କୋର୍ଟ କାର୍ଯ୍ୟ ୩ ଦିନ ସ୍ଥଗିତ

ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ ୪୩୧ ସକ୍ରିୟ ମାମଲା ରହିଛି। ବୌଦ୍ଧ ଜିଲା ନ୍ୟାୟାଳୟର ବିଚାରପତି ଓ ୧୫ରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ନ୍ୟାୟାଳୟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଜିଲା ନ୍ୟାୟାଳୟ ପରିସରକୁ ୨୧ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସହିତ ସମସ୍ତ କୋର୍ଟ କାର୍ଯ୍ୟକୁ ୩ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ କୋର୍ଟର ଜରୁରୀ କାର୍ଯ୍ୟଗୁଡିକ ବିଚାରପତିମାନେ ଘରେ କରିବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ନୃସିଂହ ମନ୍ଦିର ପରିଦର୍ଶନ କଲେ ବିଧାୟକ

ଗଞ୍ଜାମ,୧୪।୫(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୃସିଂହ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଶନିବାର ପାଳିତ ହେଉଛି। ଏହି ଅବସରରେ...

ଖରସ୍ରୋତାରେ ବନ୍ୟା: ଦୁର୍ବଳ ନଦୀବନ୍ଧ ବୁଲି ଦେଖିଲେ ମୁଖ୍ୟ ଯନ୍ତ୍ରୀ

ସିଂହପୁର,୧୦ା୯(ଡି.ଏନ୍‌.ଏ.)- ଖରସ୍ରୋତା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ସୋମବାର ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଦୁର୍ବଳ...

ବିଜୟ ପାଇଁ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତି କଲେ ମନ୍ତ୍ରୀ

ଝାରସୁଗୁଡା ଅଫିସ,୧୭।୫: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ଝାରସୁଗୁଡା ବ୍ଲକ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ୫ ପଞ୍ଚାୟତକୁ ନେଇ ଏକ କର୍ମୀ ସମ୍ମିଳନୀ...

ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ

କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ...

ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି...

ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…

ବାଲିଗୁଡ଼ା,୧୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍‌ ମାଓବାଦୀ...

ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ...

ରାଜୀବଙ୍କୁ ନୂଆ ପରିଚୟ ଦେଇଛି ଛତୁଚାଷ

ଜଗତ୍‌ସିଂହପୁର ଅଫିସ୍‌, ୨୮।୨: ବିଫଳତା ହିଁ ସଫଳତାର ମାପକାଠି। ଏହା ୩୫ ବର୍ଷର ରାଜୀବ ରଥଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ତିର୍ତ୍ତୋଲ ଥାନା ଗୋପାଳପୁର ପଞ୍ଚାୟତ...

Advertisement
Archives

Model This Week