ହୀରାକୁଦ ଜଳଭଣ୍ଡାରର ୬ ଗେଟ୍ ଖୋଲିଲା
ସମ୍ବଲପୁର,୧୪।୯(ବ୍ୟୁରୋ): ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍। ଉପର ମୁଣ୍ଡରେ ବର୍ଷା ହେଉଥିବା କାରଣରୁ ଡ୍ୟାମ୍ର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ମଙ୍ଗଳବାର ସନ୍ଧ୍ୟାରେ ଗେଟ୍ ଖୋଲିଛନ୍ତି। ପ୍ରଥମେ ୨ଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ…
କଂଗ୍ରେସ ଛାଡି ଟିଏମ୍ସିରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ରାଜ୍ୟ ସଭା ପଠାଇବେ ମମତା
କୋଲକାତା,୧୪ ।୯: ଗତ ମାସରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି । ତୃଣମୂଳ କଂଗ୍ରେସର ଟୁଇଟରରେ ଉଲ୍ଲେଖ କରାଯାଇଛି କି ମହିଳାଙ୍କୁ…
ଅକ୍ଟୋବର ୧ରୁ ଯୁକ୍ତ ୨ ଅଫ୍ଲାଇନ ପରୀକ୍ଷା
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଅକ୍ଟୋବର ୧ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଅକ୍ଟୋବର ୧ରୁ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ମଧ୍ୟ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ। ଏନେଇ ସିଏଚ୍ଏସ୍ଇ…
ଭାରତୀୟ କ୍ରିକେଟର ଅଭୁଲା ଦିନ
ନୂଆଦିଲ୍ଲୀ,୧୪।୯: ଆଜିକୁ ଠିକ୍ ୧୪ ବର୍ଷ ତଳେ ଅର୍ଥାତ ୨୦୦୭, ସେପ୍ଟେମ୍ବର ୧୪ ତାରିଖରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଥିଲା। ମ୍ୟାଚ୍ର ପରିଣାମ ବାହାରିଥିଲା ବୋଲ ଆଉଟ୍ ଜରିଆରେ। କ୍ରିକେଟ ଇତିହାସର ଏହା ଏକମାତ୍ର…
ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବଣ୍ଟନରେ ସୁନ୍ଦରଗଡ ଦ୍ବିତୀୟ ଜିଲା ପାଲଟିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ…
ସବୁ କଳ୍ପନାର ଅନ୍ତ, ‘ସିତା-ଦ ଇନକାରନେଶନରେ ସୀତା ଭୂମିକାରେ ନଜର ଆସିବେ କଙ୍ଗନା
ମୁମ୍ବାଇ: ଫିଲ୍ମ ‘ଥାଲାଇବି’ରେ ନିଜର ଦମଦାର ଅଭିନୟ ଦେଖାଥିବା କଙ୍ଗନା ରାନାୱତ ପୁଣିଥରେ ଏକ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ଜଣାପଡିଛି । ପଦ୍ମଶ୍ରୀ ଓ ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି କଙ୍ଗନା ଏଥର ସୀତା ଭୂମିକାରେ ନଜର…
ବର୍ଷାରେ ବେହାଲ ଭଦ୍ରକ, ବିପଦ ସଙ୍କେତ ଟପିଲା ବୈତରଣୀ
ଭଦ୍ରକ ଅଫିସ, ୧୪।୯: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା ଜଣାପଡ଼ିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଲହଡ଼ି ଭାଙ୍ଗୁଛି। ଭଣ୍ଡାରିପୋଖରୀ ବ୍ଲକ…
ଭିମାପଡା କାଞ୍ଝାଝରି ନଦୀର ପୋଲ ଉପରେ ୪ ଫୁଟ ବନ୍ୟାଜଳ: ଯୋଗାଯୋଗ ବିଛିନ୍ନ
ପାଟଣା,୧୪।୯(ସ୍ବ. ପ୍ର.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛିା ଏ ନେଇ ବେଳେ ମଙ୍ଗଳବାର ସକାଳୁ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା କାଞ୍ଝାରୀ ନଦୀର ପୋଲ ଉପରେ ୪ ଫୁଟରୁ ଊଦ୍ଧର୍ବ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି…
ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର କୋଚ୍ ହେବେ କିଏ; ଗାଙ୍ଗୁଲି କହିଲେ…
ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀ ଅନେକ ସଫଳତା ହାସଲ କରିଛନ୍ତି କିନ୍ତୁ ଏହି ଯୋଡି ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଆଇସିସି ଟୁର୍ନାମେଣ୍ଟ ଜିତିବାରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ୟୁଏଇ ଏବଂ…
ବର୍ଷା ଜଳରେ ଭାସିଗଲେ ବୃଦ୍ଧା: ଉଦ୍ଧାର କରିବାକୁ ଯାଇ ଯୁବକ…
ଅନୁଗୋଳ ଅଫିସ, ୧୪।୯: ଅନୁଗୋଳ ସହର ନିକଟରେ ଥିବା ହୁଲୁରସିଂହା ବଢ଼ି ପାଣି ମଝିରେ ଜଣେ ବୃଦ୍ଧା ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ନାଳ ମଝିରେ ଥିବା ଏକ ପଥରରେ ଅଟକି ରହିଲେ। ସୂଚନାଯୋଗ୍ୟ, ମଙ୍ଗଳବାର…
ତଳିଆ ଅଞ୍ଚଳରେ ଜଳମଗ୍ନ: ପରିଦର୍ଶନ କଲେ ବଲାଙ୍ଗୀର ଜିଲାପାଳ
ବଲାଙ୍ଗୀର ଅଫିସ,୧୪।୯: ତିନି ଦିନର ଲଗାଣ ବର୍ଷାରେ ବଲାଙ୍ଗୀର ସହରର ବିଭିନ୍ନ ଗାଁର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଲୋକଙ୍କ ଘର ଭିତରକୁ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଜିଲାପାଳ ଚଞ୍ଚଳ ରାଣା ମଙ୍ଗଳବାର ତୁଲସୀନଗର…
ଘର ବାହୁଡ଼ା ଖବରକୁ ଖଣ୍ଡନ କଲେ ରାଧାରାଣୀ; କହିଲେ ‘ଭାଜପାରେ ଅଛି, ଆଗକୁ ରହିବି’
ଝାରସୁଗୁଡା ଅଫିସ, ୧୪।୯: ଭାଜପାର ବରିଷ୍ଠ ନେତ୍ରୀ ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଭାଜପାରେ ଅଛି ଆଗକୁ ରହିବି…
Archives


