Posted inଫୁରସତ

୭୭ ବର୍ଷ ବୟସରେ ଦେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଜୟପୁର: ବୟସ ଯେ କେବଳ ଏକ ସଂଖ୍ୟା ଏହା ପ୍ରମାଣିତ କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ। ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ସେ ୫୬ ଥରରେ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କରିଥିଲେ। ୧୯୪୫ରେ ଜାଲୋରରେ ଜନ୍ମିତ ହୁକୁମଦାସ ୧୯୬୨ରେ ପ୍ରଥମେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ କେବେ ମାଟ୍ରିକ ପାସ୍‌ କରିପାରିବେ ନାହଁ ବୋଲି ତାଙ୍କ ସାଙ୍ଗମାନେ କହିବାରୁ ହୁକୁମଦାସ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ଭୂତଳ ଜଳ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିବା ସହ ସେ ବାରମ୍ବାର ମାଟ୍ରିକ ପରୀକ୍ଷା ଦେଇଚାଲିଥିଲେ। ୨୦୦୫ରେ ସେ ଚାକିରିରୁ ଅବସର ନେଇଥିଲେ ଏବଂ ୨୦୧୯ରେ ଦଶମ ପାସ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଯାଇ ବିକଳରେ ଚାହିଁଥିଲା ମାଙ୍କଡ: ପାଖରେ ପହଞ୍ଚିଲା କୁକୁର.. ଆଉ ତାପରେ ଘଟିଲା ଏମିତି

କୁହାଯାଏ ‘କୁକୁର ମାଙ୍କଡ଼ ଅହନ୍ତା’। ଏହି ଦୁଇଜଣଙ୍କ ପରସ୍ପର ପ୍ରତି ଅଧିକ ରାଗଥାଏ। ଉଭୟ ପରସ୍ପରକୁ ଦେଖିଲେ କାମୁଡ଼ି ଗୋଡ଼ାନ୍ତି। ମାତ୍ର ଏହି କଥାକୁ ଭୁଲ୍‌...

୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ...

ସିତାର ପରିବେଷଣ କରି ୩୦ ଟଙ୍କା ପାଇଥିଲି: ଯୋଗେଶ ଦତ୍ତ

ଝାଡ଼ଖଣ୍ଡର ଦେଓଘରଠାରେ ମୋ ଜନ୍ମ। ଆମେ ଦୁଇ ଭାଇଭଉଣୀ ଭିତରେ ମୁଁ ହେଲି ସାନ। ବାପା ଜଣେ ଶିକ୍ଷାବିତ୍‌ ସାଙ୍ଗକୁ ଭଲ ଭାୟୋଲିନ୍‌ ମଧ୍ୟ ବଜାଇପାରୁଥିଲେ।...

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ, ଝିଅ ଈଶାଙ୍କ ସମକକ୍ଷ ହେଲେ କେରଳର ଏହି ଶିକ୍ଷକ, ଛିଡ଼ା କଲେ ୭୩୦୦୦ କୋଟିର କମ୍ପାନୀ

୪୦ ବର୍ଷରୁ କମ୍‌ ଆୟୁ ବିଶିଷ୍ଟ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇ ଚର୍ଚ୍ଚାରେ ଜଣେ ଶିକ୍ଷକ। ସେ ହେଲେ ଅନ୍‌ଲାଇନ୍‌ ଶିକ୍ଷା ଆପ୍‌...

ରାଜପଥରେ ଗାଡ଼ିରୁ ତେଲ ଶେଷ ହେଲେ ଫାଇନ୍‌

ଏଭଳି ଏକ ଦେଶ ଅଛି, ଯେଉଁଠାରେ ତେଲ ଶେଷ ହେବା କାରଣରୁ ରାଜପଥରେ ଗାଡ଼ି ଅଟକାଇବା ବେଆଇନ। ଏଭଳି ନିୟମ ରହିଛି ଜର୍ମାନୀରେ। ଏହି ଦେଶରେ...

Advertisement


Archives

Model This Week