Posted inଜାତୀୟ

୧୫ ହଜାର ଫୁଟ ଉପରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ…

ଲଦାଖ, ୨୬।୧ : ସାରା ଦେଶରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ ସାହସ ପ୍ରଦର୍ଶନ କରୁଥିବା ଏବଂ ସେମାନଙ୍କ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାହାରିବା ଆରମ୍ଭ କରିଛି।

ଲଦାଖର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଅପରପକ୍ଷରେ, ଉତ୍ତରାଖଣ୍ଡର କୁମାଓନ ଅଞ୍ଚଳରେ, ଆଇଟିବିପି ହିମବୀରମାନେ ୧୨ ହଜାର ଫୁଟ ଉଚ୍ଚରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।...

ଜୋଷୀମଠ ଘଟଣାକୁ ନେଇ ରିପୋର୍ଟ ଦାଖଲ କଲେ ଉତ୍ତରାଖଣ୍ଡ ସରକାରଙ୍କ କମିଟି

ଡେରାଡୁନ,୮ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ମାଟି ଧସିବା ଯୋଗୁଁ ବହୁଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାର ୮...

‘ଚାଇନାର ମୁକାବିଲା ପାଇଁ ଭାରତୀୟ ସେନା ସମର୍ଥ’

ନୂଆଦିଲ୍ଲୀ,୪ା୯(ପି.ଟି.): ଚାଇନାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ଉପଯୁକ୍ତ ମୁକାବିଲା ଲାଗି ଭାରତୀୟ ସେନା ସମର୍ଥ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ...

ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ...

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା...

ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ମୃତ

ପାନିପତ,୧୨।୧: ହରିୟାଣାର ପାନିପତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବୁଧବାର ୨୩ଟି ଭାଷାରେ ଘୋଷଣା କରାଯାଇଛି। ୭ଟି କବିତା ସଂଗ୍ରହ, ୪ ଉପନ୍ୟାସ, ୬ କାହାଣୀ ସଂଗ୍ରହ, ୩...

Advertisement
Archives

Model This Week