କାଲି ଗାଈ ରକ୍ତ ପିଇଥିଲା, ଆଜି କଲିଜା ଖାଇଲା

ନୂଆପଡ଼ା ଅଫିସ, ୧୭।୧ : ନୂଆପଡା ଜିଲା କୁଟେଙ୍ଗାପଡାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ରବିବାର ଅଗିନ ମାଝିଙ୍କ ଏକ ଗାଈକୁ ମାରି ତା ରକ୍ତ ପିଇଥିବା ବେଳେ ଲୋକ ପାଟି କରିବାରୁ ବାଘ ଜଙ୍ଗଲକୁ ଚାଲିଯାଇଥିଲା। ସୋମବାର ପୁଣି ବାଘ ଗାଁ ମୁହଁା ହୋଇଛି। ଶିକାର କରିଥିବା ଗାଈର କଲିଜା ଖାଇବାକୁ ମହାବଳ ଗାଁକୁ ଫେରିଛି। ବାଘଟି ଗାଈର ପେଟ ଫାଡି କଲିଜା ଖାଇଥିବା ଦେଖିବାକୁ ମିଳିଛି । ଏ ନେଇ ଧରମବନ୍ଧା ଫରେଷ୍ଟର ସୂଚନା ଦେଇଛନ୍ତି । ଯାହାକୁ ନେଇ କୁଟରେଙ୍ଗାପଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘର ଗତିବିଧି ଜାଣିବାକୁ ବନ ବିଭାଗ କ୍ୟାମେରା ଲଗାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥ, ଦଲାଲ ଗିରଫ

କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର...

ସାର୍ଣ୍ଣା ଧର୍ମକୁ ସ୍ବୀକୃତି ଦାବିରେ ଆଦିବାସୀଙ୍କ ଆନ୍ଦୋଳନ, ସାମିଲ ହେଲେ ପିସିସି ସଭାପତି

କେନ୍ଦୁଝର, ୨୨।୧୨(ସ୍ବ.ପ୍ର.): ଆଦିବାସୀଙ୍କ ସାର୍ଣ୍ଣା ଧର୍ମର ସାମ୍ବିଧାନିକ ସ୍ବୀକୃତି ଦାବିରେ ମଙ୍ଗଳବାର ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ସଭା ଅନୁଷ୍ଠିତ...

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌...

ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ତିଳତର୍ପଣ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ସୋରଡ଼ାରେ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧଦିବସ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ସମେତ ଦଳୀୟ କର୍ମୀମାନେ...

କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଯିବା ପ୍ରସଙ୍ଗ: ସ୍ଥିତି ପରଖିଲେ ସଂସ୍କୃତି ସଚିବଙ୍କ ସହ ୪ ଜଣିଆ ଟିମ୍‌

କୋଣାର୍କ,୧୩।୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଯିବା ନେଇ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

କରୋନା ସନ୍ଦେହ: ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର ଅଫିସ,୧ା୪- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଅନ୍ୟପଟେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ...

ଭାଇରାଲ ହେଉଛି ସୁକାନ୍ତ, ପବିତ୍ରଙ୍କ କଣ୍ଠର ଯାଦୁ

ଖୋର୍ଦ୍ଧା ଅଫିସ,୧୯। ୯: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ କାଇମାଟଆ ଗ୍ରାମର ସୁକାନ୍ତ ଓ ପବିତ୍ର ଭୋଇଙ୍କଠାରେ ରହିଛି ଅନନ୍ୟ ପ୍ରତିଭା। ସୁକାନ୍ତ ଗୀତ...

ଆନନ୍ଦପୁର ସହର ଚଳଚଞ୍ଚଳ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ସହର ସମେତ ଏହାର ଆଖପାଖ ଅଞ୍ଚଳ ମା’ ଦୁର୍ଗାଙ୍କ ପୂଜା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ବଡ଼ଦାଣ୍ଡ ଠାରେ...

Advertisement
Archives

Model This Week