ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଫିଲ୍ମରେ ସାମନ୍ଥାଙ୍କ ଆଇଟମ୍‌ ଗୀତ ସମସ୍ତଙ୍କୁ ମନକୁ ଛୁଇଁଛି । ୨୦୨୧ ସବୁଠାରୁ ଚର୍ଚ୍ଚିତ ଆଇଟମ ଗୀତ ‘ଓ ଅଣ୍ଟା ଓ୍ବା’କୁ ନେଇ ସାମନ୍ଥାଙ୍କର କ୍ରେଜ ବଢି ଚାଲିଛି ।  ପୂର୍ବରୁ କୌଣସି ଆଇଟମ୍‌ ଗୀତ କରି ନ ଥିବା ସାମନ୍ଥା ଏହି ଗୀତ ପାଇଁ ମଧ୍ୟ ରାଜି ନ ଥିଲେ। ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇବା ପରେ ସେ ରାଜି ହୋଇଥିଲେ। ପରେ ସେ ତାଙ୍କ ଚାର୍ଜ ବଢ଼ାଇଥିଲେ। ୩ ମିନିଟ୍‌ ଗୀତ ପାଇଁ ୫ କୋଟି ଡିମାଣ୍ଡ କରିଥିଲେ।
ଏହି ସବୁ ଭିତରେ ବର୍ତ୍ତମାନ ଖବର ଆସୁଛି କି ଅଭିନେତ୍ରୀ ସାମନ୍ଥାଙ୍କର ଆଉ ଏକ ଆଇଟମ ନମ୍ବର କରିବାକୁ ଯାଉଛନ୍ତି । ସାମନ୍ଥା ଏହାକୁ ନେଇ ପୁରାପୂରି ପ୍ରସ୍ତୁତ ଅଛନ୍ତି। ସାମନ୍ଥା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗରରେ ଫୁଲ ଧମାଲ କରିବେ । ସେ ଏହି ଫିଲ୍ମରେ ଆଇଟମ ଗୀତରେ ନଜର ଆସିବେ। ଏହାକୁ ନେଇ ସାମନ୍ଥା ପୁଣି ଚର୍ଚ୍ଚାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି...

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର...

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ...

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଭିନେତା

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରକିଂ ଷ୍ଟାର୍‌ ୟଶ। ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ନିକଟରେ ସେ ଏକ...

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬...

ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ...

Advertisement
Archives

Model This Week