Home Left

ଭାଙ୍ଗିଲା ‘ବାଳିକା ବଧୁ’ ଯୋଡ଼ି; ନାୟିକାଙ୍କ ଆତ୍ମହତ୍ୟା ପରେ ଏବେ ହୃଦ୍‌ଘାତରେ ଚାଲିଗଲେ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୁ’ରୁ ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ଦୀର୍ଘ ୮ ବର୍ଷ ଧରି ସିଦ୍ଧାର୍ଥ ଶୋ’ ସହ ଜଡ଼ିତ ଥିଲେ। ଏହି ସମୟ ମଧ୍ୟରେ ସେ…

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ରିଲିଭ କରାଯାଇଛି। ଡ.ମେହେର୍ଦ୍ଦା କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ…

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କ…

ସ୍କୁଲ ଖୋଲିବା ପରେ ୧୨ ରାଜ୍ୟରେ ପିଲାଙ୍କ ପାଖରେ ବଢିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨ ।୯: କରୋନା ମହାମାରୀର ପ୍ରଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପାଖାପାଖି ଦେଢ ବର୍ଷ ବା ୧୮ ମାସ ପରେ ଦେଶରେ ସ୍କୁଲ ଖୋଲିଛି । ଏହାକୁ ନେଇ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ସମସ୍ତେ ଏକ ପ୍ରକାର…

ସଫାରୀରୁ ଜାଲ ଛିଣ୍ଡାଇ ଖସି ପଳାଇଥିଲା ବାଘ, ଏବେ ଖୁଆଡ଼କୁ ଫେରିଲା

ବାରଙ୍ଗ,୨ା୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସକାଳେ ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲି ଛିଣ୍ଡାଇ ଖସି ଯାଇଥିଲା। ତୁରନ୍ତ କର୍ମଚାରୀମାନେ ବାଘଟିକୁ ଧରି ଖୁଆଡ଼ ଭିତରେ ପୂରାଇବାରେ ସକ୍ଷମ ହୋଇଛନ୍ତି। ଆଜି ସକାଳେ ସଫାରୀରେ ବାଘ ସୂରଜକୁ…

ପାରାଦୀପ ବନ୍ଦରାଞ୍ଚଳରେ ବାଘ ! ଭାଇରାଲ ହେଉଛି ଭିଡିଓ

ପାରାଦୀପ,୨ା୯(ସ୍ବ.ପ୍ର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଧବାର ରାତିରେ ଏକ ବାଘ ବୁଲୁଥିବା  ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ବନ୍ଦର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭିରେ କଏଦ୍‌ ହୋଇଛି। ଏହା ନିଷିଦ୍ଧାଞ୍ଚଳ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ। ଏ ସମ୍ପର୍କରେ କୁଜଙ୍ଗ…

ଘର ନିକଟ କବର ସ୍ଥାନରେ ହେଲା ଗିଲାନିଙ୍କ ଅନ୍ତିମ ସଂସ୍କାର

ଜମ୍ମୁ,୨ ।୯: ପାକିସ୍ତାନ ସମର୍ଥକ ତଥା ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲି ଶାହ ଗିଲାନିଙ୍କ ମୃତଦେହକୁ ତାଙ୍କ ଇଚ୍ଛା ଅନୁଯାୟୀ ଘର ନିକଟରେ ଥିବା ଏକ ମସଜିଦର କବରସ୍ଥାନରେ କବର ଦିଆଯାଇଛି । ତାଙ୍କ ପୁଅ ନଇମ କହିଛନ୍ତି ଯେ ଗିଲାନିଙ୍କ…

ମା’ଙ୍କ ଆଖିର ତାରା ଥିଲେ ସିଦ୍ଧାର୍ଥ; ଏବେ ମୃତ୍ୟୁ ଖବର…

ବମ୍ବେ: ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ୍‌ ତଥା ବିଗ୍‌ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଗୁରୁବାର ସକାଳେ ହଠାତ୍‌ ଏହି ଖବର ଜଣାପଡ଼ିବା ପରେ ଚାରିଆଡେ ଶୋକର…

ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ ସିଦ୍ଧାର୍ଥ; ସକାଳେ ଉଠି ନ ଥିଲେ

ବମ୍ବେ: ଆଉ ନାହାନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପ୍ରଶଂସକ। ଟେଲିଭିଜନଠାରୁ ଆରମ୍ଭ କରି ବଲିଉଡ୍‌ଜଗତରେ ଶୋକର ଛାୟା ଖେଳିଯାଇଛି। ବୁଧବାର ରାତି ଯାଏ ସିଦ୍ଧାର୍ଥ ଏକ୍‌ଦମ୍‌ ଫିଟ୍‌ ଥିଲେ।…

ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ

ପୁରୁଷୋତ୍ତମପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ଆପେ ଆପେ ଏଭଳି ଭାରତ ମାନଚିତ୍ର ସଦୃଶ ଭଳି ପାଣି ରହି ପ୍ରବାହିତ…

ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ

ଭଞ୍ଜନଗର,୨ା୯(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜଗନ୍ନାଥପ୍ରସାଦର ସନ୍ତୋଷ ବେହେରା ଓ ଆଙ୍କୁଲକୁମ୍ପାର ଜଳନ୍ଧର ଜାନି।…

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଥିଲେ ଧୋନୀ; ଶାସ୍ତ୍ରୀ କହିଲେ ‘କ’ଣ ହୋଇଥିଲା ସେଦିନ’…

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ବିଦାୟ ନେବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ ସୀମିତ ଓଭର କ୍ରିକେଟରେ ସେ ସକ୍ରିୟ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri