ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ୍‌ ପାଇଁ ୨ଟି ତାରିଖ ଘୋଷଣା କରି ଚିନ୍ତାରେ ପକାଇଲେ ନିର୍ମାତା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ତେବେ ନିର୍ମାତା ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ଦୁଇଟି ରିଲିଜ୍‌ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜାମୌଲି କୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପରାମର୍ଶ ନ କରି ରିଲିଜ୍‌ ତାରିଖ ଘୋଷଣା କରିବା ଦ୍ୱାରା ସେମାନେ ବର୍ତ୍ତମାନ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ସପ୍ତାହରେ ନିର୍ଦ୍ଦେଶକ ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ଦୁଇଟି ରିଲିଜ ତାରିଖ ଘୋଷଣା କରିଥିଲେ। ଯଦି ଦେଶରେ ମହାମାରୀ ପରିସ୍ଥିତି ଭଲ ହୁଏ ଏବଂ ସମସ୍ତ ପ୍ରେକ୍ଷାଳୟ ପୂର୍ଣ୍ଣ କ୍ଷମତାରେ ଚାଲିବା ପାଇଁ ଅନୁମତି ଦିଆଯାଏ ତେବେ ଫିଲ୍ମଟି ୧୮ ମାର୍ଚ୍ଚ ନ ହେଲେ ୨୮ ଏପ୍ରିଲରେ ରିଲିଜ୍‌ ହେବ ବୋଲି ଏକ ବିବୃତ୍ତିରେ କୁହାଯାଇଥିଲା।
ତେବେ ଆଗକୁ ରିଲିିଜ୍‌ ହେବାକୁ ଥିବା ଫିଲ୍ମ ବଚ୍ଚନ ପାଣ୍ଡେ, ରନୱେ ୩୪, ଶ୍ୟାମଶେରା, ହିରୋପନ୍ତି,ରାଧେଶ୍ୟାମର ନିର୍ମାତା ଦୁର୍ବଳ ହୋଇପଡିଛନ୍ତି। ଜାନୁୟାରୀ ୭ ଡିସେମ୍ବର୨୦୨୧ରେ ଯେତେବେଳେ ଆର୍‌ଆର୍‌ଆର୍‌ ରିଲିଜ୍‌ ହେବାକୁ ଘୋଷଣା କରାଯାଇଥିଲା ସେତେବେଳେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ଗାଙ୍ଗୁବାଇ କାଥିଆୱାଡି,ରାଧେଶ୍ୟାମ, ଭୀମଲା ନାୟକ, ଆଚାର୍ଯ୍ୟ ଆଦି ଫିଲ୍ମ ତାରିଖ ବଦଳାଇବାକୁ ପଡିଥିଲା। ତେବେ ଦେଶରେ କୋଭିଡ୍‌ ବଢୁଥିବା ଯୋଗୁ ଜାନୁୟାରୀରେ ଫିଲ୍ମଟି ରିଲିଜ୍‌ ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri