Posted inଜାତୀୟ

ପାର୍ଟି ବଦଳିଲେ ଭାଜପା, ଏସ୍‌ପି ପ୍ରାର୍ଥୀ

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ଜଲାଲବାଦ ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ଅନିଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।

ଅନିଲ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ନେଇ ଅଖିଳେଶ ଯାଦବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ସମାଜବାଦୀ ପାର୍ଟିକୁ ଆଗକୁ ନେବାକୁ ହେବ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀ କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ଭାଜପାରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ୨ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଦିନେଶ ଶର୍ମା ଏବଂ ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ରେ ଷ୍ଟାଲିନଙ୍କ ସହ କଥା ହେଲେ ମମତା

କୋଲକାତା,୧୯।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ନୀତୀଶ କୁମାରଙ୍କ ସମେତ ଅନେକ ନେତା ଲୋକ ସଭା ନିର୍ବାଚନକୁ ନେଇ ବିରୋଧୀ ଏକତା ପାଇଁ ନିରନ୍ତର...

ସାମନାରେ ପ୍ରଶ୍ନ, ରାଣା କିଏ, ସେ ଏତେ ଅହଂକାରୀ କିପରି ?…

ମୁମ୍ବାଇ, ୨୫।୪ : ହନୁମାନ ଚାଳିସା ପାଠକୁ ନେଇ ମହାରାଷ୍ଟ୍ରରେ ଜାରି ରହିଥିବା ବିବାଦ ଥମିବାର ନା ଧରୁନି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପା...

ଫାରୁଖ ଅବଦୁଲ୍ଲା କରୋନା ସଂକ୍ରମିତ: ପୂରା ପରିବାର ଏବେ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୩୦।୩: ନ୍ୟାଶ୍‌ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୁଅ ଓମାର ଅବଦୁଲ୍ଲା ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।...

ବିଶ୍ୱକୁ ପ୍ରଦୂଷଣ ଚିନ୍ତା: ସବୁଠାରୁ ଉପରେ ଲାହୋର, ଦିଲ୍ଲୀର ପ୍ରଦୂଷଣ ରୋଗ ସୃଷ୍ଟି କରିବାକୁ ଯଥେଷ୍ଟ

ନୂଆଦିଲ୍ଲୀ,୧୫ ।୧୧: ସୁପ୍ରିମକୋର୍ଟଙ୍କ କଡା ଚେତାବନୀ ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍ କରିବାକୁ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାର କିଛି...

ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ ସଭା ମନା

ମୁମ୍ବାଇ,୧୯।୪: ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ। ରବିବାର ନାଭି ମୁମ୍ବାଇର ଖାର୍ଘରରେ ମହାରାଷ୍ଟ୍ର ଭୂଷଣ...

ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତି : ମନମୋହନଙ୍କ ୧୬ ବର୍ଷ ତଳର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତିକୁ ଭାଜପା ପକ୍ଷରୁ ପର୍ଦ୍ଦାଫାଶ୍‌ କରାଯାଇଛି। ଏନେଇ ରାଜ୍ୟସଭାର ୧୬ ବର୍ଷ ତଳର ଏକ ଭିଡ଼ିଓକୁ ଭାଜପା...

ତେଜସ୍ବୀ-ତେଜପ୍ରତାପ ଅଟକ

ପାଟନା,୨୩।୩: ବିହାରରେ ବୃଦ୍ଧି ପାଉଥିବା ବେରୋଜଗାର ସମସ୍ୟା, ଦରଦାମ ତଥା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ହୋଇଛି। ଏଥିରେ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

Advertisement
Archives

Model This Week