ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ ପ୍ରବାହିତ…
ଆଇସୋଲେଶନରେ ପୁଟିନ୍
ମସ୍କୋ,୧୪ ।୯: କରୋନା ମହାମାରୀ ବିଶ୍ୱରେ ପ୍ରାୟ ଦେଢ ବର୍ଷ ହେବ ତା’ର କାହା ବିସ୍ତାର କରି ରହିଛି । ଏହା ଯେମିତି ଶେଷ ହେବାର ନାଁ ନେଉନି । ଭ୍ୟାକ୍ସିନେଶନ ପରେ ଏବେବି କିଛି ଦେଶ କରୋନା କବଳରେ ଛଟପଟ…
ପିଲାଦିନ କଥା ମନେପକାଇଲେ ମୋଦି
ଆଲିଗଡ.୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ପହଞ୍ଚି ରାଜ ମହେନ୍ଦ୍ର ପ୍ରତାପ ସିଂ ଯୁନିଭରସିଟିର ଶିଳାନ୍ୟାସ କରିଛନ୍ତି। ଏଠାରେ ସେ ତାଙ୍କ ଭାଷଣ ସମୟରେ ୟୁପିର ନିର୍ବାଚନୀ ବିଗୁଲକୁ ବଜାଇଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ମୋଦି ସେମାନଙ୍କୁ ବିକାଶ…
ଟିକାକେନ୍ଦ୍ରରେ ଅସମ୍ଭାଳ ଭିଡ଼:ଗର୍ଜିଲେ ଲୋକେ
ଦିଗପହଣ୍ଡି,୧୪।୯(ଡି.ଏନ.ଏ): କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଦିଗପହଣ୍ଡି ସହରରେ ଲୋକଙ୍କୁ ମିଳୁନି କରୋନା ଟିକା। ଗତ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଶୁଭାରମ୍ଭ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ସହରର ଟିକାକେନ୍ଦ୍ରକୁ…
୨୪ ଘଣ୍ଟା ପରେ ବି ସୁଧୁରୁନି ସ୍ଥିତି : ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୧୪।୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ସୁଲୁମାହା ନିକଟରେ ଏକ ଅସ୍ଥାୟୀ ପୋଲ ଧୋଇଯାଇଛି। ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାତାୟାତ ସ୍ବାଭାବିକ ହୋଇପାରିନାହିଁି ା ପୋଲଟି ନିମ୍ନମାନର ହୋଇଥିବାରୁ ଲଗାଣ ବର୍ଷାରେ…
ବ୍ୟାଟିଂ ଦ୍ୱାରା ପ୍ରେମିକାଙ୍କୁ ପ୍ରଭାବିତ କରିଥିଲେ ଏହି କ୍ରିକେଟର୍
ଅହମ୍ମଦାବାଦ,୧୪।୯: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ କଠିନ ପରିଶ୍ରମ ଆଧାରରେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ନିଶ୍ଚିତ କରିଛନ୍ତି। ଆଜି ହେଉଛି ସୂର୍ଯ୍ୟକୁମାର ଯାଦବଙ୍କ ୩୧ତମ ଜନ୍ମଦିନ। ସୂର୍ଯ୍ୟକୁମାରଙ୍କ ପରି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ପଡ଼ିଆରେ…
ହୁଅନ୍ତୁ ଆଦର୍ଶ ଅଭିଭାବକ
ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକଙ୍କର। କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି ଆପଣ ବି ନିଜ ପିଲାଙ୍କ ପାଇଁ ଆଦର୍ଶ ଅଭିଭାବକ ହେବାକୁ ଚାହାନ୍ତି ତେବେ ଜାଣି…
ଅପହରଣ କରାଯାଇଛି କହି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଡେଲିଭରି ବୟ: ସ୍ତ୍ରୀଙ୍କୁ ଛାଡ଼ି ପ୍ରେମିକାଙ୍କୁ ନେଇ ଫେରାର
ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀରେ ଡେଲିଭରି ବୟ ପତିତପାବନ ପୃଷ୍ଟିଙ୍କ ଅପହରଣକୁ ନେଇ ଚହଳ ପଡ଼ିଥିଲା । ସ୍ତ୍ରୀକୁ ଶେଷଥର ମୋତେ ଡର ଲାଗୁଛି,ପଛରେ କିଛି ମଦୁଆ ମୋ ଗାଡ଼ିକୁ ପିଛା କରୁଛନ୍ତି, ମୋ ଗାଡ଼ି ଖରାପ ହୋଇଯାଇଛି ବୋଲି କହିଥିଲେ । ପରେ…
ଅମରାବତିରେ ଡଙ୍ଗାବୁଡି: ୧୧ ମୃତ, ୮ ନିଖୋଜ
ୱାର୍ଧା,୧୪ ।୯: ମହାରାଷ୍ଟ୍ରର ଅମରାବତିରେ ଡଙ୍ଗା ଓଲଟି ଯିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୮ ଜଣ ନିଖୋଜ ଥିବା ଜଣାପଡିଛି । ୱାର୍ଧା ନଦୀରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…
କରୋନା ୩ୟ ଲହର ଓ ଶିଶୁ
ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଆକଳନ ଅନୁଯାୟୀ କରୋନା ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହାର ଅଧିକ ରହିବ। ଏଣେ ଏଯାଏ ସେମାନଙ୍କ ପାଇଁ ଭ୍ୟାକ୍ସିନ୍ ଉପଲବ୍ଧ ନ ଥିବାରୁ ଅଭିଭାବକମାନେ ଚିନ୍ତାରେ। ଏଭଳି ପରିସ୍ଥିତିରେ ସରକାରଙ୍କ ସମସ୍ତ କରୋନା ଗାଇଡଲାଇନ୍ ମାନିବା ସହ…
ଚୁକନ୍ଦର ମଙ୍ଗୋଫଲି
ଆବଶ୍ୟକ ସାମଗ୍ରୀ : ଓଟ୍ସ ଓ ବାଦାମ – ୧ପ୍ୟାକେଟ୍, ବିଟ୍ – ୬ଟି, ଆଳୁ -୨ଟି, ପିଆଜ – ୩ଟି, ଚଣାଡ଼ାଲି – ୭୫ ଗ୍ରାମ, କର୍ନଫ୍ଲୋର୍ – ୩ ଟେବୁଲ ସ୍ପୁନ୍, ଧନିଆ ଚଟଣି – ୨…
ତ୍ୱଚାପାଇଁ ବରଦାନ ଚିନାବାଦାମ
ଚିନା ବାଦାମରେ ରହିଛି ଭରପୂର ମାତ୍ରାରେ ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫାଇବର୍, ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ପୋଟାସିୟମ୍, ଜିଙ୍କ୍, କ୍ୟାଲ୍ସିୟମ ଇତ୍ୟାଦି ପୋଷକ ତତ୍ତ୍ୱ; ଯାହା କି ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ ବେଶ୍…
Archives


