

ଡୋନବାସ ଉପରେ ବଡ ଧରଣର ଆକ୍ରମଣ ଯୋଜନାରେ ଅଛି ରୁଷିଆ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ୍‌,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୬ ଦିନରେ ପହଞ୍ଚିଲାଣି । ହେଲେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଲଗାତାର ଜାରି ରହିଛି । ୟୁକ୍ରେନର...

ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌...

ବାଇଡେନ୍‌ଙ୍କ କୁକୁର ହ୍ବାଇଟ୍‌ ହାଉସ୍‌ରୁ ବିଦା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍‌ ହାଉସ୍‌ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା...

ନରସଂହାର, ୟୁକ୍ରେନ୍‌ରେ ପଡ଼ିଛି ଭାକ୍ୟୁମ୍‌ ବୋମା, ଅକ୍ସିଜେନ୍‌ ନେଇଛି ଶୋଷି !…

କ୍ୱିଭ୍‌,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷିଆ ଭାକ୍ୟୁମ୍‌...

Advertisement
Archives

Model This Week