Home Left

ଜିଏସ୍‌ଟିରେ ସାମିଲ କରିବାକୁ ବିଚାର କରିବେ

ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ…

ଧରାପଡ଼ିଲେ ମାଓବାଦୀ ଶେଖର

ତେଲକୋଇ, ୧୪।୯(ଡି.ଏନ.ଏ.): ଫେରାର ଥିବା ମୋଷ୍ଟୱାଣ୍ଟେଡ୍‌ ମାଓବାଦୀ ଶେଖରଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରି କେନ୍ଦୁଝର ଜିଲା ତେଲକୋଇ ପୋଲିସ କୋର୍ଟଚାଲାଣ କରିଛି। ଏ ନେଇ ସ୍ପଷ୍ଟ କରିଛନ୍ତି ତେଲକୋଇ ଓଆଇସି ଅମିତାଭ ଦାଶ। ପୋଲିସ ସୂଚନା ଅନୁଯାୟୀ, ଶେଖର କଳିଙ୍ଗନଗର…

ପୁଣି ଥରେ ଭାଜପା ଏମ୍‌ପିଙ୍କ ଘରେ ଫୁଟିଲା ବୋମା

କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍‌ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍‌ପିଙ୍କ ଘର ଆଗରେ ବୋମା ମାଡ଼ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୮ ତାରିଖରେ…

ପାର୍ବଣରେ ରକ୍ତପାତ ଚକ୍ରାନ୍ତରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪।୯: ଆଗକୁ ଆସୁଥିବା ପାର୍ବଣରେ ବିଭିନ୍ନ ରାଜ୍ୟରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ। ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି, ସେମାନଙ୍କ ମଧ୍ୟରୁ…

ଆଇପିଏଲ୍‌ ଫାଇନାଲରେ ସିଏସ୍‌କେ ସହ ଲଢ଼ିବ ଆର୍‌ସିବି: ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍‌ ପାଇଁ ୮ଟିମ୍‌ ୟୁଏଇରେ ପହଞ୍ଚିଛନ୍ତି। ଚଳିତ ଥର ଟୁର୍ନାମେଣ୍ଟ କିଏ ଜିତିବ କିଏ ହାରିବ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏହି କ୍ରମରେ…

ହରର୍‌ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ମିଳିପାରେ ଲକ୍ଷେ ଟଙ୍କା

ଓ୍ବାଶିଂଟନ, ୧୪।୯: ହରର୍‌ ତଥା ଭୟଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଟଙ୍କା ଆୟ କରିବାର ଏକ ସୁଯୋଗ। ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଫାଇନାନ୍ସବଜ୍‌ କିଛି ହରର୍‌ ଫିଲ୍ମ ଦେଖିବା ଲାଗି ୧,୩୦୦ ଆମେରିକୀୟ ଡଲାର ଦେବାକୁ…

୧୧ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଡ୍ୟାସିଂ ହିରୋ

ବମ୍ବେ: ଦୀର୍ଘ ୧୧ ବର୍ଷ ପରେ ଫେରୁଛନ୍ତି ବଲିଉଡ୍‌ର ଡ୍ୟାସିଂ ହିରୋ ଫର୍‌ଦିିନ ଖାନ୍‌। ‘ଅଲ୍‌ ଦ ବେଷ୍ଟ, ଦୁଲ୍ହା ମିଲ୍‌ ଗୟା’, ‘ଲାଇଫ ପାର୍ଟନର’ ଭଳି ଚଳଚ୍ଚିତ୍ର କରିଥିବା ଫରଦିନ୍‌ ହଠାତ୍‌ ଫିଲ୍ମଜଗତରୁ ଗାଏବ ହୋଇଯାଇଥିଲେ। ଏହାପରେ ତାଙ୍କର ମୋଟାପଣ…

ଦେଶର ବିକାଶରେ ଉତ୍ତରପ୍ରଦେଶ ଆଗୁଆ: ମୋଦି

ଆଲିଗଡ଼,୧୪।୯: ଡବଲ ଇଞ୍ଜିନ ସରକାରଙ୍କ ଡବଲ ଫାଇଦା ପାଇବାରେ ଉତ୍ତରପ୍ରଦେଶ ଏକ ଜ୍ୱଳନ୍ତ ଉଦାହରଣ। ଦିନେ ଦେଶର ଉନ୍ନତିରେ ବାଧା ଦେଉଥିଲା ଉତ୍ତରପ୍ରଦେଶ। ଆଉ ଏବେ ଦେଶର ଉନ୍ନତିରେ ଏହି ରାଜ୍ୟ ନେତୃତ୍ୱ ନେଉଛି। ଆଲିଗଡ଼ରେ ରାଜା ମହେନ୍ଦ୍ର ପ୍ରତାପ ସିଂହ…

ବଳାତ୍କାର ମାମଲାରେ ଏଲଜେପିର ପ୍ରିନ୍ସ ପାଶ୍ୱାନ

ନୂଆଦିଲ୍ଲୀ,୧୪।୯: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଏମ୍‌ପି ଚିରାଗ ପାଶ୍ୱାନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏହି ମାମଲାରେ ଚିରାଗଙ୍କ ନାମ ମଧ୍ୟ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ଜଣକ ଏଲଜେପିିର ଜଣେ ପୂର୍ବତନ…

ନୂଆ ଆଇପିଏଲ ଦଳ ପାଇଁ ଇ-ବିଡିଂ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ,୧୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅକ୍ଟୋବର ୧୭ ତାରିଖରେ ଦୁଇ ନୂଆ ଆଇପିଏଲ ଦଳ ଲାଗି ବିଡିଂ ପ୍ରକ୍ରିୟା ଆୟୋଜନ କରାଯିବ। ତେବେ ଏହା ଏକ ଇ-ବିଡିଂ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଗତ ଅଗଷ୍ଟ ୩୧…

ଲଗାଣ ବର୍ଷାକୁ ‘ରାଜ୍ୟ ବିପତ୍ତି’ ଘୋଷଣା: ଜିଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ତଲବ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାର ଏହାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ମଙ୍ଗଳବାର ଘୋଷଣା କରିଛନ୍ତି। ଏଥିସହ ଆସନ୍ତା ୨୨ ତାରିଖ ସୁଦ୍ଧା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ…

ବେଡ୍‌ରୁମ୍‌କୁ ଦିଅନ୍ତୁ ନୂଆ ରୂପ

କାନ୍ଥରେ ଲଗାନ୍ତୁ ଫିକା ରଙ୍ଗ:- ବେଡ୍‌ରମ୍‌ର କାନ୍ଥଗୁଡ଼ିକୁ ଫିକା ରଙ୍ଗରେ ସବୁବେଳେ ସୁସଜ୍ଜିତ କରନ୍ତୁ। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ମନକୁ ଶାନ୍ତି ପ୍ରଦାନ କରିଥାଏ। ହାଲକା ନୀଳ, ହାଲ୍‌କା ସବୁଜ, ଲାଭେଣ୍ଡର୍‌ ଆଦି ରୁମ୍‌ର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri