ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଫିଲ୍ମରେ ସାମନ୍ଥାଙ୍କ ଆଇଟମ୍‌ ଗୀତ ସମସ୍ତଙ୍କୁ ମନକୁ ଛୁଇଁଛି । ୨୦୨୧ ସବୁଠାରୁ ଚର୍ଚ୍ଚିତ ଆଇଟମ ଗୀତ ‘ଓ ଅଣ୍ଟା ଓ୍ବା’କୁ ନେଇ ସାମନ୍ଥାଙ୍କର କ୍ରେଜ ବଢି ଚାଲିଛି ।  ପୂର୍ବରୁ କୌଣସି ଆଇଟମ୍‌ ଗୀତ କରି ନ ଥିବା ସାମନ୍ଥା ଏହି ଗୀତ ପାଇଁ ମଧ୍ୟ ରାଜି ନ ଥିଲେ। ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇବା ପରେ ସେ ରାଜି ହୋଇଥିଲେ। ପରେ ସେ ତାଙ୍କ ଚାର୍ଜ ବଢ଼ାଇଥିଲେ। ୩ ମିନିଟ୍‌ ଗୀତ ପାଇଁ ୫ କୋଟି ଡିମାଣ୍ଡ କରିଥିଲେ।
ଏହି ସବୁ ଭିତରେ ବର୍ତ୍ତମାନ ଖବର ଆସୁଛି କି ଅଭିନେତ୍ରୀ ସାମନ୍ଥାଙ୍କର ଆଉ ଏକ ଆଇଟମ ନମ୍ବର କରିବାକୁ ଯାଉଛନ୍ତି । ସାମନ୍ଥା ଏହାକୁ ନେଇ ପୁରାପୂରି ପ୍ରସ୍ତୁତ ଅଛନ୍ତି। ସାମନ୍ଥା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗରରେ ଫୁଲ ଧମାଲ କରିବେ । ସେ ଏହି ଫିଲ୍ମରେ ଆଇଟମ ଗୀତରେ ନଜର ଆସିବେ। ଏହାକୁ ନେଇ ସାମନ୍ଥା ପୁଣି ଚର୍ଚ୍ଚାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଗାୟକ: ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ ଗାଡ଼ି…

ବମ୍ବେ: ନିଜର ସୁମଧୁର ସ୍ବରରେ କୋଟି କୋଟି ଶ୍ରୋତାଙ୍କ ମନରେ ପ୍ରେମର ବୀଜ ଅଙ୍କୁରିତ କରିଥାନ୍ତି ସୋନୁ ନିଗମ। ଆଜି ସେ ନିଜର ୩୮ତମ ଜନ୍ମଦିନ...

ଜନ୍ମଦିନରେ ବାସନ ମାଜିଲେ ସୋନୁ

ମୁମ୍ବାଇ: ସାଉଥ୍ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୋନୁ ସୁଦଙ୍କ ପାଇଁ ଜୁଲାଇ ୩୦ ହେଉଛି ଏକ ସ୍ମରଣୀୟ ଦିନ । ଆଜି ସେ...

ସଲମାନଙ୍କ ଶୋ’ରେ ଆସିବେ ରବିନା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ଛୋଟ ପରଦା ଆଡେ ମୁହାଁଇଛନ୍ତି। ପ୍ରଯୋଜନା ହେଉ ବା ହୋଷ୍ଟ ଏବେ ସଲମାନ ବୋଧହୁଏ ଟିକେ ଛୋଟ...

ଏହି କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀ

ବଲିଉଡ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥାଏ।...

ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି...

ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ...

ସ୍ତ୍ରୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ରାମ ଚରଣ

‘ଆରଆରଆର’ ଫେମ୍‌ ରାମ ଚରଣ ସ୍ତ୍ରୀ ଉପାସାନା କୋନିଦେଲାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇଛନ୍ତି। ଏହି ବିଶେଷ ଦିନରେ ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ...

ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ

ଦିସପୁର,୧୮।୮: ବଲିଉଡ୍‌ ନାୟକ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଖିଲାଡି ବୟ ଏବେ ୧ କୋଟି ଟଙ୍କା...

Advertisement
Archives

Model This Week